Excuse Me Odisha

ଯାହା କହିବୁ ସତ କହିବୁ

ପାଦରେ ପାଉଁଜି ପିନ୍ଧୁଥିବା ମହିଳା ମାନେ ନିଶ୍ଚିତ ଭାବରେ ଏହି ଗୁରୁତ୍ୱପୂର୍ଣ୍ଣ କଥା ଜାଣି ରଖନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ସହର ହେଉ ଅଥବା ଗାଆଁରେ ପ୍ରତ୍ୟେକ ମହିଳା ମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି।କୁହାଯାଏ କି ମହିଳା ମାନେ ଅଭୂଷଣରେ ସଜେଇ ହେବା ଦ୍ବାରା ତାଙ୍କର ସୁନ୍ଦରତା ଅଧିକ ବଢ଼ି ଯାଇଥାଏ।କିନ୍ତୁ ପାଉଁଜି ପିନ୍ଧୁଥିବା ମହିଳା ମାନେ ଏହି ବିଷୟରେ ଜାଣି ନଥିବେ କି ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ? ତେବେ ଆଜି ଆମେ ଆପଣ ମାନଙ୍କୁ ମହିଳା ମାନେ ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ, ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି, ସେମାନଙ୍କ ଘରେ କେବେବି ଖରାପ ବା ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। କାରଣ ପାଉଁଜିରେ ଥିବା ଘୁଙ୍ଗୁରର ଧ୍ୱନି ଯୋଗୁଁ ଘରର ବାତାବରଣକୁ ସକାରାତ୍ମକ କରି ଦେଇଥାଏ।ପରିବାର ଲୋକେ ସୁଖଶାନ୍ତିରେ ଜୀବନ ଅତିବାହିତ କରିଥାନ୍ତି। ତେଣୁ ପ୍ରତ୍ୟେକ ମହିଳା ମାନେ ନିଶ୍ଚିତ ଭାବରେ ନିଜ ପାଦରେ ପାଉଁଜି ପିନ୍ଧିବା ଉଚିତ।

ଯେଉଁ ଘରର ମହିଳା ମାନେ ପାଉଁଜି ପିନ୍ଧିଥାନ୍ତି, ସେହି ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଇଶ୍ଵରଙ୍କ କୃପା ଦୃଷ୍ଟି ପଡ଼ିଥାଏ। ପାଉଁଜିର ଶବ୍ଦ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ ଯେଉଁ ମହିଳା ମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି, ସେମାନଙ୍କ ପରିବାର ଲୋକେ ସର୍ବଦା ସୁଖଶାନ୍ତିରେ ରହିଥାନ୍ତି

ସାଧାରଣତଃ ପାଉଁଜି ରୁପା ଧାତୁରେ ତିଆରି ହୋଇଥାଏ।ଏହାକୁ ପିନ୍ଧିବା ଦ୍ଵାରା ଆମ ଶରୀରରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।ଏଥିପାଇଁ ଯେଉଁ ମହିଳା ମାନେ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କୁ ଶରୀର ସମ୍ବନ୍ଧିତ କୌଣସି ପ୍ରକାର ସମସ୍ୟା ହୋଇ ନଥାଏ।

ଯଦି ଆପଣ ନିଜ ପାଦରେ ପାଉଁଜି ପିନ୍ଧିବେ, ତାହେଲେ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ଆପଣ ସର୍ବଦା ସୁସ୍ଥ ରହିବେ। ତେଣୁ ଆପଣ ସର୍ବଦା ରୁପା ଧାତୁରେ ତିଆରି ପାଉଁଜି ପରିଧାନ କରନ୍ତୁ, ଦେଖିବେ ସବୁ ଶୁଭ ରହିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *