Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୨୦ ବୈଶାଖ ଅମାବାସ୍ୟାରେ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଘରେ ତୁଳସୀ ଗଛ ଲାଗିଥିଲେ ତାହା ପରିବାର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କ ନିବାସ ମାନା ଯାଇଥାଏ । କିନ୍ତୁ ତୁଳସୀ ଗଛରେ ଏକ ଜିନିଷ ବାନ୍ଧିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମିଳିବା ସହିତ ଭାଗ୍ୟ ମଧ୍ୟ ବଦଳି ଯାଏ । ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ରରେ ତୁଳସୀକୁ ବିଷ୍ଣୁଙ୍କ ଅର୍ଧାଙ୍ଗିନୀ ମାନା ଯାଇଥାଏ । ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ପକାଇବା ଆବଶ୍ୟକ ।

ନଚେତ ପୂଜା ପୂର୍ଣ୍ଣ ହୁଏନାହିଁ । ସମସ୍ତ ହିନ୍ଦୁ ପରିବାରରେ ତୁଳସୀ ଗଛ ଲାଗିବା ଜରୁରୀ ମାନା ଯାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ରହିଛି ତେବେ ସେଥିରେ ଚୂନରି ଚଢ଼ାଇବା ଉଚିତ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ତୁଳସୀ ମାତାଙ୍କୁ ସର୍ବଦା ଧଳା , ଚମକଦାର କିମ୍ବା ନୀଳ ଚୂନରୀ ଚଢ଼ାଇବା ଉଚିତ ।

ତୁଳସୀ ଗଛରେ ସର୍ବଦା ପରିଷ୍କାର ଏବଂ ଭଲ ଚୁନରି ବାନ୍ଧିବା ଉଚିତ । ଯେଉଁ ଲୋକ ତୁଳସୀ ବିବାହ କରାନ୍ତି ସେମାନଙ୍କୁ କେବେବି କଷ୍ଟ ହୋଇ ନଥାଏ । ସେମାନଙ୍କ ଉପରେ ତୁଳସୀ ମାତା ପ୍ରସନ୍ନ ରହନ୍ତି ଏବଂ ସେମାନଙ୍କୁ ସର୍ଗ ପ୍ରାପ୍ତି ହୋଇଥାଏ । ଶାଳୀଗ୍ରାମ ଏବଂ ତୁଳସୀର ବିବାହ କରାଇଲେ ରୋଗ ଦୁଃଖ ଶୋକ ସବୁ ଦୂର ହୋଇଥାଏ । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ନିଜ ମୁହଁରୁ ଅପଶବ୍ଦ ବାହାର କରିବା ଉଚିତ ନୁହେଁ ।

ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ । ଏହା ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ତୁଳସୀ ଗଛ ପାଖରେ ଲିଭି ଯାଇଥିବା ଦୀପ , ଗଣେଶ ପ୍ରତିମା ଏବଂ ପାଣି ଭର୍ତ୍ତି ପାତ୍ର ରଖିବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ପୋଷାକ ଶୁଖାଇବା ଉଚିତ ନୁହେଁ । କେବେବି ଖରାପ ମାଟିରେ ତୁଳସୀ ଗଛ , ମୁକୁଳା କେଶରେ ତୁଳସୀରେ ଜଳ ଚଢ଼ାଇବା ଭଳି କାମ କରନ୍ତୁ ନାହିଁ । ଘରେ ଶୁଖିଲା ତୁଳସୀ ରଖିବା ଉଚିତ ନୁହେଁ । ନଚେତ ଘରର ସୁଖ ସମୃଦ୍ଧି ସବୁ ନଷ୍ଟ ହୋଇଯାଏ ।

ଏହାର ଅର୍ଥ ଆପଣଙ୍କ ଜୀବନକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ମାସିକ ଧର୍ମ ସମୟରେ ତୁଳସୀରେ ଜଳ ଚଢ଼ାଇବା ଉଚିତ ନୁହେଁ । ଏହାବ୍ୟତୀତ ଜୋତା ପିନ୍ଧି ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।

ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଉଚିତ । ତୁଳସୀରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ । ତୁଳସୀ ଗଛରେ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଆଦୋୖ ଲଗାଇବା ଉଚିତ ନୁହେଁ । କାରଣ କଣ୍ଟା ଜାତୀୟ ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ ।

ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମଣାଯାଏ । ଏହାଦ୍ବାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଘରର ମଝାମଝିରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଉତ୍ତମ ହୋଇଥାଏ । ଲୋଭ ମନୋଭାବ ଆଣି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

କିଛି ଏପରି ଗଛ ଅଛି ଯାହାକୁ ଘରେ ଆଦୋୖ ଲଗାଇବା ଉଚିତ ନୁହେଁ । ସେଥିମଧ୍ୟରୁ ଗୋଟିଏ ହେଉଛି ନାଗଫେଣି ଗଛ । ଯାହାକି ଏକ କଣ୍ଟାଜାତୀୟ ଗଛ ଅଟେ । ଖାସକରି ତୁଳସୀ ଗଛ ପାଖରେ ଏହି ଗଛ ଲଗାଇବା ଉଚିତ ନୁହେଁ । କାରଣ ଏହା ନକରାତ୍ମକତା ସୃଷ୍ଟି କରିଥାଏ । ଏହି ଗଛ ଭୂତ ପ୍ରେତ ନକରାତ୍ମକତାକୁ ଘରକୁ ଆମନ୍ତ୍ରଣ କରିଥାଏ । ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ ।

ଘରେ ତୁଳସୀ ଗଛ ରଖୁଥିଲେ ଶାଲିଗ୍ରାମ ନିହାତି ରଖନ୍ତୁ । ନଚେତ ଆପଣଙ୍କ ଜୀବନକୁ ସମସ୍ୟା ଆସିପାରେ । ଶାଳିଗ୍ରାମ ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥାଏ ଯାହା ଏକ ଚିକ୍କଣ କଳା ରଙ୍ଗର ପଥର ସଦୃଶ୍ୟ ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ପାଖରେ ଶାଳୀଗ୍ରାମକୁ ରଖାଯାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *