Excuse Me Odisha

ଯାହା କହିବୁ ସତ କହିବୁ

ମଇ ୧୭ ବୁଧବାର ଦିନ ନିଶ୍ଚୟ କରି ଦିଅନ୍ତୁ ଏହି କାମ । ଆକର୍ଷିତ ହେବ ଅମାପ ଧନ ଟଙ୍କା ପଇସା ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଦୁବ ଘାସର ଚମତ୍କାରୀ ପ୍ରୟୋଗ ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ନିଜର ଜୀବନକୁ ମଧ୍ୟ ବଦଳାଇ ପାରିବେ । ଦୁବ ଘାସ ଅତ୍ୟନ୍ତ ଚାମତ୍କାରି ଅଟେ ଏବଂ ଏହାକୁ ଦେବୀ ଦୁର୍ଗାଙ୍କ ବ୍ୟତୀତ ଭଗବାନ ଗଣେଶଙ୍କୁ ମଧ୍ୟ ଅର୍ପିତ କରାଯାଏ । ପ୍ରାଚୀନ ଶାସ୍ତ୍ରରେ ଦୁବ ଘାସର ଆଧ୍ୟାତ୍ମିକ , ତାନ୍ତ୍ରିକ ଏବଂ ଆୟୁର୍ବେଦିକ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି । ପୃଥିବୀରେ ସବୁ ଗଛ ଲତା ଭଗବାନ ଶିବଙ୍କ ଦ୍ୱାରା ସୃଷ୍ଟି ହୋଇଛି ।

ପୃଥିବୀର ସବୁ ସ୍ଥାନରେ ଦୁବ ଘାସ ଅତି ସହଜରେ ମିଳିଯାଏ କାରଣ ଏହି ଗଛ ଖୁବ କମ ପାଣିରେ ମଧ୍ୟ ବଞ୍ଚି ରହିପାରେ । ଘରେ ଏବଂ ଘରର ଚତୁଃପାଶ୍ୱର୍ରେ ବାତାବରଣକୁ ଶୁଦ୍ଧ ରଖିବା ସହିତ ଦୈବୀ ଶକ୍ତିର ଉପସ୍ଥିତି ପାଇଁ ଆଜିକାଲି ଲୋକେ ଅଣଣାରେ କିମ୍ବା ଗାଲିଚାରେ ଦୁବ ଘାସ ଲଗାଉଛନ୍ତି ।

ବିଶେଷ କରି ସାଧୁ ମାନେ ଦୁବ ଘାସର ପ୍ରୟୋଗ ଅଧିକ କରିଥାନ୍ତି । ଦୀର୍ଘ ଦିନ ଧରି ସାଧନା ଏବଂ ଧ୍ୟାନରେ ବୁଡ଼ି ରହୁଥିବା ସାଧୁ ମାନେ ଅଧିକ ଭୋକ ନଲାଗିବା ପାଇଁ ଦୁବ ଘାସର ପ୍ରୟୋଗ କରନ୍ତି । ଦୁବ ଘାସ ରସ ପିଇବା ଦ୍ୱାରା ୨୧ ଦିନ ଭୋକ ଲାଗି ନଥାଏ । ଯାହାଦ୍ୱାରା ସାଧକ ମାନେ ସହଜରେ ବିନା କିଛି ଖାସ ଖାଇ ସାଧନା ସମ୍ପୂର୍ଣ୍ଣ କରି ପାରନ୍ତି । ଏହାବ୍ୟତୀତ ଏହା ଶରୀରକୁ ଥଣ୍ଡା ରଖିଥାଏ । ଗରମ ଦିନରେ ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ ।

ଏହାଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ଆପଣ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଏକ କପ ଦୁବ ଘାସ ରସ ବାହାର କରି ପାଞ୍ଚ ସାତ ଦାନା ମିଶ୍ରୀ ଖଣ୍ଡ ପକାଇ ସେବନ କରନ୍ତୁ । ବନସ୍ପତି ଶାସ୍ତ୍ର ଅନୁଯାୟୀ ଏହାଦ୍ବାରା ଆପଣଙ୍କ ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇ ରହିବ

ଏହି ଦୁବ ଘାସର ରସକୁ ଯଦି ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସେବନ କରାଯାଏ ତେବେ ପାଇଲସ ସମସ୍ୟା ଏବଂ ରକ୍ତହୀନତା ଦୂର ହୋଇଥାଏ । ଏହା ବୁଦ୍ଧିକୁ ପ୍ରଖର କରିବାରେ ମଧ୍ୟ କାମ କରିଥାଏ । ଘରେ କୌଣସି ପିଲାର ପାଠ ମନେ ରହୁ ନଥିଲେ ଅଧା କପ ଦୁବ ଘାସ ରସ ବାହାର କରି ଏକ ସପ୍ତାହ ପ୍ରତ୍ୟେକ ଦିନ ପିଆଇଲେ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ । ପ୍ରତ୍ୟେକ ଦିନ ଦୁବ ଘାସ ରସ ପିଲାଲେ ମନ ଶାନ୍ତ ରହିଥାଏ ଏବଂ ଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଏହାର ସେବନ ଦ୍ୱାରା ଦୂର ହୋଇଯାଏ ।

ଏହାର ରସକୁ ବାହାର କରି ଏକ ମାସ ପର୍ଯ୍ୟନ୍ତ ଲଗାତାର ସେବନ କଲେ ରକ୍ତଚାପ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଦୁବ ଘାସକୁ ପେଶୀ ଲଗାଇଲେ ତାହା ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇ ଥାଏ । ଏହି ଘାସକୁ ମାତା ଦୁର୍ଗା ଏବଂ ଶ୍ରୀଗଣେଶଙ୍କୁ ପେଶୀ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

ଏହା ମାତା ଦୁର୍ଗା ଏବଂ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯେଉଁ ସ୍ଥାନରେ ଏହି ଗଛ ରହିଥାଏ ସେଠାକାର ବାତାବରଣ ଶୁଦ୍ଧ ରହିଥାଏ । ଯେଉଁ ସ୍ଥାନରେ ଏହି ଗଛ ରହିଥାଏ ସେହି ସ୍ଥାନରେ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଦୁବ ଘାସକୁ ପର୍ସରେ ରଖିଲେ ଏହା ଅତିରିକ୍ତ ଖର୍ଚ୍ଚକୁ କମ କରିଥାଏ । ରବି ପୁଷ୍ୟ ନକ୍ଷତ୍ରରେ ଏହାକୁ ଯଦି ପେଶୀ ଏହାର ରସ ସେବନ କରନ୍ତି ତେବେ ଏହା ମନୁଷ୍ୟ ଶରୀରର ସମସ୍ତ ଦିବ୍ୟ ଶକ୍ତିକୁ ଜାଗ୍ରତ କରିଥାଏ ।

ନପୁଂସକତା ଏବଂ ସନ୍ତାନ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଦୁବ ଘାସ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ସପ୍ତାହରେ ଏହି ରସକୁ ଦୁଇଥର ପିଇଲେ ସବୁ ରୋଗରୁ ମୁକ୍ତି ମିଳିଥାଏ । ଏହାକୁ ପିଇଲେ ବାର୍ଦ୍ଧକ୍ୟ ଆସେନାହିଁ । ତେଣୁ ଏହାକୁ ଆୟୁର୍ବେଦରେ ଅମୃତ କୁହାଯାଏ । ଯଦି କେହି ବ୍ୟକ୍ତି ଦୁବ ଘାସରେ ସାତ ଗଣ୍ଠି ଯୁକ୍ତ ମାଳା ତିଆରି କରି ଶ୍ରୀଗଣେଶଙ୍କୁ ଅର୍ପିତ କରେ ତେବେ ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ଭାଗ୍ୟ ମଧ୍ୟ ବଦଳି ଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *