Excuse Me Odisha

ଯାହା କହିବୁ ସତ କହିବୁ

ଅଳ୍ପ ବୟସରେ ଧନବାନ ହୋଇ ଯାଇଥାନ୍ତି ଏହି ନାମର ଝିଅମାନେ। କେବେବି ଧନର ଅଭାବ ହୋଇ ନଥାଏ।

ସେୟାର୍ କରନ୍ତୁ

ପ୍ରତ୍ୟେକ ଲୋକଙ୍କର ନାମର ପ୍ରଥମ ଅକ୍ଷରକୁ ଅନୁସରଣ କରି ସେମାନଙ୍କର ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। କିଛି ନାମର ଲୋକମାନେ ଅଳ୍ପ ବୟସରେ ଧନବାନ ହୋଇ ଯାଇଥାନ୍ତି।

– ଭାଗ୍ୟ ସର୍ବଦା ସପକ୍ଷରେ ରହିଥାଏ।

– ଅଳ୍ପ ବୟସରେ ହୋଇ ଯାଇଥାନ୍ତି ଧନବାନ।

– କେବେବି ଧନର ଅଭାବ ହୋଇ ନଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଭବିଷ୍ୟତ,ବର୍ତ୍ତମାନ ବିଷୟରେ ଜାଣି ହୋଇଥାଏ। ଏହାସହିତ ନାମର ପ୍ରଭାବ ମଧ୍ୟ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ।କିଛି ନାମର ଲୋକମାନେ ଅଳ୍ପ ବୟସରେ ଧନବାନ ହୋଇ ଯାଇଥାନ୍ତି। ଆସନ୍ତୁ ସେହି ଭାଗ୍ୟଶାଳୀ ନାମ ବିଶିଷ୍ଟ ଲୋକମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

B ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମ B ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଅଧିକ ପରିଶ୍ରମୀ ଓ ଭାଗ୍ୟଶାଳୀ ହୋଇଥାନ୍ତି। ଏହାସହିତ ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏହି ଲୋକମାନେ ଖୁବ୍ ଅଳ୍ପ ବୟସରେ ଧନୀ ବ୍ୟକ୍ତି ହୋଇ ଯାଇଥାନ୍ତି। ବ୍ୟାପାର ଓ ଚାକିରି କ୍ଷେତ୍ରରେ ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି।

D ଅକ୍ଷର ନାମ ଥିବା ଝିଅମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର D ଅକ୍ଷରରୁ ଆରମ୍ଭ ହୋଇଥାଏ,ସେମାନେ ସର୍ବଦା ଭାଗ୍ୟବାନ ହେବା ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି।ଏମାନେ ଖୁବ୍ ଅଳ୍ପ ବୟସରୁ କଠିନ ପରିଶ୍ରମ କରି ଧନବାନ ହୋଇଥାନ୍ତି। ଏହାସହିତ ଏମାନେ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ହାସଲ କରିଥାନ୍ତି।

H ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର H ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟରେ ହାତ ଲଗାଇ ଥାଆନ୍ତି, ସବୁଥିରେ ସଫଳତା ଅର୍ଜନ କରିଥାନ୍ତି। ଏହି ଲୋକମାନେ ଖୁବ୍ ଅଳ୍ପ ବୟସରୁ ନିଜର ଲକ୍ଷ୍ୟ ନିର୍ଧାରଣ କରି ଲକ୍ଷ୍ୟ ପ୍ରାପ୍ତି ପାଇଁ କଠିନ ପ୍ରୟାସ କରିଥାନ୍ତି ଏବଂ ସଫଳ ମଧ୍ୟ ହୋଇଥାନ୍ତି।

L ଅକ୍ଷର ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଚତୁର ଓ ଉତ୍ତମ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ଏମାନଙ୍କର କଠିନ ପରିଶ୍ରମ ଯୋଗୁଁ ଏମାନଙ୍କୁ ସବୁ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ। ଖୁବ୍ ଅଳ୍ପ ବୟସରୁ ଏମାନେ ଧନୀ ବ୍ୟକ୍ତି ମଧ୍ୟରେ ଗଣା ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *