Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ଟି ରାଶିଙ୍କର ସୁଖର ଦିନ ହେଲା ଆରମ୍ଭ। ଭଗବାନ ଗଣେଶଙ୍କ କୃପାରୁ କାମରେ ମିଳିବ ଲାଭ,ଜୀବନ ପରିବର୍ତ୍ତନ ହୋଇଯିବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି କ୍ରମାଗତ ଭାବରେ ପରିବର୍ତ୍ତନ ହୋଇଥାଏ ଯେଉଁଥିପାଇଁ ପ୍ରତ୍ୟେକ ମନୁଷ୍ୟର ଜୀବନ ପ୍ରଭାବିତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତି ଠିକ ହୁଏ ତେବେ ଏହା ଜୀବନରେ ସକରାତ୍ମକ ଫଳାଫଳ ଦେଇଥାଏ କିନ୍ତୁ ସେମାନଙ୍କର ଅବସ୍ଥ ଖରାପ ଥିଲେ ଜୀବନକୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଏବଂ ଏହା କ୍ରମାଗତ ଭାବରେ ଚାଲିଥାଏ । ଏହାକୁ ଅଟକାଇବା ସମ୍ଭବ ନୁହେଁ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତେକ ରାଶିର ଲୋକ ଏପରି ଯାହାର ରାଶିରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ସ୍ଥିତି ଶୁଭ ସଙ୍କେତ ଦେଇଥାଏ। ଏହି ରାଶିର ଲୋକମାନେ ଭଗବାନ ଗଣେଶଙ୍କର ବିଶେଷ କୃପା ପ୍ରାପ୍ତ କରିବେ ଏବଂ ସମୃଦ୍ଧିର ସମୟ ଆରମ୍ଭ ହେବାକୁ ଯାଉଛି। ସେମାନେ ନିଜର କାର୍ଯ୍ୟରେ ଭଲ ଲାଭ ପାଇବେ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିର ଲୋକ କିଏ?

ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କ କୃପାରୁ କେଉଁ ରାଶି ମାନନଙ୍କର ଆସିବ ସୁଖର ଦିନ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କ ଉପରେ ଭଗବାନ ଗଣେଶଙ୍କ ବିଶେଷ କୃପାରହିବ। ଆପଣଙ୍କ ଜୀବନରେ ସୁଖ ରହିବ। ଆପଣ କୌଣସି ପ୍ରିୟ ବ୍ୟକ୍ତିଙ୍କୁ ଭେଟି ପାରିବେ ଯାହା ଆପଣଙ୍କ ମନକୁ ଖୁସି କରିବ। ବେରୋଜଗାର ଲୋକମାନେ ଭଲ କମ୍ପାନୀରେ ଚାକିରି ପାଇପାରିବେ। ଆୟର ଉତ୍ସ ପ୍ରାପ୍ତି ହେବ। ହଠାତ ଧନ ଲାଭ ହେବାର ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ସହିତ ଦେଖା ହୋଇପାରେ। ଆପଣଙ୍କର ମନ ଖୁସି ହେବ। ବ୍ୟବସାୟୀମାନେ ଲାଭଜନକ ଆପୋଷ ବୁଝାମଣା ପାଇବାର ସମ୍ଭାବନା ଅଛି।

ବିଛା ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ ବ୍ୟବସାୟରେ ହଠାତ ଧନ ଲାଭ କରିବାର ସମ୍ଭାବନା ଅଛି ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବ। କପଡା ବାଣିଜ୍ୟ ସହିତ ଜଡିତ ଲୋକମାନେ ଉପକୃତ ହେବେ। ଭଗବାନ ଗଣେଶଙ୍କ କୃପାରୁ ପରିବାରରେ ସୁଖ ଏବଂ ଶାନ୍ତି ରହିବ। ଆପଣ ନିଜର ଆୟ ଏବଂ ଘରର ଖର୍ଚ୍ଚ ପାଇଁ ଏକ ବଜେଟ କରି ଚଲାନ୍ତୁ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ ହେବ। ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିପାରିବେ। ବାପାଙ୍କ ସହଯୋଗ ପାଇବେ ଯାହା ଆପଣଙ୍କ ମନକୁ ଖୁସି କରିବ। ଛାତ୍ରମାନେ ଅଧ୍ୟୟନରେ ଆଗ୍ରହୀ ହେବେ। ଆପଣ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସକରାତ୍ମକ ଫଳାଫଳ ପାଇପାରିବେ। ଆପଣ କାମରୁ କିଛି ନୂଆ ଶିଖିବାକୁ ପାଇବେ ।

କୁମ୍ଭ ରାଶି:-

କୁମ୍ଭ ରାଶି ଥିବା ବ୍ୟକ୍ତିମାନେ କୋର୍ଟ କଚେରୀ  ମାମଲାରେ ସଫଳତା ପାଇବେ। ଭଗବାନ ଗଣେଶଙ୍କ କୃପାରୁ କୌଣସି ପୁରୁଣା କାର୍ଯ୍ୟର ଭଲ ଫଳାଫଳ ମିଳିପାରିବେ। ଧାର୍ମିକ କାର୍ଯ୍ୟରେ ଅଧିକ ମନ ଲାଗିବ। ରାଜନୀତି କ୍ଷେତ୍ର ସହିତ ଜଡିତ ଲୋକମାନେ ସଫଳତା ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି ହେବାର ଏକ ଦୃଢ ସମ୍ଭାବନା ଅଛି। ବ୍ୟବସାୟରେ ଭଲ ଅଗ୍ରଗତି ହେବ। ପ୍ରତ୍ୟେକ ପଦକ୍ଷେପରେ ଜୀବନ ସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଶୁଭ ଫଳାଫଳ ପାଇବେ। ଆପଣଙ୍କର ପ୍ରେମ ବିବାହ ହୋଇପାରେ।

ମୀନ ରାଶି:-

ଏହି ରାଶିର ଲୋକମାନେ ନିଜକୁ ସତେଜ ଅନୁଭବ କରିବେ। technical କ୍ଷେତ୍ର ସହିତ ସଂଯୁକ୍ତ ଲୋକମାନେ ଭଲ ସମୟ ପାଇବେ। ଭଗବାନ ଗଣେଶଙ୍କ କୃପାରୁ ନିଜର ଜୀବନର ଅସୁବିଧା ଦୂର ହେବ। ବ୍ୟବସାୟ କ୍ଷେତ୍ରରେ ବଡ ଲୋକଙ୍କ ସହିତ ସାକ୍ଷାତ କରିବା ଲାଭଦାୟକ ହୋଇପାରେ। ଆପଣଙ୍କର ଅଗ୍ରଗତି ନିଶ୍ଚିତ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ଆପଣ ନିଜ ଜୀବନସାଥୀଙ୍କ ସହିତ କୌଣସି ଭଲ ସ୍ଥାନକୁ ଯାଇପାରିବେ। ଆପଣଙ୍କର ସମ୍ପର୍କ ମଜବୁତ ହେବ। ହଠାତ ବହୁ ପରିମାଣର ଟଙ୍କା ମିଳିପାରିବ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ମେଷ ରାଶି:-

ମେଷ ରାଶି ଥିବା ଲୋକଙ୍କୁ ବହୁତ ସତର୍କ ରହିବାକୁ ପଡିବ। ଘରେ କିଛି ବଡ଼ ମାନଙ୍କ ସହିତ କୌଣସି ବିଷୟକୁ ନେଇ ବିତର୍କ ହେବାର ସମ୍ଭାବନା ଅଛି। ଆପଣ କୌଣସିବି କାର୍ଯ୍ୟରେ ତତ୍ପର ହୁଅନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ରରେ ଲାଭର ସୁଯୋଗ ମିଳିପାରି। ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡିକୁ ଧ୍ୟାନ ଦେବାକୁ ପଡିବ। ବ୍ୟବସାୟ ସହିତ ଜଡିତ ଲୋକଙ୍କ ପାଇଁ ଏହା ପରାମର୍ଶଦାୟକ ଯେ ଯଦି ଆପଣ କୌଣସି ନୂତନ ଚୁକ୍ତି କରୁଛନ୍ତି ତେବେ ଆପଣଙ୍କୁ ସଠିକ ଭାବରେ ଚିନ୍ତା କରିବାକୁ ପଡିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କରିବା ପୂର୍ବରୁ ଏହାକୁ ସଠିକ ଭାବରେ  ପଢିନିଅନ୍ତୁ।

ବୃଷ ରାଶି:-

ବୃଷ ରାଶି ଥିବା ବ୍ୟକ୍ତିମାନେ କାରବାର କାର୍ଯ୍ୟରେ ଯତ୍ନବାନ ହେବା ଆବଶ୍ୟକ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ଅଂଶଗ୍ରହଣ କରିବେ। ବ୍ୟବସାୟରେ ଉନ୍ନତି ହେବ। ସୃଜନଶୀଳ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ।ଆପଣ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ପରିଶ୍ରମ କରିବେ। ପିଲାମାନଙ୍କର ନକାରାତ୍ମକ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ କାରଣ ଆପଣଙ୍କୁ ସେମାନଙ୍କ ତରଫରୁ ଯନ୍ତ୍ରଣା ଭୋଗିବାକୁ ପଡିପାରେ। ଆପଣଙ୍କର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ପଡିବ। କାହାକୁ ଋଣ ଦିଅନ୍ତୁ ନାହିଁ ନଚେତ ଧନ ହାନି ହେବାର ସମ୍ଭାବନା ଅଛି।

କର୍କଟ ରାଶି:-

କର୍କଟ ରାଶି ଥିବା ଲୋକମାନଙ୍କୁ ନିଜର କାର୍ଯ୍ୟକାରିତା ପାଇଁ ଅତ୍ୟନ୍ତ ଗମ୍ଭୀର ହେବାକୁ ପଡ଼ିବ। ଆପଣ କୌଣସି କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ ନଚେତ ଭାରି କ୍ଷତି ହୋଇପାରେ। ଜୀବନସାଥୀଙ୍କ ସହିତ କିଛି କଥାକୁ ନେଇ ମତଭେଦ ହେବାର ସମ୍ଭାବନା ଅଛି। ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ। ଆପଣ ପିତାମାତାଙ୍କ ଆଶୀର୍ବାଦ ପାଇବେ। ଆପଣ ନିଜର ପିଲାଦିନର ବନ୍ଧୁଙ୍କୁ ଭେଟି ପାରିବେ। ଆପଣ ଅଦ୍ଭୁତ ପରିସ୍ଥିତିରେ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ଅଟେ।

ସିଂହ ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ ନିଜର ଚିନ୍ତିତ କାର୍ଯ୍ୟ ସମାପ୍ତ କରିବାକୁ ସବୁକିଛି କରିବେ। ବ୍ୟବସାୟୀମାନେ ଉପକୃତ ହୋଇପାରିବେ। ଛାତ୍ର ଶ୍ରେଣୀର ଛାତ୍ରମାନଙ୍କୁ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ। ଆପଣ ବର୍ତ୍ତମାନ କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିପାରିବେ ଆପଣ ଏଥିରେ ଲାଭ କରିବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ। ଆପଣଙ୍କର କ୍ୟାରିୟରରେ ଯଥାସମ୍ଭବ ଚେଷ୍ଟା କରିବେ। ପ୍ରଭାବଶାଳୀ ଲୋକମାନଙ୍କ ଠାରୁ ମାର୍ଗଦର୍ଶନ ପାଇପାରିବେ। ଆପଣ ବିବାହିତ ଜୀବନରେ ମିଶ୍ରିତ ଫଳାଫଳ ପାଇବେ।

କନ୍ୟା ରାଶି:-

ଏହି ରାଶି ବିଶିଷ୍ଟ ବ୍ୟକ୍ତିମାନେ ନିଜ କାର୍ଯ୍ୟରେ ସହଜରେ ସଫଳ ହୋଇପାରିବେ। ଜୀବନସାଥୀଙ୍କ ସାହାଯ୍ୟରେ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ। ଆପଣଙ୍କ ମନରେ ନୂଆ ଚିନ୍ତାଧାରା ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ବହୁତ ଭଲ ମନେହୁଏ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦୌଡିବାକୁ ପଡିପାରେ। ଛାତ୍ରମାନେ ଅଧ୍ୟୟନ କରିବାକୁ ମନ ଦେବେ ନାହିଁ। ଆପଣଙ୍କର ଧ୍ୟାନ କ୍ରୀଡା ଉପରେ ଅଧିକ ରହିବ।

ତୁଳା ରାଶି:-

ଏହି ରାଶିର ଲୋକଙ୍କୁ ନିଜର କ୍ରୋଧ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବାକୁ ପଡିବ। ଆପଣ ନିଜ କଥା କହିବା ପୂର୍ବରୁ ଅନ୍ୟ ଜଣଙ୍କର କଥା ଭଲ ଭାବରେ ଶୁଣିବା ଉଚିତ। ପାରିବାରିକ ସମସ୍ୟାର ସମାଧାନ ପାଇଁ ଆପଣ ଧର୍ଯ୍ୟବାନ ହେବା ଆବଶ୍ୟକ। ଚାକିରି କ୍ଷେତ୍ରର ପରିବେଶ ଅସ୍ଥିର ରହିବ। ସାଥିରେ କାମ କରୁଥିବା ଲୋକ ମାନଙ୍କ ଭିତରେ ମତଭେଦ ହେବାର ସମ୍ଭାବନା ଅଛି। ବେରୋଜଗାର ଲୋକ ନିଜରର ଉଦ୍ୟମ ଜାରି ରଖିବାକୁ ପଡିବ। ଆପଣ ଶୀଘ୍ର ଏକ ଭଲ ଚାକିରି ପାଇପାରିବେ। ବ୍ୟବସାୟ ସଂପର୍କରେ ଆପଣ ଏକ ଯାତ୍ରାକୁ ଯାଇପାରିବେ। ଯାତ୍ରା ସମୟରେ ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ।

ଧନୁ ରାଶି:-

ଧନୁ ରାଶି ଲୋକଙ୍କ ସମୟ ମିଶ୍ରିତ ହେବାକୁ ଯାଉଛି। ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ। କର୍ମକ୍ଷେତ୍ରର ଅବସ୍ଥା ଟିକେ ଖରାପ ଦେଖାଯାଉଛି। ଆପଣଙ୍କୁ ବଡ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ପଡିବ। ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଯାନର ସୁଖ ମିଳିପାରିବ। କିଛି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ହେବାର ସମ୍ଭାବନା ଅଛି। ଆପଣ ବସି କୌଣସି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ମକର ରାଶି:-

ଏହି ରାଶିର ଲୋକମାନେ ନିଜର କୌଣସି  କାର୍ଯ୍ୟକୁ ନେଇ ବହୁତ ଚିନ୍ତିତ ରହିବେ। ଆପଣଙ୍କର ହେବାକୁ ଥିବା କାର୍ଯ୍ୟ ବି ମଧ୍ୟ ଖରାପ ହୋଇଯାଇ ପାରେ। ଘରର କୌଣସି ବଡ଼ ବୃଦ୍ଧଙ୍କର ସ୍ବାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥି ପାଇଁ ଆପଣ ବହୁତ ଚିନ୍ତିତ ଦେଖାଯିବେ। ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ହସ ଖୁସିରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ। ସାମାଜିକ ଦାୟିତ୍ୱର ବୃଦ୍ଧି ପାଇବ। ପ୍ରଭାବଶାଳୀ ଲୋକମାନଙ୍କ ଠାରୁ ସାହାଯ୍ୟ ମିଳିପାରେ। ଏହି ରାଶିର ଲୋକଙ୍କୁ ଖରାପ ସଙ୍ଗତ ଠାରୁ ଦୂରରେ ରହିବାକୁ ପଡିବ ନଚେତ ମାନ ସମ୍ମାନର ହାନି ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଗଣପତି ଦେବା ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *