Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଙ୍କ କୃପାରୁ ଏହି ୫ଟି ରାଶିର ଲୋକଙ୍କ ଜୀବନରେ ଆସିବ ଏକ ନୂଆ ମୋଡ଼, ମିଳିବ ବଡ଼ ଉପଲବ୍ଧି, ହେବ ଧନଲାଭ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସର୍ବଦା ଗ୍ରହ ନକ୍ଷତ୍ରର ସ୍ଥିତିରେ ଅନେକ ପରିବର୍ତ୍ତନ ହେଉଥାଏ। ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ି ଥାଏ। କୌଣସି ବ୍ୟକ୍ତିର ରାଶିରେ ଗ୍ରହ ଚଳନ ଠିକ୍ ରହିଲେ ଶୁଭ ପରିଣାମ ମିଳିଥାଏ। କିନ୍ତୁ ଗ୍ରହ ଚଳନ ଠିକ୍ ନ ରହିଲେ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକି ପାରିବା କଷ୍ଟକର ଅଟେ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକଙ୍କର କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହର ସ୍ଥିତି ଠିକ୍ ରହିବ। ଏହି ରାଶିର ଲୋକଙ୍କ ଜୀବନରେ ଅନେକ ସୁଧାର ଦେଖିବାକୁ ମିଳିବ। ଧନଲାଭ ହେବା ସହିତ ସଫଳତା ନିଶ୍ଚିତ ରୂପରେ ମିଳିବ।

ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ କୃପାରୁ କେଉଁ ରାଶିକୁ ମିଳିବ ଲାଭ।

ମେଷ ରାଶି:-

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସୂର୍ଯ୍ୟଙ୍କ ଆଶୀର୍ବାଦରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ ଏବଂ ସଫଳତା ମିଳିବ। ଆପଣଙ୍କ ଆୟରେ ବୃଦ୍ଧି ହେବ। ବନ୍ଧୁଙ୍କ ସହାୟତାରେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆର୍ଥିକ ସ୍ତରରେ ଲାଭ ମିଳିବ। ସମାଜରେ ନୂଆ ଲୋକଙ୍କ ସହିତ ପରିଚୟ ବଢିପାରେ। ଆପଣଙ୍କ ଦ୍ଵାରା କରିଥିବା ପରିଶ୍ରମର ଉଚିତ ଫଳ ପାଇବେ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଚାନକ ଆପଣଙ୍କୁ ଖୁସି ଖବର ମିଳିପାରେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦରେ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। ଚାକିରୀ କ୍ଷେତ୍ରରେ ଉଚ୍ଚ ପଦ ମିଳିବାର ସମ୍ଭାବନା ରହିଛି। ବଡ଼ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ସ୍ବାସ୍ଥ୍ୟରେ ସୁଧାର ଆସିବ। ବ୍ୟାପାରରେ ଭାରୀ ଲାଭ ମିଳିବାର ସମ୍ଭାବନା ରହିଛି। ପ୍ରଭାବଶାଳୀ ଲୋକଙ୍କର ମାର୍ଗଦର୍ଶନ ମିଳିବ।

ବିଛା ରାଶି:-

ବିଛା ରାଶିର ଲୋକଙ୍କ ଉପରେ ସୂର୍ଯ୍ୟଦେବଙ୍କ ବିଶେଷ କୃପା ଦୃଷ୍ଟି ରହିବ। ପରିବାରର ମାହୋଲ ସୁଖମୟ ରହିବ। କିଛି ନୂଆ କରିବାକୁ ଆପଣ ପ୍ରୟାସ କରିବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ବାରା ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରିବେ। ଯାହାଦ୍ବାରା ଆପଣ ସନ୍ତୁଷ୍ଟି ଅନୁଭବ କରିବେ।

ମକର ରାଶି:-

ମକର ରାଶିର ଲୋକଙ୍କ ପାଇଁ ସମୟ ବଢିଆ ରହିଛି ଆପଣ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରୟାସ କରିବେ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଉତ୍ତମ ଭୋଜନର ଆନନ୍ଦ ନେଇ ପାରନ୍ତି। ସମ୍ପତ୍ତି ମାମଲାରେ ସଫଳତା ମିଳିବ। ଶ୍ଵଶୁର ଘର ପକ୍ଷରୁ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣ ନିଜ ଶତ୍ରୁକୁ ପରାସ୍ତ କରିବେ। ମାନସିକ ଚିନ୍ତାରୁ ମୁକ୍ତି ମିଳିବ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। ସାମାଜିକ କ୍ଷେତ୍ରରେ ଆପଣ ନିଜର ଏକ ଅଲଗା ସ୍ଥାନ ତିଆରି କରିବାରେ ସଫଳ ହେବେ। କାର୍ଯ୍ୟ ମାମଲାରେ ସଫଳତା ଅର୍ଜନ କରିବେ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦରେ ଆପଣଙ୍କର ମାନସିକ ଚିନ୍ତା ଦୂର ହେବ। ଆପଣ ନିଜର ଯୋଜନାକୁ ଅନ୍ତିମ ରୂପ ଦେବେ। ବିବାହିତ ଲୋକଙ୍କ ଗୃହସ୍ଥ ସୁଖମୟ ରହିବ। ଘରୋଇ ସୁଖ ସାଧନରେ ବୃଦ୍ଧି ହେବ। ଆପଣଙ୍କ ଲାଭଦାୟକ ଯାତ୍ରା ରେ ଯାଇ ପାରନ୍ତି। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଫାଇଦା ମିଳିବ।

ଆସନ୍ତୁ ଜାଣିବା ବାକି ରାଶି ଗୁଡିକର କିପରି ରହିବ ଅବସ୍ଥା।

ବୃଷ ରାଶି:-

ବୃଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କୁ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ପାରିବାରିକ ମାହୋଲ ସୁଖମୟ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ପିତାମାତାଙ୍କ ସହିତ ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଦୁର୍ବଳ ରହିଛି। ପରସ୍ପର ମଧ୍ୟରେ ମତଭେଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ନିଜ ସମ୍ପର୍କକୁ ବୁଝିବାକୁ ପ୍ରୟାସ କରିବା ଉଚିତ।

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କୁ ଅଯଥା ଖର୍ଚ୍ଚ ଉପରେ ଲଗାମ ଦେବାକୁ ପଡ଼ିବ। ନଚେତ ଭବିଷ୍ୟତରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଘରୋଇ ସୁଖ ସୁବିଧା ଉପରେ ଖର୍ଚ୍ଚ ହୋଇପାରେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ କଠିନ ରହିବ। କୌଣସି କଥାକୁ ନେଇ ପ୍ରେମୀଙ୍କ ଉପରେ କ୍ରୋଧ ପ୍ରଦର୍ଶନ କରି ପାରନ୍ତି। ବାହନ ପ୍ରୟୋଗ ସମୟରେ ସାବଧାନ ରୁହନ୍ତୁ।

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ପାଇଁ ସମୟ ଠିକ୍ ଠାକ୍ ରହିବ। ପରିବାର ସଦସ୍ୟଙ୍କ ଠାରୁ ଅନେକ ସହଯୋଗ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ଆପଣ କିଛି ନୂଆ କରିବା ପାଇଁ ପ୍ରୟାସ କରି ପାରନ୍ତି। ବଡ଼ ଅଧିକାରୀ ଏବଂ କର୍ମଚାରୀ ଆପଣଙ୍କ ସପକ୍ଷରେ ରହିବେ। କୌଣସି କଠିନ ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ ହାନୀ ହୋଇପାରେ। ସରକାରୀ କ୍ଷେତ୍ରରେ ଅଚାନକ ବଦଳି ହେବାର ସମ୍ଭାବନା ରହିଛି।

କନ୍ୟା ରାଶି:-

କନ୍ୟା ରାଶିର ଲୋକେ ଅଧିକ ବ୍ୟସ୍ତତା ମଧ୍ୟରେ ଗତି କରିବେ। ପରିବାର ଲୋକଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। କୋର୍ଟ କଚେରୀ ମାମଲାରୁ ଦୁରେଇ ରହିବା ଆବଶ୍ୟକ। ଶାରୀରିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ। ସନ୍ତାନଙ୍କ ଶିକ୍ଷା ସମ୍ବନ୍ଧୀୟ ଚିନ୍ତା ରହିବ। ପ୍ରେମ ଜୀବନରେ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ପ୍ରେମୀଙ୍କ ଭାବନାକୁ ବୁଝିବା ଆବଶ୍ୟକ। ଅବିବାହିତ ଲୋକଙ୍କର ବିବାହ ପ୍ରସ୍ତାବ ଆସିପାରେ।

ତୁଳା ରାଶି:-

ତୁଳା ରାଶିର ଲୋକଙ୍କ ପାଇଁ ସମୟ ମଧ୍ୟମ ରହିଛି। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀ ଆପଣଙ୍କ ଭାବନା କୁ ବୁଝିବେ। ଚାକିରୀ ପେଶାରେ ଥିବା ଲୋକଙ୍କୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନଚେତ କାର୍ଯ୍ୟ ବିଳମ୍ବ ହୋଇପାରେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ରୋଜଗାର ନଥିବା ଲୋକଙ୍କୁ ଚାକିରୀର ନୂଆ ଅବସର ମିଳିପାରେ। ବ୍ୟାପାରରେ ଜଡ଼ିତ ଲୋକଙ୍କୁ ବଡ଼ ନିବେଶ କରିବାରୁ ବଞ୍ଚିତ ହେବା ଉଚିତ।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ସତର୍କ ରହିବାକୁ ପଡିବ। ଲମ୍ବା ଯାତ୍ରାକୁ ରଦ୍ଦ କରିବା ଉଚିତ। ବ୍ୟାପାରରେ କୌଣସି ପ୍ରକାରର ପରିବର୍ତ୍ତନ କରନ୍ତୁ ନାହିଁ। ପ୍ରେମ ଜୀବନ ସୁଖମୟ ରହିବ। ଅଚାନକ ଦୂର ସଞ୍ଚାର ମାଧ୍ୟମରେ ଦୁଃଖଦ ସମାଚାର ମିଳିପାରେ, ଯାହାଦ୍ବାରା ଆପଣଙ୍କ ମନ ଦୁଃଖ ହୋଇପାରେ। ବନ୍ଧୁଙ୍କ ସହିତ ମିଶି ଆପଣ ବାହାର ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଧନ ମାମଲାରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ଧନ ହାନୀ ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ବୁଝାମଣା ରହିବ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଟଙ୍କାପଇସା ମାମଲାରେ ସାବଧାନ ରୁହନ୍ତୁ। ଆମଦାନୀ ରେ ଅଧିକ ଖର୍ଚ୍ଚ ହୋଇପାରେ। ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅଧୁରା ରହିପାରେ। ପିତାମାତାଙ୍କ ତରଫରୁ ସହଯୋଗ ଏବଂ ଆଶୀର୍ବାଦ ମିଳିବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ରେ ମନ ଲାଗିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ସୂର୍ଯ୍ୟଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *