Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟ ନୀତି – ଏହିଭଳି ଝିଅକୁ ଭୁଲରେ ମଧ୍ୟ ବିବାହ କରନ୍ତୁ ନାହିଁ

ସେୟାର୍ କରନ୍ତୁ

ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଗୋଟିଏ ନୀତି ଗ୍ରନ୍ଥ ଅଟେ | ଯେଉ ଥିରେ ଜୀବନ କୁ ସୁଖମୟ ଏବଂ ସଫଳ କରିବା ପାଇଁ ଉପଯୋଗୀ ବାର୍ତା ଦିଆଯାଇଛି | ଏହାର ମୂଳ ଲକ୍ଷ୍ୟ ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ଦେବା ଅଟେ | ଚାଣକ୍ୟ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ ଯିଏ ତାଙ୍କ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ୟ ଙ୍କୁ ରାଜଗଦି ରେ ବସେଇଥିଲେ | ଜାଣନ୍ତୁ ଚାଣକ୍ୟ ଙ୍କ କିଛି ଏହିପରି ନୀତି ଗୁଡିକୁ ଯାହା ଆପଣଙ୍କୁ ଜୀବନର କୌଣସି ନା କୌଣସି ସମୟ ରେ କାମ ରେ ଆସିପାରେ | କୌଣସି ମହିଳାଙ୍କୁ ଭୁଲ କରି ବି ଦିଅନ୍ତୁ ନାହିଁ ଏହି ଜିନିଷ ନହେଲେ କା-ଙ୍ଗାଳ ହୋଇଯିବେ | ସେହି ଜିନିଷ କଣ ଆସନ୍ତୁ ଆପଣଙ୍କୁ କହିବୁ |

ବନ୍ଧୁଗଣ ଗରୁଡ ପୁରାଣ ଅନୁଯାୟୀ ସ୍ତ୍ରୀ ଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଛି ସେଥିପାଇଁ କୌଣସି ପୁରୁଷ ସ୍ତ୍ରୀ ଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ରାଗିଯାନ୍ତି ଏବଂ ସେହି ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ | ତେବେ ବନ୍ଧୁଗଣ ବିବାହ ର ନିଷ୍ପତି ଜୀବନ ର ସବୁଠୁ ବଡ ନିଷ୍ପତି ହୋଇଥାଏ ଏହି ନିଷ୍ପତ୍ତି ଦୁଇ ଲୋକଙ୍କ ଜୀବନକୁ ବଦଳେଇ ଦେଇଥାଏ |

ସଠିକ ସାଥି ଚୟନ କରିବା ସବୁଠୁ କଷ୍ଟକର ହୋଇଥାଏ ବନ୍ଧୁଗଣ ଖରାପ ଲୋକ ସହ ବିବାହ ହେବା ଦ୍ୱାରା ମଣିଷ ମନ ହିଁ ମନ ରେ ପସ୍ତେଇଥାଏ | ସେଥିପାଇଁ ବ୍ୟକ୍ତି ଘର ଛାଡ଼ି ବାହାର ଦୁନିଆ ରେ ଖୁସି ଖୋଜିଥାଏ ସେଥିପାଇଁ ଅନେକ ସମୟ ରେ ସେ ଅନୈତିକ ସମ୍ପର୍କ ମଧ୍ୟ ରଖିଥାଏ | କିନ୍ତୁ ଶାସ୍ତ୍ର ଅନୁସାରେ କିଛି ସ୍ତ୍ରୀଙ୍କ ସହ ପୁରୁଷ ଙ୍କୁ ସମ୍ଭୋଗ କରିବା ଉଚିତ ନୁହେଁ | ତେବେ ଆସନ୍ତୁ ଜାଣିବା ସେହି ସ୍ତ୍ରୀ କିଏ କିଏ?

1. ଅବିବାହିତ ମହିଳା – ଶାସ୍ତ୍ର ଅନୁସାରେ କୌଣସି ପୁରୁଷ କୁ ଅବିବାହିତ ଝିଅ ସହ ସମ୍ଭୋଗ ବନେଇବା ଉଚିତ ନୁହେଁ | ଯଦି ଏହିପରି କିଏ କରେ ତେବେ ସେହି ମହିଳା ଙ୍କୁ ବିବାହ କରିବା ଉଚିତ ହୋଇଥାଏ |

2.ବିଧବା ସ୍ତ୍ରୀ – କୌଣସି ବି ପୁରୁଷ କୁ ବିଧବା ମହିଳା ସହିତ ସମ୍ଭୋଗ କରିବା ଉଚିତ ଯଦି ଏହା ଭୁଲ ରେ ହୋଇଯାଉଛି ତେବେ ସେହି ମହିଳା ଙ୍କୁ ବିବାହ କରିବା ଉଚିତ ହୋଇଥାଏ | ଶାସ୍ତ୍ର ରେ ଏହାକୁ ଘୋର ପାପ ବୋଲି କୁହାଯାଏ |

3. ବ୍ରହ୍ମଚର୍ୟ ପାଳନ କରୁଥିବା ମହିଳା – ତେବେ ବନ୍ଧୁଗଣ ଏହିପରି ମହିଳା କିମ୍ବା କୌଣସି ତପସ୍ୟା ରେ ଲୀନ ଥିବା ଝିଅ ସହ ସମ୍ବଦ୍ଧ ବନେଇବା ଉଚିତ ନୁହେଁ | ଏହା କରିବା ଦ୍ଵାରା ମହାପାପ ଲାଗିଥାଏ |

4. ବନ୍ଧୁର ସ୍ତ୍ରୀ – କୌଣସି ବି ପୁରୁଷ କୁ ତାଙ୍କ ବନ୍ଧୁ ଙ୍କ ପତ୍ନୀ ସହ ସମ୍ବନ୍ଧ ବନେଇବା ଉଚିତ ନୁହେଁ | ଏହିପରି କରିବା ଦ୍ୱାରା ଘୋର ପାପ ଲାଗିଥାଏ |

5.ଶତ୍ରୁଙ୍କ ସ୍ତ୍ରୀ – କେବେ ବି ଶତ୍ରୁ ଙ୍କ ସ୍ତ୍ରୀ ଙ୍କ ସହ ସମ୍ବନ୍ଧ ବନେଇବା ଉଚିତ ନୁହେଁ କିମ୍ବା ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ | ଏହିପରି ନାରୀ କୁ ଅଣଦେଖା କରିବା ଉଚିତ |

6. ଶିଷ୍ୟଙ୍କ ସ୍ତ୍ରୀ – ବନ୍ଧୁଗଣ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ମହାନ ହୋଇଥାଏ | ତେଣୁ କେବେ ବି ଶିଷ୍ୟାଙ୍କ ସ୍ତ୍ରୀ ସହ ସମ୍ବନ୍ଧ ରଖିବା ଉଚିତ ନୁହେଁ ଏହିପରି ଲୋକ ଯମଦଣ୍ଡ ରେ ଭୋଗୀ ହୋଇଥାଏ |

7. ନିଶାସକ୍ତ ସ୍ତ୍ରୀ – କେବେ କାହାର ଫାଇଦା ଉଠାଇବା ଉଚିତ ହୋଇନଥାଏ, ଯେଉ ନାରୀ ନିଜ ବସ ରେ ନଥାଏ ତାହା ସହ ସମ୍ପର୍କ ରଖିବା ପାପ ହୋଇଥାଏ | ତେଣୁ ବନ୍ଧୁଗଣ ଏହିପରି ମହିଳା ଙ୍କୁ ଭୁଲ ରେ ମଧ୍ୟ ସମ୍ପର୍କ ରଖନ୍ତୁ ନାହିଁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *