Excuse Me Odisha

ଯାହା କହିବୁ ସତ କହିବୁ

ଅତ୍ୟନ୍ତ ଖାସ୍ ହୋଇଥାଏ B ନାମ ଥିବା ଯୁବତୀ, ଜାଣନ୍ତୁ ଏମାନଙ୍କ ସହିତ ଜଡ଼ିତ କିଛି ଖାସ୍ ରହସ୍ୟ ଏବଂ ରୋମାଞ୍ଚକ କଥା।

ସେୟାର୍ କରନ୍ତୁ

କୌଣସି ବ୍ୟକ୍ତିର ପ୍ରଥମ ଅକ୍ଷର ତାଙ୍କର ପସନ୍ଦ , ନାପସନ୍ଦ, ସ୍ଵଭାବ, ବ୍ୟବହାର, ଚାଲିଚଳନକୁ ଦର୍ଶାଇ ଥାଏ। କହିବାକୁ ଗଲେ ଇଂରାଜୀରେ B ଅକ୍ଷର ଏବଂ ଓଡ଼ିଆରେ ବ ଅକ୍ଷରରୁ ଆରମ୍ଭ ହେଉଥିବା ଯୁବତୀ ଅଧିକ ଭାବୁକ ହୋଇଥାନ୍ତି। କିନ୍ତୁ ଲୋକଙ୍କ ହୃଦୟ ଜିଣିବାରେ ଏମାନେ ସଫଳ ରହିଥାନ୍ତି। ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାରରେ –

ପ୍ରକୃତି ପ୍ରେମୀ –

ଏହି ଅକ୍ଷର ଥିବା ଯୁବତୀଙ୍କୁ ପ୍ରକୃତି ଉପରେ ଅଧିକ ପ୍ରେମ ରହିଥାଏ। ଏମାନେ ବାହାରକୁ ଭ୍ରମଣରେ ଯିବାକୁ ପସନ୍ଦ କରନ୍ତି। ଏମାନେ ପ୍ରକୃତିକୁ ଅତ୍ୟନ୍ତ ଭଲ ପାଇଥାନ୍ତି। ଏମାନେ ସେହି ପାର୍ଟନରଙ୍କୁ ଖୋଜି ଥାନ୍ତି, ଯିଏ ତାଙ୍କୁ ଅଲଗା ସ୍ଥାନକୁ ଭ୍ରମଣରେ ନେଇ ଯିବେ।

ସ୍ଵାଭାବିକ –

ଏହି ଯୁବତୀ କୌଣସି ଚାପରେ ଜୀବନ ଅତିବାହିତ କରିବାକୁ ପସନ୍ଦ କରି ନଥାନ୍ତି। ଏମାନଙ୍କୁ ନିଜ ଜୀବନ ନିଜ ହିସାବରେ ଅତିବାହିତ କରିବା ପାଇଁ ଭଲ ଲାଗିବ। ଯେଉଁ କଥା ପସନ୍ଦ ଆସି ନଥାଏ, ତାହାକୁ ଏମାନେ ଅଣଦେଖା କରି ଥାଆନ୍ତି। ଏମାନଙ୍କୁ କ୍ରୋଧ ଆସିଲେ ପିତାମାତାଙ୍କୁ ମଧ୍ୟ ଅଣଦେଖା କରନ୍ତି। ଛୋଟ ଛୋଟ କଥାରେ ଏମାନେ ବିବାଦ କରିବା ପାଇଁ ପସନ୍ଦ କରନ୍ତି ନାହିଁ।

ସାହାଯ୍ୟ କରୁଥିବା –

ଏହି ଯୁବତୀ ମାନଙ୍କୁ ଅନ୍ୟମାନଙ୍କୁ ସହଯୋଗ କରିବା ପାଇଁ ଭଲ ଲାଗିଥାଏ। ଏଥିପାଇଁ ସମାଜରେ ଏମାନଙ୍କର ମାନସମ୍ମାନ ବୃଦ୍ଧି ହୋଇଥାଏ। ଯଦି କାହା ସହିତ କିଛି ଭୁଲ ହେଉଛି ଏମାନେ ସର୍ବଦା ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି। ଏହି ବ୍ୟବହାର ପାଇଁ ଏମାନେ ଲୋକଙ୍କ ହୃଦୟ ଜିତି ନେଇ ଥାନ୍ତି।

ହୃଦୟ ଜିତିବାରେ ମାହିର –

B ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଝିଅମାନେ ଜିଦଖୋର ହୋଇଥାନ୍ତି । ଏମାନଙ୍କ ସହିତ କୌଣସି କଥାକୁ ନେଇ କେହି ଜିତି ପାରିବେ ନାହିଁ। ଏମାନଙ୍କ ଗୁଣରୁ ଲୋକେ ଆକର୍ଷିତ ହୋଇଥାନ୍ତି।

ରୋମାଣ୍ଟିକ –

ଏହି ଝିଅମାନେ ସ୍ଵଭାବରେ ଅଧିକ ରୋମାଣ୍ଟିକ ଥାନ୍ତି। ଏମାନେ ଅଧିକ ସୁନ୍ଦର ଦେଖା ଯାଇଥାନ୍ତି। କହିବାକୁ ଗଲେ ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରି ପାରନ୍ତି। ପ୍ରେମ ଏମାନଙ୍କୁ ଖୁବ୍ ଶୀଘ୍ର ହୋଇ ଯାଇଥାଏ। ଯାହାକୁ ଏମାନେ ପ୍ରେମ କରିଥାନ୍ତି, ସେମାନଙ୍କୁ ନିଜର କରିବା ପାଇଁ କୌଣସି ପ୍ରକାରର ପ୍ରୟାସ କରି ଥାନ୍ତି ଏବଂ ଉତ୍ତମ ଜୀବନସାଥୀ ହୋଇ ବାହାରନ୍ତି।

ଲାଜକୁଳୀ –

ଏହି ଝିଅମାନେ ଅଧିକ ଲାଜକୁଳୀ ହୋଇ ଥାଆନ୍ତି। ଏମାନେ ଖୁବ୍ ଶୀଘ୍ର କାହାକୁ ବନ୍ଧୁ ବନେଇ ପାରନ୍ତି ନାହିଁ। ଏମାନଙ୍କର ବନ୍ଧୁ ଲିଷ୍ଟ କମ୍ ହୋଇଥାଏ। କହିବାକୁ ଗଲେ ଏହି ଝିଅମାନେ ଅତ୍ୟନ୍ତ ସୁନ୍ଦରୀ ହୋଇଥାନ୍ତି , କିନ୍ତୁ ଅଧିକ ଯାଞ୍ଚ କରି ଓ ପରଖି ନିଜର ବନ୍ଧୁ ବନେଇ ଥାନ୍ତି।

ରହସ୍ୟ ଲୁଚାଉଥିବା –

ଏହି ଝିଅମାନେ କାହା ସହିତ ଅଧିକ କଥାବାର୍ତ୍ତା କରି ନଥାନ୍ତି। ନିଜର ରହସ୍ୟ କହିବା ପାଇଁ ଏମାନେ ପସନ୍ଦ କରି ନଥାନ୍ତି। କହିବାକୁ ଗଲେ ସମ୍ପର୍କୀୟଙ୍କୁ ମଧ୍ୟ ତାଙ୍କର ରହସ୍ୟ କହି ନଥାନ୍ତି। ଏହି ଝିଅମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ।

ସାହସୀ –

B ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅମାନେ କାହାକୁ ଭୟ କରନ୍ତି ନାହିଁ। ଏମାନେ ସାହସୀ ଏବଂ ଦାୟିତ୍ବବାନ ହୋଇଥାନ୍ତି। କଠିନରୁ କଠିନ ପରିସ୍ଥିତିକୁ ଏମାନେ ସାହସର ସହିତ ସାମ୍ନା କରି ଥାନ୍ତି। ଏମାନେ ନିଜର ଭାଗ୍ୟ ବଦଳେଇବା ପାଇଁ ସର୍ବଦା ପ୍ରୟାସ କରି ଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଆପଣଙ୍କ ନାଁ ବି ଯଦି B ରୁ ଆରମ୍ଭ ତେବେ କମେଣ୍ଟରେ ଲେଖି ଜଣାନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *