Excuse Me Odisha

ଯାହା କହିବୁ ସତ କହିବୁ

ବଟ ସାବିତ୍ରୀରେ ସାବିତ୍ରୀ ମାତାଙ୍କୁ ଚଢାନ୍ତୁ ନାହିଁ ଏହି ତିନୋଟି ଜିନିଷ ନଚେତ ସ୍ୱାମୀଙ୍କର ହୋଇଯିବ ମୃତ୍ୟୁ ।

ସେୟାର୍ କରନ୍ତୁ

ବଟ ସାବିତ୍ରୀ ବ୍ରତରେ ବିବାହିତା ମହିଳା ଭୁଲରେବି କିଛି ଜିନିଷ ଏବଂ କିଛି ଏପରି ବସ୍ତ୍ର ଆଦି ଧାରଣ କରିବା ଉଚିତ ନୁହେଁ । ନଚେତ ନିଜ ସ୍ୱାମୀଙ୍କର ଆୟୁଷ କମ ହୋଇଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ । କହିବାକୁ ଗଲେ ଏହି ବଟ ସାବିତ୍ରୀ ବ୍ରତକୁ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି , ସନ୍ତାନ ସୁଖ ଏବଂ ସୌଭଗ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ କରିଥାନ୍ତି ।

ମହାରାଷ୍ଟ୍ର , ଉତ୍ତରପ୍ରଦେଶ ଏବଂ ବିହାରରେ ଏହି ବ୍ରତର ମହତ୍ତ୍ୱ ବେଶ ଅଧିକ ଅଟେ । ଉଦୟା ତିଥି ଅନୁଯାୟୀ ଏବଂ ହିନ୍ଦୁ ପାଞ୍ଜି ଅନୁଯାୟୀ ଏଥର ବଟ ସାବିତ୍ରୀ ବ୍ରତ ମଇ ୧୯ ଶୁକ୍ରବାର ଦିନ ପାଳିତ ହେବ । ବଟ ସାବିତ୍ରୀ ବ୍ରତର ଶୁଭ ମୁହୂର୍ତ୍ତ ମଇ ୧୯ ସକାଳ ୭.୧୯ ରୁ ସକାଳ ୧୦.୪୨ ପର୍ଯ୍ୟନ୍ତ ରହିବ ।

ସକାଳ ସମୟରେ ଯେଉଁ ସ୍ତ୍ରୀ ବଟ ସାବିତ୍ରୀ ବ୍ରତ ରଖିଥାଏ ତାର ସ୍ୱାମୀ ଧନ ଐଶ୍ୱର୍ଯ୍ୟରେ ମାଲାମାଲ ହୋଇଯାଏ । ଏହାବ୍ୟତୀତ ଏହି ବ୍ରତ ଶୁକ୍ରବାର ଅର୍ଥାତ ମାତା ଲକ୍ଷ୍ମୀଙ୍କ ବାରରେ ପଡ଼ୁଥିବାରୁ ଏହି ବ୍ରତ ରଖିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହେବ । ବଟ ସାବିତ୍ରୀ ବ୍ରତରେ ତିନୋଟି ଜିନିଷ ଭୁଲରେବି ଚଢ଼ାଇବା ଉଚିତ ନୁହେଁ । ଏହିଦିନ ଷୋହଳ ଶ୍ରୃଙ୍ଗାର କରିବା ଜରୁରୀ ଅଟେ ।

ଏହିଦିନ ଧଳା କିମ୍ବା କଳା ବସ୍ତ୍ର ଧାରଣ ନକରି ନାଲି ବସ୍ତ୍ର ଧାରଣ କରନ୍ତୁ ଏବଂ ଏହିଦିନ ଯେତେ ଅଧିକ ସମ୍ଭବ ଶୃଙ୍ଗାର ଜିନିଷ ଦାନ କରନ୍ତୁ । ଯାହାଦ୍ୱାରା ସ୍ୱାମୀଙ୍କ ଉପରେ ଥିବା ବିପଦ ସବୁଦିନ ପାଇଁ ଟଳିଯିବ । ଏହିଦିନ ବିବାହିତା ମହିଳା ଲୁଣର ସେବନ , ମୁହଁରୁ ଅପଶବ୍ଦ ବାହାର କରିବା କିମ୍ବା ସ୍ୱାମୀଙ୍କ ସହିତ ସହବାସ ଭଳି କାମ ଠାରୁ ଦୂରେଇ ରହିବା ଉଚିତ ।

ଏହିଦିନ ବିବାହିତା ମହିଳା ସକାଳୁ ଶୀଘ୍ର ଉଠିଲେ ଦେବୀ ସାବିତ୍ରୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହି ସାବିତ୍ରୀ ବ୍ରତ ଦିନ ବିବାହିତା ମହିଳା ଯେତେ ସମ୍ଭବ ଦୀର୍ଘ ସିନ୍ଦୁର ନାଇଁବା ଉଚିତ ଯାହାଦ୍ୱାରା ସ୍ୱାମୀଙ୍କ ଆୟୁଷ ସେତେ ଦୀର୍ଘ ହୋଇଥାଏ ଏବଂ ମାତା ସାବିତ୍ରୀଙ୍କ ଠାରୁ ଅଖଣ୍ଡ ସୌଭଗ୍ୟବତୀର ବରଦାନ ମିଳିଥାଏ । ସାବିତ୍ରୀ ବ୍ରତ ଦିନ ନାଲି ଫୁଲ ଅର୍ପିତ କରିବା ଉଚିତ କାରଣ ଏହା ସୁଖ ସମୃଦ୍ଧି ଏବଂ ପ୍ରେମର ପ୍ରତୀକ ହୋଇଥାଏ ।

ଏହିଦିନ ମିଠା ଖାଦ୍ୟ ମଧ୍ୟ ବନାଇବା ଉଚିତ ଏବଂ ତାହାକୁ ଭୋଗ ଲଗାଇବା ଉଚିତ । ଏହିଦିନ ମହିଳା ନିଜର କେଶ କାଟିବା ଦ୍ୱାରା ଘୋର ପାପ ହୋଇଥାଏ । ତେଣୁ ଏହି ଭୁଲ ଆଦୋୖ କରନ୍ତୁ ନାହିଁ ନଚେତ ଜୀବନ ବର୍ବାଦ ହୋଇପାରେ । ବର ସାବିତ୍ରୀ ପୂଜାରେ ଅର୍ପିତ କୌଣସିବି ଜିନିଷ ଖଣ୍ଡିତ ହେବା ଆଦୋୖ ଉଚିତ ନୁହେଁ ।

ଏହିଦିନ ହାତରେ ଧାରଣ କରୁଥିବା ଚୁଡ଼ି ଉପରେ ମଧ୍ୟ ସଠିକ ଧ୍ୟାନ ଦିଅନ୍ତୁ ଯେପରି ତାହା ଧଳା , କଳା , ନୀଳ କିମ୍ବା ଭଙ୍ଗା ହୋଇ ନଥିବ । ନଚେତ ଏହାଦ୍ବାରା ଘୋର ପାପ ଲାଗିଥାଏ ଏବଂ ବ୍ରତ ମଧ୍ୟ ଭାଙ୍ଗି ଯାଏ । ଏହିଦିନ ବେକରେ ମଙ୍ଗଳସୂତ୍ର ଧାରଣ କରିବା ଜରୁରୀ ଅଟେ ନଚେତ ବ୍ରତ ପୂର୍ଣ୍ଣ ହୁଏନାହିଁ । ଏହିଦିନ ଏଭଳି ମହିଳା ଯେଉଁମାନେ ନିଜ ଜୀବନସାଥୀଙ୍କୁ ଛାଡ଼ି ଅନ୍ୟ ପୁରୁଷ କଥା ଚିନ୍ତା କରିଥାନ୍ତି ସେମାନେ ଏହି ବ୍ରତ ରଖିବା ଆଦୋୖ ଉଚିତ ନୁହେଁ ।

ଏହାବ୍ୟତୀତ ଗର୍ଭବତୀ ମହିଳା ମାନେ ମଧ୍ୟ ବ୍ରତ ରଖିବା ଉଚିତ ନୁହେଁ । କାରଣ ଏହି ସମୟରେ ବ୍ରତ ରଖିଲେ ଗର୍ଭବତୀ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କିନ୍ତୁ ଗର୍ଭବତୀ ମହିଳା ଚାହିଁଲେ ବ୍ରତ ରଖି ପାରିବେ । ଏହାବ୍ୟତୀତ ମାସିକ ଧର୍ମ ହୋଇଥିବା ମହିଳା ମଧ୍ୟ ଏହି ବ୍ରତ ରଖିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *