Excuse Me Odisha

ଯାହା କହିବୁ ସତ କହିବୁ

ଯୋଗିନୀ ଏକାଦଶୀରେ ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ସାତ ପିଢ଼ି ପର୍ଯ୍ୟନ୍ତ ସମସ୍ତେ ରହିବେ ଧନୀ ।

ସେୟାର୍ କରନ୍ତୁ

ଆଜି ଅର୍ଥାତ ଜୁନ ୧୪ ରେ ଆମେ ଆପଣଙ୍କୁ ଏପରି ଏକ ଖାସ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ବର୍ଷ ବର୍ଷର ଦାରିଦ୍ର୍ୟତା ଦୂର ହୋଇଯିବ । ହିନ୍ଦୁ ଧର୍ମ ଶାସ୍ତ୍ର ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ତୁଳସୀର ଅନେକ ମହତ୍ତ୍ୱ ରହିଛି ଯାହାକି ସବୁ ଧର୍ମ ଅନୁଷ୍ଠାନରେ ବ୍ୟବହୃତ ହୋଇଥାଏ । ଏହାବ୍ୟତୀତ ମାତା ତୁଳସୀ ଭଗବାନ ବିଷ୍ଣୁଙ୍କ ଅର୍ଧଙ୍ଗିନୀ ମଧ୍ୟ ଅଟନ୍ତି ଯେଉଁ କାରଣରୁ ସେ ଜଗତ ଜନନୀ ମଧ୍ୟ ଅଟନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ଜରୁରୀ ହୋଇଥିବାରୁ ସବୁ ହିନ୍ଦୁ ଘରେ ତୁଳସୀ ପତ୍ର ଦେବା ନିତାନ୍ତ ଜରୁରୀ ଅଟେ । ମାତ୍ର ତୁଳସୀ ଗଛରେ ଚୁନି ଚଢ଼ାଇବା ଜରୁରୀ ଅଟେ ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଯାଏ ।

ମାତ୍ର ତାହା ନାଲି ନୁହେଁ ବରଂ ଧଳା କିମ୍ବା ନୀଳ ହେବା ଉଚିତ । ତୁଳସୀରେ ଚଢ଼ାଯାଉଥିବା ଚୁନି ସମୟ ସମୟରେ ବଦଳାଇ ଦେବା ଉଚିତ । ତୁଳସୀ ବିବାହ କରାଉଥିବା ଲୋକଙ୍କୁ କେବେବି ଦୁଃଖ କଷ୍ଟ ଆସି ନଥାଏ । ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ ଏବଂ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତୁଳସୀ ଗଛ ପାଖରେ ଲିଭି ଯାଇଥିବା ଦୀପ , ଗଣେଶ ପ୍ରତିମା ଏବଂ ପାଣି ଭର୍ତ୍ତି ପାତ୍ର ରଖିବା ଉଚିତନ ନୁହେଁ , ପୋଷାକ ଶୁଖାଇବା ମଧ୍ୟ ଉଚିତ ନୁହେଁ ।

ଶୁଖିଲା ତୁଳସୀ ଘରେ ରଖିଲେ ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଏ । ଏହାର ଅର୍ଥ ଆପଣଙ୍କ ଜୀବନକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ତେଣୁ ତୁଳସୀ ଗଛ ଶୁଖିଗଲେ ତାହାକୁ ବିସର୍ଜିତ କରି ଦିଅନ୍ତୁ କିମ୍ବା ମାଟିରେ ପୋତି ଦିଅନ୍ତୁ । ଏହାବ୍ୟତୀତ ଆପଣ ତାହାକୁ ଘରେ ସାଇତି ରଖି ପାରିବେ ଏବଂ ଘରେ ହୋମ ଯଜ୍ଞ ହେଲେ ତାହାକୁ ଜାଳି ପାରିବେ । ମାସିକ ଧର୍ମ ତୁଳସୀରେ ଜଳ ଏବଂ ଜୋତା ପିନ୍ଧି ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଉଚିତ । ତୁଳସୀରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ ଏବଂ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ ।

ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଆଦୋୖ ଲଗାଇବା ଉଚିତ ନୁହେଁ । କାରଣ କଣ୍ଟା ଜାତୀୟ ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମଣାଯାଏ । ଏହାଦ୍ବାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଘରର ମଝାମଝିରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଉତ୍ତମ ହୋଇଥାଏ । ଲୋଭ ମନୋଭାବ ଆଣି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ରବିବାର ଦିନ କିମ୍ବା ଏକାଦଶୀ ଦିନ ଏବଂ ନଖରେ କେବେ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *