Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛ ସାକ୍ଷାତ ଭଗବାନ ଶିବଙ୍କ ରୁପ ଅଟେ,ଏହାକୁ ଘରେ ଲଗେଇବା ଦ୍ୱାରା ଆପଣଙ୍କ କେଶ ବି କିଏ ବଙ୍କା କରିପାରିବ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଗଛ ସାକ୍ଷତ ଭଗବାନ ଶିବଙ୍କର ରୂପ ଅଟେ। ଏହାକୁ ଘରେ ଲଗେଇବା ଦ୍ୱାରା ଶତ୍ରୁ କଣ ନିଜେ ମୃତ୍ୟୁ ମଧ୍ୟ ଆପଣଙ୍କର କିଛି କରିପାରିବ ନାହିଁ।

ଆଜି ଆମେ ଏମିତି ଗଛ ବିଷୟରେ ଜଣେଇବୁ ଯାହାକୁ ଭଗବାନ ଶିବଙ୍କ ରୂପ ବୋଲି ମାନାଯାଏ। ଭଗବାନ ଶିବଙ୍କୁ ଏହି ଗଛ ଅତ୍ୟନ୍ତ ପ୍ରିୟ ଅଟେ କିନ୍ତୁ ଅଧିକାଂଶ ଲୋକେ ଏହି ଗଛ ବିଷୟରେ ଜାଣି ନାହାନ୍ତି। ବନ୍ଧୁଗଣ ଅନେକ ଲୋକ କେତେ ପରିଶ୍ରମ କରିବା ପରେ ମଧ୍ୟ ସେମାନଙ୍କୁ ସଫଳତା ମିଳିପାରି ନଥାଏ। ସବୁବେଳେ ସମସ୍ୟାରେ ଘେରି ରହିଥାନ୍ତି। ସବୁବେଳେ ସମସ୍ୟାର ସାମ୍ନା କରିବାକୁ ପଡେ। ଏମିତିରେ ଆପଣ ଯଦି ଏହି ଗଛ ଘରେ ଲଗାଇବେ ତ ଏହାର ଏତେ ଲାଭ ହେବ କି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ରୁଦ୍ରାକ୍ଷ ଗଛ। ଏହା ବିଷୟରେ ତ ବହୁତ ଲୋକ ଜାଣିଛନ୍ତି ଏହା ଭଗବାନ ଶିବଙ୍କର ହିଁ ରୁଦ୍ର ରୂପ ବୋଲି ମାନାଯାଏ। ଏହା ଯଦି କୌଣସି ବ୍ୟକ୍ତିକୁ ମିଳିଯାଏ ତ ସେହି ବ୍ୟକ୍ତିର ଭାଗ୍ୟ ପୁରାପୁରି ବଦଳିଯାଏ। ଆଉ ତାର ସବୁ କାମ ମଧ୍ୟ ଧୀରେ ଧୀରେ ହୋଇଯାଏ। ଏହା ବହୁତ ଚମତ୍କାରୀ ଅଟେ ତ ଏହି ପ୍ରକାରର ରୁଦ୍ରକ୍ଷ ଗଛ ବିଷୟରେ ଅନେକ ଲୋକ ଜାଣିନାନାହାନ୍ତି ଏହି ଗଛ ଆପଣଙ୍କୁ ବହୁତ ସହଜରେ ମିଳିଯିବ। ଏହି ଗଛକୁ ଘରେ ଲଗାଇବା ଦ୍ୱାରା ବିଶେଷ ଲାଭ ହୋଇଥାଏ କାରଣ ଏହି ଗଛକୁ। ଭଗବାନ ଶିବଙ୍କର ରୂପ ମାନାଯାଏ।

ଯଦି ଆପଣ ଏହି ଗଛ ଘରେ ଲଗାଉଛନ୍ତି ତ ଧ୍ୟାନ ରଖିବେ ତୁଳସୀ ଗଛ ପାଖାପାଖି ଏହି ଗଛ ଲଗେଇବେ ନାହିଁ। ଏହି ଗଛକୁ ଆପଣ ନିଜ ବ୍ୟାପାର ସ୍ଥାନରେ ଲଗାଇ ପାରିବେ ଘରେ ବି ଲଗାଇ ପାରିବେ। ଏହି ଗଛକୁ ଲଗାଇବା ଦ୍ୱାରା ଆପଣଙ୍କ ବ୍ୟାପାର ଭଲ ରହିବ। ଯାହାବି ସମସ୍ୟା ଥିବ ତାହା ସବୁ ଦୂର ହୋଇଯିବ। ଯେବେ ଠାରୁ ଏହି ଗଛ ଘରେ ଲଗାଇବେ ସେବେ ଠାରୁ ଘରେ ଧନର ଅଭାବ ରହିବ ନାହିଁ। କୌଣସି ନେଗେଟିଭ ଏନର୍ଜୀ ଆପଣଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ।

ଯିଏ ବି ଶତ୍ରୁ ଥିବେ ସିଏ ମିତ୍ରରେ ପରିଣତ ହୋଇଯିବେ। ଏହା ଦ୍ବାରା ସଫଳତା ଚାହୁଁଥିଲେ ସଫଳତା ମିଳିଯିବ ଉନ୍ନତି ହେବ। ଏହି ଗଛକୁ ଘରେ ଲଗାଇଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ। ଯାହା ଦ୍ୱାରା ଆପଣଙ୍କର କୌଣସି ବି କାମ ଅଟକି ରହିବ ନାହିଁ। ଏହି ଗଛକୁ ଘରେ ଲଗାଇଲେ ସବୁଦିନ ପୂଜା କରିବେ। ଯଦି କେହି ଘରେ ବିମାରରେ ପଡିଥିବେ ତ ତାଙ୍କୁ ପ୍ରତିଦିନ ଏହି ଗଛରେ ପାଣି ଦେବାକୁ କହିବେ। ଯାହା ଦ୍ୱାରା ସେହି ବ୍ୟକ୍ତିର ରୋଗ ବହୁତ ଶୀଘ୍ର ଭଲ ହୋଇଯିବ

ଶିବଲିଙ୍ଗ ଗଛ।ଏହି ଗଛ ମିଳିବା ବହୁତ ଦୁର୍ଲଭ ଅଟେ କିନ୍ତୁ କେବେ କେବେ ବହୁତ ସହଜରେ ମିଳିଯାଏ। ଭଗବାନ ଶିବ ସ୍ୱୟଂ ପ୍ରାଚୀନ ଗ୍ରନ୍ଥରେ ନିଜର ସ୍ୱରୂପ ଉଲ୍ଲେଖ କରିଛନ୍ତି। ଏହାର ଯେଉଁ ବୀଜର ଆକୃତି ହୋଇଥାଏ ତାହା ଶିବଲିଙ୍ଗ ଭଳି ହୋଇଥାଏ। ଏଥିପାଇଁ ଏହାକୁ ଶିବଲିଙ୍ଗ ନାମରେ ଜଣା।

ଏହି ଗଛ ଯେଉଁ ଘରେ ଲାଗିଥାଏ କିମ୍ବା ଯେଉଁ ଘରର ଆଖପାଖରେ ଲାଗିଥିବ ତ ଏହି ଗଛ ପୁରା ଘରକୁ ଧନ ଧାନ୍ୟରେ ଭରି ଦେଇଥାଏ କାରଣ ଏହି ଗଛର ସୁରକ୍ଷା ସ୍ଵୟଂ ଭଗବାନ ଶିବଙ୍କର ଗଣ କରିଥାନ୍ତି। ଏହି ଗଛରେ ଶକ୍ତି ସିଦ୍ଧି ବାସ କରିଥାନ୍ତି। ଏହି ଗଛ ଯେଉଁ ଘରେ ଲଗାଯାଏ ସ୍ୱୟଂ ଭଗବାନ ଶିବଙ୍କ ଗଣ ଏମିତି ଘରକୁ ଆସି ନିର୍ଦ୍ଧନତା ଗରିବୀକୁ ସମସ୍ୟାକୁ ତଥା ରୋଗକୁ ଦୂର କରିଥାନ୍ତି। ଯେଉଁ ଘର ଉପରେ ଭଗବାନ ଶିବଙ୍କର କୃପା ହୋଇଥାଏ ତାଙ୍କ ଉପରେ ଭଗବାନ ଶିବଙ୍କର କୃପା ବର୍ଷା ହୋଇଥାଏ। ପୁରା ଘର ଆନନ୍ଦରେ ଭରି ଯାଇଥାଏ।

ମଧୁ ମାଳତୀ ଗଛ। ଏହାର ଯେଉଁ ସୁଗନ୍ଧ ହୋଇଥାଏ ଏଥିରୁ କେହିବି ବଞ୍ଚି ପାରିବ ନାହିଁ। ଭଗବାନ ବି ଏହାର ସୁଗନ୍ଧରେ ବଞ୍ଚି ପାରିନାହାନ୍ତି। ଏହାର ପୁଷ୍ପର ମାଳା ମା ଲକ୍ଷ୍ମୀ ଠାକୁରାଣୀ ଧାରଣ କରିଥାନ୍ତି। ଯେତେବି ଦେବୀ ଦେବତା ଅଛନ୍ତି ସେମାନେ ସବୁ ନିଜର ଗଳାରେ ପିନ୍ଧିଥାନ୍ତି। ଏହାର ମଧୁର ସୁଗନ୍ଧରେ ଆସି ମା ଲକ୍ଷ୍ମୀ ଯେଉଁ ସ୍ଥାନରେ ଥାନ୍ତି ସେହି ଘରେ ବାସ କରିଥାନ୍ତି। ମା ଲକ୍ଷ୍ମୀଙ୍କୁ ଏହି ଫୁଲର ସୁଗନ୍ଧ ଟାଣି ଆଣିଥାଏ। ଯଦି ଆପଣ ନିଜର ନିର୍ଦ୍ଧନତାରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଏହି ଗଛ ନିଶ୍ଚୟ ନିଜ ଘରେ ଲଗାନ୍ତୁ। ଏହି ଗଛ ଯେଉଁ ଘରେ ଲାଗିଥାଏ ସେହି ସ୍ଥାନକୁ ମା ଲକ୍ଷ୍ମୀ ସ୍ୱୟଂ ଆସି ଘରେ ବାସ କରିଥାନ୍ତି। ଏମିତି ଘର ଧନ ଧାନ୍ୟରେ ଭରି ଯାଇଥାଏ।

କନିୟର ଫୁଲ ଗଛ। ଏହି ଗଛ ୧୦ ଟି ସ୍ୱର୍ଣ୍ଣ ଦାନ କଲେ ଯେଉଁ ଫଳ ପ୍ରାପ୍ତ ହୋଇଥାଏ ଯଦି ଏମିତିରେ ଯଦି କୌଣସି ବି ବ୍ୟକ୍ତି ଏହାର ଗୋଟେ ବି ଫୁଲ କୌଣସି ବି ଦେବୀ ଦେବତାଙ୍କୁ ଅର୍ପଣ କରିଦିଏ ତ ତାକୁ ମିଳିଯାଏ। ଯାହା ହଜାରେ ଫୁଲ ଅର୍ପଣ କଲେ ଯେଉଁ ଫଳ ପ୍ରାପ୍ତ ହୋଇଥାଏ ତାହା କେବଳ ଗୋଟେ କନିୟର ଫୁଲ ଅର୍ପଣ କଲେ ପ୍ରାପ୍ତ ହୋଇଥାଏ। ଏହି ଫୁଲକୁ ଶାସ୍ତ୍ରରେ ପୁଣ୍ୟର ଫୁଲ କୁହାଯାଏ

ଭଗବାନ ଗଣେଶଙ୍କୁ ଏହି ଫୁଲର ମାଳା ବନେଇ ଯଦି ଅର୍ପଣ କରନ୍ତି ତ ତାର ଗରିବୀ ପଛ ଜନ୍ମର ଦୋଷ ଦୂର ହୋଇଥାଏ। ଏହି ଗଛ ଘରେ ଲଗେଇଲେ ଭଗବାନ ଶିବ ସ୍ୱୟଂ ଘରେ ବାସ କରିଥାନ୍ତି। ଏହି ଗଛକୁ ଭଗବାନ ଶିବଙ୍କ ସ୍ୱରୂପ ମାନାଯାଏ। ଏହି ଗଛରେ ସମସ୍ତ ଦୈବୀ ଶକ୍ତି ଥାଏ। ଏହି ଗଛକୁ ଘରେ ଲଗେଇଲେ ଭଗବାନ ଗଣେଶ ଘରର ଗରିବୀ ଦୂର କରିଥାନ୍ତି। ଯେଉଁ ଘରେ ଏହି ଗଛ ଥାଏ ସେହି ଘରକୁ ଧନ ଦୌଲତ ଆପେ ଆପେ ଚାଲି ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *