Excuse Me Odisha

ଯାହା କହିବୁ ସତ କହିବୁ

ମାଆ ସନ୍ତୋଷୀ ଏହି ପାଞ୍ଚଟି ରାଶିର ଅଭିଳାଷା ପୂରଣ କରିବେ, ଜୀବନରେ କଷ୍ଟ ହେବ ଦୂର । ସୁଦୃଢ ହେବ ଆର୍ଥିକ ସ୍ଥିତି ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କର ଲଗାତାର ବଦଳୁଥିବା ସ୍ଥିତି ସବୁ ରାଶି ଉପରେ ପ୍ରଭାବ ପକାଇ ଥାଏ। ଯଦି ଗ୍ରହ ମାନଙ୍କର ଶୁଭ ପ୍ରଭାବ ରହିଥାଏ, ତାହେଲେ ବ୍ୟକ୍ତି ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଯାଏ। କିନ୍ତୁ ଗ୍ରହ ମାନଙ୍କ ଚଳନ ଠିକ୍ ନରହିବା କାରଣରୁ ବ୍ୟକ୍ତିକୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ଅଟକେଇ ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକଙ୍କ ଉପରେ ଗ୍ରହ ନକ୍ଷତ୍ର ର ଶୁଭ ପ୍ରଭାବ ରହିବ। ଏହି ରାଶିର ଲୋକଙ୍କୁ ମାଆ ସନ୍ତୋଷୀଙ୍କ ବିଶେଷ ଆଶୀର୍ବାଦ ରହିବ ଏବଂ ଅଧୁରା ଇଛା ପୂରଣ ହେବ। ଜୀବନରେ ଅନେକ କଷ୍ଟରୁ ମୁକ୍ତି ମିଳିବ। ସେହି ଭାଗ୍ୟଶାଳୀ ରାଶି କେଉଁ ଗୁଡ଼ିକ , ଆସନ୍ତୁ ସେହି ବିଷୟରେ ଜାଣିବା।

ଆସନ୍ତୁ ଜାଣିବା ମାଆ ସନ୍ତୋଷୀ କେଉଁ ରାଶିର ଅଭିଳାଷା କରୁଛନ୍ତି ପୂରଣ ।

ମିଥୁନ ରାଶିର ଲୋକଙ୍କ ଉପରେ ମାଆ ସନ୍ତୋଷୀଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। ଆମଦାନୀରେ ବୃଦ୍ଧି ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟ ମାମଲାରେ ଆପଣ ନୂତନ କୌଶଳ ଅବଲମ୍ବନ କରିବେ। ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି।

ସିଂହ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ମାଆ ସନ୍ତୋଷୀ ଙ୍କ କୃପାରୁ ଧନ ଉପାର୍ଜନ କରିବାର ମାର୍ଗ ପ୍ରାପ୍ତ ହେବ। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ପୁରୁଣା ସମସ୍ୟା ଦୂର ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମନୋରଞ୍ଜନ ପାଇଁ ଯାତ୍ରା କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ଜୀବନ ସୁଖମୟ ରହିବ ଏବଂ ସମ୍ପର୍କରେ ପ୍ରେମ ଭରି ରହିବ। ପ୍ରେମୀ ଆପଣଙ୍କୁ ବୁଝିବାକୁ ପ୍ରୟାସ କରିବେ। ଆପଣଙ୍କ ପୁରୁଣା ଯୋଜନାରୁ ଆପଣଙ୍କୁ ଲାଭ ମିଳିବ।

ତୁଳା ରାଶିର ଲୋକଙ୍କ ପାଇଁ ଭାଗ୍ୟ ପ୍ରବଳ ରହିବ। ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଦୂର ସଞ୍ଚାର ମାଧ୍ୟମରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ଦେବା ନେବା କାର୍ଯ୍ୟରେ ସତର୍କ ରୁହନ୍ତୁ। ବ୍ୟବସାୟକୁ ଆଗକୁ ବଢେଇବା ପାଇଁ ଆପଣ ପ୍ରୟାସ କରି ପାରନ୍ତି। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ପାରିବାରିକ ଆବଶ୍ୟକତା ପୁରଣ ହେବ।

ଧନୁ ରାଶିରୁ ଲୋକଙ୍କୁ ଅନେକ କ୍ଷେତ୍ରରୁ ଫାଇଦା ମିଳିବ। ବନ୍ଧୁଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ଆପଣଙ୍କର ଅଧୁରା ଇଛା ପୂରଣ ହୋଇପାରେ। ପରିବାରର ମାହୋଲ ସୁଖମୟ ରହିବ। ମାଆ ସନ୍ତୋଷୀଙ୍କ କୃପା ଘର ପରିବାର ଉପରେ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ଅନୁଭବୀ ଲୋକଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବ।

କୁମ୍ଭ ରାଶିର ଲୋକଙ୍କ ଉପରେ ମାଆ ସନ୍ତୋଷୀଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଅଫିସରେ ନିଜ ସାଥୀ ମାନଙ୍କ ସହିତ ଉତ୍ତମ ଢଙ୍ଗରେ କାର୍ଯ୍ୟ କରିବେ, ଯାହାଦ୍ବାରା ଉଚିତ ପରିଣାମ ପ୍ରାପ୍ତ କରିବେ। ଅଚାନକ ଆପଣଙ୍କୁ ଫାଇଦା ମିଳିପାରେ। ବନ୍ଧୁଙ୍କ ଠାରୁ ଉପହାର ମିଳିବାର ସମ୍ଭାବନା ରହିଛି। ଘର ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅନେକ କ୍ଷେତ୍ରରୁ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ବାହନ ସୁଖ ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସମୟ –

ମେଷ ରାଶିର ଲୋକଙ୍କର କାର୍ଯ୍ୟରୁ ଧ୍ୟାନ ହଟି ପାରେ। ଆପଣଙ୍କୁ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ, ନଚେତ କାର୍ଯ୍ୟ ସମ୍ପନ୍ନ ହେବାରେ ବିଳମ୍ବ ହୋଇପାରେ । ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ବ୍ୟକ୍ତିଗତ ଜୀବନରେ ସମସ୍ୟାକୁ ସାବଧାନ କରିବା ପାଇଁ ମାର୍ଗ ଖୋଜିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସମ୍ଭାଳି ଚାଲିବା ଉଚିତ,ନଚେତ ଆପଣଙ୍କ ସମ୍ପର୍କ ବିଗିଡି ପାରେ। ଜୀବନସାଥୀ ସହଯୋଗ କରିବେ।

ବୃଷ ରାଶିର ଲୋକେ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ। କୌଣସି ସୁଖ ସୂଚନା ମିଳିବାର ସମ୍ଭାବନା ରହିଛି। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ଅଧିକ ସମ୍ଭାଳି ରହିବା ଆବଶ୍ୟକ । ନିବେଶ ପୂର୍ବରୁ ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ। ଭାଗ୍ୟ ଅପେକ୍ଷା ପରିଶ୍ରମ ଉପରେ ଅଧିକ ଭରସା ରଖନ୍ତୁ।

କର୍କଟ ରାଶିର ଲୋକଙ୍କ ଉପରେ ସମୟ ସାମାନ୍ୟ ରହିବ। କୌଣସି କଠିନ ପଦକ୍ଷେପ ଉଠାଇବାକୁ ପ୍ରୟାସ କରନ୍ତୁ ନାହିଁ। ବିରୋଧୀ ସକ୍ରିୟ ରହିବେ ଏବଂ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି । ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ରାଶିର ଲୋକଙ୍କୁ କୌଣସି ବିବାଦରେ ସାମିଲ ହେବା ଉଚିତ ନୁହେଁ।

କନ୍ୟା ରାଶିର ଲୋକେ ମାନସିକ ରୂପରେ ଚିନ୍ତିତ ରହିବେ। ଏହି ରାଶିର ଲୋକଙ୍କୁ ନକାରାତ୍ମକ ବିଚାରରୁ ଦୂରେଇ ରହିବା ଆବଶ୍ୟକ । ପାରିବାରିକ ମାହୋଲ ସୁଖମୟ ରହିବ। ମାତାଙ୍କ ସହଯୋଗ ଏବଂ ସ୍ନେହ ପ୍ରାପ୍ତ ହେବ । ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ବାହନ ଚଳାଚଳ ସମୟରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ, ନଚେତ ଦୁର୍ଘଟଣା ଘଟି ପାରେ।

ବିଛା ରାଶିର ଲୋକଙ୍କ ପାଇଁ ସମୟ କଠିନ ରହିବ। କାରବାରରେ ଲାଭ କମି ପାରେ। ଅଯଥା ଖର୍ଚ୍ଚ ହୋଇପାରେ। ଆପଣଙ୍କୁ ନିଜ ବିଚାର ସକାରାତ୍ମକ ରଖିବାକୁ ପଡିବ। ଆପଣଙ୍କୁ କିଛି କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଅଚାନକ ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସମାଜରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ।

ମକର ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ। ପରିସ୍ଥିତି ଅନୁସାରେ ଆପଣଙ୍କୁ ବୁଝି ବିଚାରି କାର୍ଯ୍ୟ କରିବା ଆବଶ୍ୟକ। ବ୍ୟବସାୟ କରୁଥିବା ଲୋକଙ୍କୁ ନିଜ କାର୍ଯ୍ୟରେ ପରିବର୍ତ୍ତନ କରିବା ଉଚିତ ନୁହେଁ ,ନଚେତ ସମସ୍ୟା ହୋଇପାରେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରନ୍ତୁ। ପ୍ରେମ ଜୀବନ ସୁଖମୟ ରହିବ।

ମୀନ ରାଶିର ଲୋକଙ୍କ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। କୌଣସି ନକାରାତ୍ମକ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। କୌଣସି ଜରୁରୀ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଅଚାନକ କୌଣସି କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କ ଦ୍ଵାରା କରିଥିବା ଯାତ୍ରା ସଫଳ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ସନ୍ତୋଷୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *