Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫଳର ଖଣ୍ଡେ ଟୁକୁଡା ଖୋଲିବ ଭାଗ୍ୟର ତାଲା, ଏହି ଜାଗାରେ ରଖିଲେ ପଇସା ଏତେ ଆସିବ ଯେ ଗଣିଗଣି ଥକି ଯିବେ !

ସେୟାର୍ କରନ୍ତୁ

ଅରଖ ଗଛ। ଏହି ଗଛର ଫୁଲ ଯାହା ଭଗବାନ ଶିବଙ୍କୁର ଅତି ପ୍ରିୟ ଫୁଲ ଅଟେ। ଏହି ଗଛ ଏହାର ଫୁଲ ଏହାର ଚେର। କାରଣ ଏହାର ଚେର ଅନେକ ସାରା ତାନ୍ତ୍ରିକ ଉପାୟ ତ ଥାଏ ଏହା ବ୍ୟତୀତ ଏହାର ଚେରରେ ଭଗବାନ ଗଣେଶ ବି ଯେଉଁ ଗଛ ୧୨ ବର୍ଷ ପୁରୁଣା ହୋଇଥାଏ ସେଥିରେ ଆପେ ଆପେ ହୋଇଯାଇଥାଏ। ଏହି ଅରଖ ଗଛ ତାନ୍ତ୍ରିକ ଗଛ ଅଟେ। କୁହାଯାଏ ଏହାର ଗୋଟେ ଖଣ୍ଡ ଅଣ୍ଟାରେ ଯଦି ଧାରଣ କରିନେବେ ତ ବନ୍ଧ୍ୟା ସ୍ତ୍ରୀକୁ ବି ସନ୍ତାନ ପ୍ରାପ୍ତ ହୋଇଯିବ। ଯଦି ଡାହାଣ ହାତରେ ଧାରଣ କରିନେବେ ତ ସୌଭାଗ୍ୟ ବଢିଥାଏ।

ଏହି ଗଛର ଚେରରେ ଭଗବାନ ଗଣେଶଙ୍କର ଆକୃତି କିଛି ବର୍ଷ ପୁରୁଣା ହେବା ପରେ ଆପେ ଆପେ ହୋଇଯାଇଥାଏ। ଗମ୍ଭୀରରୁ ଗମ୍ଭୀର ସମସ୍ୟା ବି ଏହି ଗଛର ଚେରରେ ସମାପ୍ତ ହୋଇଯାଏ। ଆଉ ଘରର ରକ୍ଷା ପାଇଁ ତନ୍ତ୍ର କ୍ରିୟା ପାଇଁ ଏହି ଗଛକୁ ଯଦି ଆପଣ ଘରର ମୁଖ୍ୟ ଦ୍ୱାର ଉପରେ ଲଗେଇ ଦେବେ ତେବେ ନଜର ଦୋଷ ତନ୍ତ୍ର ପ୍ରଭାବ ଯାଦୁ ସବୁ ସମାପ୍ତ ହୋଇଯାଇଥାଏ। ଦୁଷ୍ଟ ଗ୍ରହଙ୍କ ପ୍ରଭାବ ପଡିନଥାଏ। ଏହି ଗଛର ଚେରରେ ବହୁତ ସାରା ଉପାୟ ଅଛି। କିନ୍ତୁ ଏହି ଗଛରେ ଫଳ ବି ମଧ୍ୟ ହୋଇଥାଏ। ଯଦି ଏହି ଗଛ ଆପଣଙ୍କ ଘର ବାହାରେ ଉଠିଛି ତ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଯଦି ନାହିଁ ତ ଆପଣ ଲଗେଇ ପାରିବେ।

ଯଦି କୌଣସି ବ୍ୟକ୍ତି ରୋଗା କ୍ରାନ୍ତ ଅଛି ତ ଏହି ଗଛର ଖଣ୍ଡେ ଡାଳ ଭାଙ୍ଗି ଆଣନ୍ତୁ ସେହି ବ୍ୟକ୍ତିର ଶରୀର ଉପରେ ୭ ଥର ବୁଲେଇ ଆଣି ତାକୁ ବାହାରେ କୌଣସି ଜାଗାରେ ଫୋପାଡ଼ି ଦିଅନ୍ତୁ। ଏହା ଦ୍ବାରା ତାଙ୍କର ସ୍ୱାସ୍ଥ୍ୟ ଶୀଘ୍ର ଠିକ ହୋଇଯିବ। ଏହା ଅଭିଶାପ ନଜର ଦୋଷକୁ ଦୂର କରିଦେଇଥାଏ।

ଏହି ଗଛରେ ବହୁତ ଅଦ୍ଭୁତ ଚମତ୍କାରୀ ଗୁଣ ଅଛି। ଏହି ଗଛର ଉପାୟ ଦ୍ୱାରା ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହି ଗଛରେ ଯେଉଁ ଫଳ ହୋଇଥାଏ ତ ସେହି ଫଳକୁ ନେଇ ଆସନ୍ତୁ। କଞ୍ଚା ଫଳ ହୋଇଥାଉ କିମ୍ବା ଶୁଖିଲା ଫଳ ହେଉ ନେଇ ଆସନ୍ତୁ। କଞ୍ଚା ହୋଇଥିଲେ ଏହି ଫଳକୁ ସୁଖେଇ ଦେବେ। ଏହାକୁ ଆଣି ନିଜ ଘରେ ପୂଜା କରି କେଉଁଠି ବି ଆପଣ ଛାତରେ କିମ୍ବା ଘରର କେଉଁ ଜାଗାରେ ବି ହେଉ ରଖିଦିଅନ୍ତୁ ଯେମିତି ଏହା ଶୁଖି ଯିବ ପଚିଯିବ ନାହିଁ। ଏହା ପରେ ଏହାକୁ ଲାଲ କପଡ଼ାରେ ବାନ୍ଧି ସମ୍ଭାଳି କରି ରଖିଦିଅନ୍ତୁ। ଜୀବନରେ ସବୁ ସମସ୍ୟାରୁ ଆପଣ ମୁକ୍ତି ପାଇଯିବେ। ସବୁ ଆଡୁ ଆପଣଙ୍କୁ ରକ୍ଷା କରିବ। ତ ଏହି ଗଛ ବହୁତ ଲାଭକାରୀ ଅଟେ।

ଏହି ଗଛର ଯେଉଁ ଫୁଲ ଅଛି ସେହି ଫୁଲକୁ ଯଦି ଆପଣ ପ୍ରତିଦିନ ଭଗବାନ ଶିବଙ୍କୁ ଅର୍ପଣ କରିବେ ତ ଜୀବନରେ ସବୁ ସମସ୍ୟାରୁ ଆପଣ ବାହାରୁ ବାହାରି ଆସିବେ।

ଯଦି ଶତ୍ରୁ ବିରୋଧୀ ଆପଣଙ୍କୁ ହଇରାଣ କରୁଛନ୍ତି ତ କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ ଏହି ଅରଖ ଗଛ ପାଖକୁ ଯାଆନ୍ତୁ ଆଉ ଧ୍ୟାନ ଦେବେ ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ କି ଡାକିବେ ନାହିଁ। ଯଦି ଧଳା ଅରଖ ଗଛ ହୋଇଥିବ ତ ବହୁତ ଭଲ ହେବ। ସେହି ଗଛ ପାଖକୁ ଯାଇ ଗଛକୁ ପ୍ରଣାମ କରି ସେହିଠାରେ ବସି ଯାଆନ୍ତୁ। ବସିବା ପୂର୍ବରୁ ତାର ପତ୍ର ତୋଳି ବସିବେ। ଯେତିକି ଶତ୍ରୁ ଥିବେ ସେତିକି ପତ୍ର ତୋଳି ନିଅନ୍ତୁ। ଅଲଗା ଅଲଗା।

ଆଉ ପତ୍ର ଉପରେ ସେହି ଅରଖ ଗଛର ଯେଉଁ କ୍ଷୀର ବାହାରି ଥିବ ସେହି କ୍ଷୀରରେ ଶତ୍ରୁର ନାମ ଲେଖି ସେହି ଗଛ ତଳେ ପୋତି ଦିଅନ୍ତୁ। ପ୍ରତ୍ୟକ ଶତ୍ରୁ ପାଇଁ ଅଲଗା ଅଲଗା ପତ୍ର ବ୍ୟବହାର କରିବେ। ଶତ୍ରୁର ନାମ ଲେଖିବା ସମୟରେ ମନରେ ଏହି ଭାବନା ରଖିବେ ଯେ ଶତ୍ରୁ ଶାନ୍ତ ହୋଇଯାଉ। ଆଉ ଆପଣଙ୍କୁ ଦ୍ୱିତୀୟ ଥର ହଇରାଣ ନକରୁ। ଏହି ଉପାୟ ଆପଣ ଲଗାତାର ୩ ଶନିବାର କିମ୍ବା ୩ ମଙ୍ଗଳବାର କରନ୍ତୁ। ଆପଣଙ୍କ ଶତ୍ରୁ ଶାନ୍ତ ହୋଇଯିବେ। ଆଉ ସେମାନେ ଚାହିଁଲେ ବି ଆପଣଙ୍କର କୌଣସି କ୍ଷତି କରି ପାରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *