Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ପାଦ ଥିବା ଲୋକେ ହୋଇଥାନ୍ତି ଧନୀ। ଦେଖନ୍ତୁ କଣ କହେ ପାଦ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜି ଆମେ ପୁରୁଷ ମାନଙ୍କର କେଉଁ ଅଙ୍ଗରେ କଳାଜାଇ ଥିଲେ, ତାହା ଅତ୍ୟନ୍ତ ଶୁଭ ହୋଇଥାଏ, ସେହି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ।ଏହାସହିତ ଆଜି ଆମେ କହିବାକୁ ଯାଉଅଛୁ ଯେ ପାଦର ଗଠନ ଦ୍ଵାରା ଆପଣ କିପରି ବ୍ୟକ୍ତି ଜଣକ ଧନୀ ବା ଗରିବ ଜାଣି ପାରିବେ। ଯଦି ପୁରୁଷଙ୍କ ଦାନ୍ତରେ ଫାଙ୍କ ରହିଛି, ତାହେଲେ ସେ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି ନା ନୁହେଁ? କହିବାକୁ ଗଲେ ଭବିଷ୍ୟତ ପୁରାଣ ୧୮ ପ୍ରମୁଖ ପୁରାଣ ଗୁଡ଼ିକ ମଧ୍ୟରୁ ଏକ ଅଟେ। ଏଥିରେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକ ବିଷୟରେ ବର୍ଣ୍ଣିତ ରହିଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯଦି କୌଣସି ପୁରୁଷ ଲୋକର ଡାହାଣ ଗାଲରେ କଳାଜାଇ ରହିଥାଏ, ସେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହାକୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶୁଭ ବୋଲି ମାନା ଯାଇଛି। ଯେଉଁ ଲୋକଙ୍କ ଡାହାଣ ଗାଲରେ କଳାଜାଇ ରହିଥାଏ ତାଙ୍କର ବିବାହିତ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ।

– ଯଦି କୌଣସି ପୁରୁଷଙ୍କ ପାଦ କୋମଳ, ମାଂସଳ, ରକ୍ତବର୍ଣ୍ଣ ଅର୍ଥାତ ଲାଲ ରଙ୍ଗର ହୋଇଥାଏ ବା ଯେଉଁ ପୁରୁଷଙ୍କ ପାଦରୁ ଅଧିକ ଝାଳ ବାହାରି ଥାଏ, ସେମାନଙ୍କୁ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ। ଏହି ଲୋକମାନେ ଆରାମରେ ନିଜ ଜୀବନ ଅତିବାହିତ କରିଥାନ୍ତି।

– ଯଦି କୌଣସି ପୁରୁଷଙ୍କର ପାଦର ଆଙ୍ଗୁଳି ବହୁତ ଅଧିକ ମୋଟା ହୋଇଥାଏ, ତାହେଲେ ସେମାନଙ୍କ ଭାଗ୍ୟ ସର୍ବଦା ସେମାନଙ୍କ ସପକ୍ଷରେ ରହିଥାଏ।

– ଯଦି କୌଣସି ପୁରୁଷଙ୍କର ପାଦର ସବୁଠାରୁ ଛୋଟ ଅଙ୍ଗୁଳି ବୁଢା ଆଙ୍ଗୁଳି ଠାରୁ ବଡ ହୋଇଥାଏ, ତାହେଲେ ସେହି ବ୍ୟକ୍ତି ଅଧିକ ଧନବାନ ହୋଇ ଥାଆନ୍ତି।

– ଯଦି କୌଣସି ପୁରୁଷ ଲୋକର ଜଙ୍ଘରେ ଲୋମ ନଥାଏ, ତାହେଲେ ସେ ଭାଗ୍ୟବାନ ହୋଇ ନଥାନ୍ତି। ଏମାନଙ୍କ ବୁଷ୍ୟ କେବେବି ଏମାନଙ୍କ ସପକ୍ଷରେ ରହି ନଥାଏ।

– ଯଦି କୌଣସି ପୁରୁଷ ଲୋକର ଦାନ୍ତ ମଝିରେ ଫାଙ୍କ ରହିଥାଏ, ତାହେଲେ ସେହି ପୁରୁଷ ଉତ୍ତମ ମାନସିକତା ରଖିଥାନ୍ତି।ଏଭଳି ପୁରୁଷ ମାନଙ୍କ ପ୍ରତି ଭରସା କରାଯାଇପାରେ। ଏହିଭଳି ପୁରୁଷଙ୍କ ମନରେ ସମସ୍ତଙ୍କ ପ୍ରତି ଉତ୍ତମ ବିଚାର ରହିଥାଏ। ଏମାନଙ୍କ ଉତ୍ତମ ବିଚାର ଯୋଗୁଁ ଏମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି। ଏହାସହିତ ଏଭଳି ପୁରୁଷ ବହୁତ ଧନବାନ ହୋଇଥାନ୍ତି। ଏହି ଲୋକମାନେ ବାର୍ତ୍ତାଳାପ କ୍ଷେତ୍ରରେ ବହୁତ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି।

– ସେହିଭଳି ଯେଉଁ ପୁରୁଷଙ୍କ ନିଶ ତଥା ଦାଢି ଉଠି ନଥାଏ, ସେହି ବ୍ୟକ୍ତିର ଜୀବନରେ ବହୁତ ଦୁଃଖକଷ୍ଟ ଆସିଥାଏ। ଏହି ଲୋକମାନେ ନିଜ ଜୀବନରେ ସମସ୍ତ କାର୍ଯ୍ୟରେ ଅସଫଳ ହୋଇ ଯାଇଥାନ୍ତି। ଏମାନଙ୍କୁ ଖୁବ୍ ସହଜରେ କିଛି ମଧ୍ୟ ପ୍ରାପ୍ତ ହୋଇ ନଥାଏ। ସେଥିପାଇଁ ଏମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ତେଣୁ ଏହି ଲେଖାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *