Excuse Me Odisha

ଯାହା କହିବୁ ସତ କହିବୁ

ପୁଅମାନଙ୍କୁ ଇମପ୍ରେସ କରିବାରେ ମାହିର ହୋଇଥାନ୍ତି ଏହି ୫ଟି ରାଶିର ଝିଅମାନେ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୁଅ ମାନଙ୍କୁ ଇମପ୍ରେସ କରିବାରେ ମାହିର ହୋଇଥାଆନ୍ତି ଏହି ୫ ଟି ରାଶିର ଝିଅମାନେ। କହିବାକୁ ଗଲେ ଦୁନିଆର ଗୋଟିଏ ବ୍ୟକ୍ତିର ସ୍ୱଭାବ, ବ୍ୟବହାର ତାକୁ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଭିନ୍ନ ପରିଚୟ ଦେଇଥାଏ। ଏହା ତାର ରାଶିର ଉପରେ ପଡୁଥିବା ପ୍ରଭାବ କାରଣରୁ ହୋଇଥାଏ।

ଏମିତିରେ କିଛି ଝିଅମାନେ ତାଙ୍କର ଭୁଲ ବ୍ୟବହାର ଖୁସି ମିଜାଜର ସ୍ୱଭାବ ଦ୍ୱାରା ସମସ୍ତ ସହିତ ଖୁବ ଶୀଘ୍ର ମିଶି ଯାଇଥାନ୍ତି। କିନ୍ତୁ ଆଉ କିଛିମାନେ ନିଜର ଆକର୍ଷଣ ଚେହେରା, ସୁନ୍ଦରତା ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ୫ଟି ରାଶିର ବିଷୟରେ ଯେଉଁମାନେ ନିଜର ସୁନ୍ଦରତା ଦ୍ୱାରା କାହାକୁବି ସହଜରେ ଇମପ୍ରେସ କରି ତାଙ୍କର ହୃଦୟରେ ବସିଯାଇଥାନ୍ତି।

କନ୍ୟା ରାଶି:-

ଏହି ରାଶିର ଝିଅମାନେ ଦେଖିବାକୁ ବହୁତ ଆକର୍ଷକ ଏବଂ ସୁନ୍ଦର ହୋଇଥାଆନ୍ତି। ଏମାନେ ନିଜର ସୁନ୍ଦରତା ଦ୍ୱାରା କାହାରିକୁବି କିଛି କ୍ଷଣ ମଧ୍ୟରେ ତାଙ୍କର ଦିବାନା କରିଦିଅନ୍ତି। ଏହା ସହ ନିଜର ଖୁସି ମିଜାଜ, ମିଳାମିଶା ବନ୍ଦ ଯୋଗୁ ସମସ୍ତେ ଏମାନଙ୍କୁ ପସନ୍ଦ କରିଥାନ୍ତି। ରହସ୍ୟୟୀ ସ୍ଵଭାବ କାରଣରୁ ଏମାନେ ସମସ୍ତଙ୍କୁ ନିଜର ମନ କଥା କହି ନଥାନ୍ତି। ଏମାନେ ଯଦି କାହାର ପ୍ରେମରେ ପଡିଯାଇଥାନ୍ତି ତେବେ ଏହା ବିଷୟରେ କାହାକୁ ସହଜରେ କହି ନଥାନ୍ତି। ନିଜର ଖୁସି ମିଜାଜ ସ୍ୱଭାବ ଯୋଗୁ ଯେତେ ଅସୁବିଧା ଥିଲେ ମଧ୍ୟ ସେମାନେ ନିଜର ଚେହେରାରେ ହସ ରଖିଥାନ୍ତି।

ବିଛା ରାଶି:-

ଏହି ରାଶିର ଝିଅମାନେ ନିଜ ଜୀବନରେ କାହାରିକୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ। କିନ୍ତୁ ଏମାନେ ଦେଖିବାକୁ ବହୁତ ଆକର୍ଷକ, ସୁନ୍ଦର ହୋଇଥିବା ଯୋଗୁ କେହିବି ଏମାନଙ୍କ ଉପରେ ଜଲଦି ଇମପ୍ରେସ ହୋଇଯାନ୍ତି। ଏମାନେ ଯଦି ଥରେ କାହାକୁ ପ୍ରେମ କରିବସନ୍ତି ତେବେ ଜୀବନ ସାରା ଏହି ସମ୍ପର୍କ ପ୍ରତିବିଶ୍ୱାସୀ ହୋଇଥାଆନ୍ତି।

ମିଥୁନ ରାଶି:-

ଏହି ରାଶିର ଝିଅମାନଙ୍କର କଥା କହିବାର ଶୈଳୀ ହିଁ କିଛି ଅଲଗା ହୋଇଥାଏ। ବହୁତ ମଧୁର ହୋଇଥାଏ। ଏହି କାରଣରୁ ସବୁ ଲୋକ ଏମାନଙ୍କ ଉପରେ ପ୍ରଭାବିତ ହୋଇଥାଆନ୍ତି। ଏହି ଝିଅମାନେ ସବୁବେଳେ ଲୋକମାନଙ୍କ ଦ୍ବାରା ଘେରି ରହିଥାନ୍ତି।

ଧନୁ ରାଶି:-

ଏହି ରାଶିର ଝିଅମାନେ ସମସ୍ତଙ୍କ ଠାରୁ ଅଲଗା । କିଛି ନୂଆ ଜିନିଷ ପାଇଁ ପସନ୍ଦ କରିଥାନ୍ତି। ଏମାନେ ସମସ୍ତଙ୍କ ସହିତ ମିଳିମିଶି ରହିଥାନ୍ତି। ଏମାନେ ବହୁତ ଖୁସି ମିଜାଜର । ମିଳାମିଶା, ଆଶାବାଦୀ ହୋଇଥିବାରୁ ଛୋଟ ଛୋଟ କଥାରେବି ଏମାନେ ନିଜ ପାଇଁ ଆନନ୍ଦ ଖୋଜୁଥାନ୍ତି। ଏଥିପାଇଁ ଲୋକମାନେ ଏମାନଙ୍କୁ ପସନ୍ଦ କରିବା ସହିତ ଲୋକମାନେ ଏମାନଙ୍କ ସହ କିଛି ସମୟ ବିତାଇବାକୁ ଭଲପାଆନ୍ତି।

ମକର ରାଶି:-

ଏହି ରାଶିର ଝିଅମାନେ ଯେକୌଣସି କାମକୁ ବହୁତ ଭାବିଚିନ୍ତି ଧର୍ଯ୍ୟର ସହିତ କରିଥାନ୍ତି। ଏମାନେ ସମସ୍ତଙ୍କ ସହିତ ଶୀଘ୍ର ମିଶିଯାନ୍ତି। ଦେଖିବାକୁ ଗଲେ ଏମାନେ ବହୁତ ଆକର୍ଷକ, ସୁନ୍ଦର ହୋଇଥାଆନ୍ତି। ଝିଅମାନେ ଶୀଘ୍ର ଏବଂ ସହଜରେ ସମସ୍ତଙ୍କୁ ପଭାବିତ କରିଥାନ୍ତି। ଏହା ସହିତ ସମସ୍ତେ ଏମାନଙ୍କ ସହିତ ସାଙ୍ଗ ହେବା ପାଇଁ ପସନ୍ଦ କରିଥାନ୍ତି। ଏମାନେ ବହୁତ ମିଳାମିଶା ସ୍ୱଭାବରେ ହୋଇଥିବାରୁ ଏମାନେ ଯାହାକୁ ଭଲପାଆନ୍ତି ସେମାନେ ତାଙ୍କର ସୁବିଧା ଅସୁବିଧାରେ ସବୁବେଳେ ସାଥିରେ ଥାଆନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *