Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ପ୍ରତ୍ୟେକ ସ୍ତ୍ରୀ ଲୋକ ନିଜ ସ୍ୱାମୀଙ୍କୁ ଲୁଚାଇ ଥାଆନ୍ତି ଏହି ୫ ଗୋଟି କଥା। ଜାଣନ୍ତୁ କଣ ସେହି ଗୁପ୍ତ କଥା?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ହିନ୍ଦୁ ଶାସ୍ତ୍ର ଅନୁସାରେ, ବିବାହକୁ ବହୁତ ଶୁଭ ମାନା ଯାଇଥାଏ।ସମସ୍ତଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ।ବିବାହ ପରେ ଉଭୟ ପୁରୁଷ ଓ ସ୍ତ୍ରୀଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ବଢିଯାଏ।ପତି ଓ ପତ୍ନୀ ମିଶି ଜୀବନରେ ସବୁ ପରିସ୍ଥିତିର ସାମ୍ନା କରିଥାନ୍ତି।କିନ୍ତୁ ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ବୁଝି ପାରନ୍ତି ନାହିଁ।

ତାଙ୍କ ମନରେ କେତେବେଳେ କଣ ଚାଲିଥାଏ, ତାହା କେହି ମଧ୍ୟ କାନି ନଥାନ୍ତି।ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ। ଜଣେ ନାରୀ ଘରକୁ ସ୍ୱର୍ଗ କରିପାରେ ଏବଂ ନର୍କ ମଧ୍ୟ କରିପାରେ। ଆମ ଧର୍ମରେ ନାରୀ ମାନଙ୍କୁ ଦେବୀ ଲକ୍ଷ୍ମୀ, କାଳୀ, ଦୁର୍ଗାଙ୍କ ସ୍ୱରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ କରାଯାଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଘରେ ନାରୀର ଅପମାନ ହୁଏ,ସେହି ଘରୁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲି ଯାଇଥାନ୍ତି।କିନ୍ତୁ କିଛି ଏଭଳି କଥା ରହିଛି, ଯାହାକୁ ସ୍ତ୍ରୀ ସର୍ବଦା ନିଜ ସ୍ୱାମୀଙ୍କ ଆଗରେ ଗୁପ୍ତ ରଖି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ନାରୀ ମାନେ ନିଜ ସ୍ୱାମୀଙ୍କ ଆଗରେ କେଉଁ କଥାକୁ ଲୁଚାଇ ରଖନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ନାରୀ ମାନେ ବିବାହ ପୂର୍ବରୁ ଯଦି କାହାକୁ ପ୍ରେମ କରି ଥାଆନ୍ତି, ତାହେଲେ ଏହି କଥା ସେ କେବେବି ନିଜ ସ୍ୱାମୀଙ୍କୁ ଭୁଲରେ ମଧ୍ୟ କୁହନ୍ତି ନାହିଁ। କାରଣ ତାଙ୍କ ମନରେ ଭୟ ରହିଥାଏ କି ହୁଏତ ଏହି କଥା ପାଇଁ ପତି ଓ ପତ୍ନୀଙ୍କ ମଧ୍ୟରେ ଅଯଥା ବିବାଦ ହୋଇପାରେ। ତେଣୁ ସମ୍ପକରେ ତିକ୍ତତା ସୃଷ୍ଟି ନହେବା ପାଇଁ କୌଣସି ସ୍ତ୍ରୀ ଏହି ଗୁପ୍ତ କଥା ନିଜ ସ୍ଵାମୀଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ।

୨/ ପ୍ରତ୍ୟେକ ସ୍ତ୍ରୀଲୋକମାନେ ନିଜର ଇଛାକୁ କେବେବି ନିଜ ସ୍ୱାମୀଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ। ସେମାନେ ନିଜ ସ୍ୱାମୀଙ୍କର ସବୁ କଥାରେ ସହମତି ପ୍ରକାଶ କରନ୍ତି ଏବଂ ନିଜର କୌଣସି ଇଚ୍ଛାକୁ ମନରେ ହିଁ ଚାପି ରଖନ୍ତି।

୩/ ପ୍ରତ୍ୟେକ ସ୍ତ୍ରୀଲୋକ ମାନେ ନିଜ ସ୍ୱାମୀଙ୍କୁ କେବେବି ନିଜ ରୋଗ ଏବଂ ଅସୁସ୍ଥତା ବିଷୟରେ ଜଣାନ୍ତି ନାହିଁ। ସ୍ବାମୀ ଅଯଥା ଚିନ୍ତା ଚିନ୍ତିତ ନହେବା ପାଇଁ ସେମାନେ ନିଜର ଅସୁସ୍ଥ ହେବା କଥାକୁ ଗୁପ୍ତ ରଖନ୍ତି।

୪/ପ୍ରାୟତଃ ଅଧିକାଂଶ ସ୍ତ୍ରୀଲୋକ ମାନେ ଟଙ୍କା ଲୁଚାଇ ସଞ୍ଚୟ କରିଥାନ୍ତି। ଏହି ବିଷୟରେ ସେମାନେ ନିଜ ସ୍ୱାମୀଙ୍କୁ କୁହନ୍ତି ନାହିଁ। କିନ୍ତୁ ଆବଶ୍ୟକତା ସମୟରେ ବା ଜରୁରୀ ପରିସ୍ଥିତିରେ ସେମାନେ ଏହି ଟଙ୍କାକୁ ବ୍ୟବହାର କରିବା ପାଇଁ ନିଜ ସ୍ବାମୀଙ୍କୁ ଦେଇଥାନ୍ତି।

୫/ପ୍ରତ୍ୟେକ ସ୍ତ୍ରୀଲୋକ ମାନେ କେବେବି ନିଜ ସ୍ୱାମୀଙ୍କୁ ତାଙ୍କର ପୁରୁଣା ପ୍ରେମୀଙ୍କ ବିଷୟରେ କୁହନ୍ତି ନାହିଁ। କାରଣ ଏହାଦ୍ବାରା ହୁଏତ ପତିପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ। ପ୍ରତ୍ୟେକ ସ୍ତ୍ରୀ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି। ତେଣୁ ସେ ଏହି କଥାକୁ ସର୍ବଦା ନିଜ ସ୍ଵାମୀଙ୍କ ଆଗରେ ଗୁପ୍ତ ରଖିଥାନ୍ତି।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *