Excuse Me Odisha

ଯାହା କହିବୁ ସତ କହିବୁ

ହାତରେ ଟଙ୍କା ରହୁ ନଥିଲେ ସକାଳୁ ଉଠିବା ମାତ୍ରେ ଚୁପଚାପ ଖାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ହେବ ଅସୀମ ଧନ ପ୍ରାପ୍ତି ।

ସେୟାର୍ କରନ୍ତୁ

ସାଧରଣତଃ ଏକାଧିକ ଗଛ ଆମ ଆଖପାଖରେ ଏଭଳି ଉପଲବ୍ଧ ହୋଇଥାଏ ଯାହା ରୋଗର ନିବାରଣ ଆକାରରେ କାମ କରିଥାଏ । ସେହିଭଳି ମନ୍ଦାର ଫୁଲ ଏପରି ଏକ ଗଛ ଅଟେ ତାହାର ପତ୍ର ଏବଂ ଫୁଲ ଏକାଧିକ ରୋଗ ପାଇଁ ଉପାଦେୟ ହୋଇଥାଏ । ଏହାର ବୈଜ୍ଞାନିକ ନାମ ହିବିସକସ ହୋଇଥାଏ ଏବଂ ମନ୍ଦାର ଫୁଲ ତିନୋଟି ପ୍ରଜାତି ଥାଏ , ଧଳା , ଗୋଲାପୀ ଏବଂ ନାଲି ଯାହାର ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି । ଲୋକେ ସାଧରଣତଃ ଏହି ଗଛକୁ ବଗିଚାର ଶୋଭା ବଢ଼ାଇବା ପାଇଁ ଏବଂ ପୂଜା ପାଇଁ ବ୍ୟବହାର କରିଥାନ୍ତି । ଧାର୍ମିକ ମହତ୍ତ୍ୱ ଅନୁଯାୟୀ ଏହି ଗଛକୁ ଯେଉଁ ସ୍ଥାନରେ ଲଗାଯାଏ ସେହି ସ୍ଥାନରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ମଙ୍ଗଳ କିମ୍ବା ସୂର୍ଯ୍ୟ ଦୋଷ ଥିଲେ ଘରେ ଏହି ଗଛ ଲଗାଇଲେ ତାହା ଦୂର ହୋଇଯିବ । ଆୟୁର୍ବେଦ ଅନୁଯାୟୀ ଏହି ଗଛ ପତ୍ରକୁ ଶୁଖାଇ ଗ୍ରାଇଣ୍ଡିଙ୍ଗ କରି ଚା’ ବନାଇ ପିଇଲେ ପେଟ ଯନ୍ତ୍ରଣା ଦୂର ହୋଇଥାଏ । ପେଟରେ ପଥର ସମସ୍ୟା ଥିଲେ ବଜାରରେ ମିଳୁଥିବା ଏହାର ଫୁଲ ଏବଂ ପତ୍ର ଗୁଣ୍ଡ ଆଣି ପାଣିରେ ମିଶାଇ ଗରମ କରି ଖାଲି ପେଟରେ ସକାଳ ସନ୍ଧ୍ୟା ପିଅନ୍ତୁ । କେବଳ ପନ୍ଦର ଦିନ ପର୍ଯ୍ୟନ୍ତ ଏହି ଉପାୟକୁ କଲେ ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଏହା ଶରୀରରେ ଆଇରନର ଅଭାବକୁ ମଧ୍ୟ ଦୂର କରିଥାଏ । ମନ୍ଦାର ଫୁଲର ଚା’ ବନାଇ ପିଇଲେ ମଧ୍ୟ ସବୁ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଯାଏ । ଏହାଦ୍ବାରା ରକ୍ତ ହୀନତା ସମସ୍ୟା ଦୂର ହୋଇଥାଏ ।

ଏହି ଫୁଲର ମଙ୍ଗଳ ଗ୍ରହ ସହିତ ସମ୍ବନ୍ଧ ରହିଛି ଏବଂ ଏହାର ସେବନ ଦ୍ୱାରା ଓଜନ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହି ଗଛର ଫୁଲକୁ ଚା’ ଆକାରରେ ପିଇଲେ ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ । ଯେଉଁ କାରଣରୁ ଓଜନ କମିଯାଏ । ମାତା ଲକ୍ଷ୍ମୀ ଏବଂ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ଏହାବ୍ୟତୀତ ଭଗବାନ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ନବରାତ୍ରୀ ସମୟରେ ବିଶେଷ ମନସ୍କାମନା , ସୁଖ ସମୃଦ୍ଧି ପ୍ରାପ୍ତି ପାଇଁ ମଧ୍ୟ ଏହି ଫୁଲକୁ ମାତା ଦୁର୍ଗାଙ୍କୁ ଅର୍ପିତ କରନ୍ତୁ । ଯଦି ଆପଣଙ୍କର ମାଙ୍ଗଳିକ ଦୋଷ ଅଛି ତେବେ ମଙ୍ଗଳ ଗ୍ରହ ମଜବୁତ କରିବା ପାଇଁ ଘରେ ନାଲି ମନ୍ଦାର ଫୁଲ ଗଛ ଲଗାଇବା ନିହାତି ଜରୁରୀ ଅଟେ । ଶତ୍ରୁ ସମସ୍ୟା ଥିଲେ ନାଲି ମନ୍ଦାର ଫୁଲ ଉପହାର ସ୍ୱରୂପ ଦେଇ ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ମିତ୍ର ଭଳି ବ୍ୟବହାର କରିବେ ।

ଧନ ସମ୍ବନ୍ଧୀୟ ସମସ୍ୟା ଥିଲେ ମଙ୍ଗଳବାର ଦିନ ହନୁମାନଙ୍କୁ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରନ୍ତୁ । କୌଣସି ଜିନିଷ ହଜି ଯାଇଥିଲେ ମଙ୍ଗଳବାର ଦିନ ହନୁମାନ ଏବଂ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରନ୍ତୁ । ଯଦି ଶତ୍ରୁ ସମସ୍ୟା ସୃଷ୍ଟି ହେଉଛି ତେବେ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ସହିତ ଦୁଇଟି ଲବଙ୍ଗ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ଶାନ୍ତ ହୋଇଯିବେ । ପ୍ରତି ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ , ଗୁରୁବାର ଦିନ ପାଞ୍ଚଟି ନାଲି ମନ୍ଦାର ଭଗବାନ ଗଣେଶଙ୍କୁ ଏବଂ ମାତା ଦୁର୍ଗାଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା କେବେବି ଧନର ଅଭାବ ହେବ ନାହିଁ ଏବଂ ବିବାହ ସମସ୍ୟା ଦୂର ହୋଇଯିବ । ବୈବାହିକ ଜୀବନର ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ । ଏହାଦ୍ବାରା କଳହ ଝଗଡ଼ା ମଧ୍ୟ ହୁଏ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *