Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୧୪ ପଣା ସଂକ୍ରାନ୍ତିରେ ହେବ ଏହି ପାଞ୍ଚଟି ରାଶି ଉପରେ ଧନ ବର୍ଷା । ମାତା ଲକ୍ଷ୍ମୀ ଏବଂ ଶ୍ରୀହନୁମାନଙ୍କ କୃପାରୁ ପ୍ରାପ୍ତ ହେବ ଅଜସ୍ର ଧନ ।

ସେୟାର୍ କରନ୍ତୁ

ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାହାକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ପାଳନ ମଧ୍ୟ କରାଯାଏ । ତେବେ ଏହି ଦିନ ଠାରୁ ଏହି ଛଅ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଶ୍ରୀହନୁମାନଙ୍କ କୃପାରୁ ଏମାନଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଛି । ଏହି ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହେବାକୁ ଯାଉଛି । ପବିତ୍ର ଓଡ଼ିଆ ନବବର୍ଷରେ ଗ୍ରହ ମାନଙ୍କର ସ୍ଥିତିରେ ପରିବର୍ତ୍ତନ କାରଣରୁ ଛଅ ଗୋଟି ରାଶିଙ୍କୁ ଭାଗ୍ୟ ବଦଳିବାକୁ ଯାଉଛି । ଏହି ସବୁ ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଶ୍ରୀହନୁମାନଙ୍କ କୃପା ମଧ୍ୟ ବର୍ଷା ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ କରଜ ସମସ୍ୟା ଦୂର ହେବା ସହିତ ଶୀଘ୍ର ବିବାହ ଯୋଗ ମଧ୍ୟ ବନିବାକୁ ଯାଉଛି ।

ତେବେ ଏହି ବ୍ୟକ୍ତିଙ୍କୁ ଚାକିରୀରେ ପ୍ରମୋସନ ଏବଂ ବ୍ୟବସାୟରେ ମଧ୍ୟ ଉନ୍ନତି ହେବାକୁ ଯାଉଛି । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନ ମାନଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପାରୁ ଏକାଧିକ ସ୍ରୋତରୁ ଧନ ଲାଭ ହେବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ରରେ ନୂଆ ନୂଆ ସାଥି ହେବାକୁ ଯାଉଛନ୍ତି । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ ।

୧ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବାକୁ ଯାଉଛି । ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବାକୁ ଯାଉଛି । ନୂଆ କାମରେ ସଫଳତା ଅର୍ଜନ କରିବେ । ବେରୋଜଗାର ଥିବା ବ୍ୟକ୍ତିଙ୍କୁ ରୋଜଗାରର ସ୍ରୋତ ପ୍ରାପ୍ତ ହେବ । ନୂଆ କାର୍ଯ୍ୟରେ ବିଘ୍ନ ଥିଲେ ତାହା ମଧ୍ୟ ଦୂର ହୋଇଯିବ । ସାମାଜିକ କାମ କରିବାରେ ସଫଳତା । କାହାକୁ ଦେଇଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି । ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।

୨ . ବୃଷଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ଅବସର ପ୍ରାପ୍ତ ହେବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ରରେ ସଫଳତା ଏବଂ ବ୍ୟବସାୟରେ ଉନ୍ନତି ମିଳିବାକୁ ଯାଉଛି । ଜୀବନରେ ସବୁ ପ୍ରକାରର ଦୁଃଖ କଷ୍ଟର ସମାପ୍ତି ହେବ । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ପଣା ସଂକ୍ରାନ୍ତି ପରେ ସମୟ ବେଶ ଭଲ ରହିବ । ଏହି ରାଶିର ବ୍ୟକ୍ତିଙ୍କ ଘରେ ଖୁସି ବଜାୟ ରହିବ । ପ୍ରେମ ଜୀବନ ମଧ୍ୟ ଭଲ ରହିବ ।

୩ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଶ୍ରୀହନୁମାନ ପ୍ରସନ୍ନ ରହିବେ । ଜୀବନରେ ବଡ଼ ସଫଳତା ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବାକୁ ଯାଉଛି । ପରିଶ୍ରମ ଦ୍ୱାରା ଉନ୍ନତି କରିବା ସହିତ ନୂତନ ପରିଚୟ ସୃଷ୍ଟି କରି ପାରନ୍ତି । କୌଣସି କାର୍ଯ୍ୟରେ ନିର୍ଣ୍ଣୟ ନେବାରେ ସଫଳ ହୋଇ ପାରନ୍ତି । ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବାକୁ ଯାଉଛି ଏବଂ ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

୪ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ସୁଖ ସମୃଦ୍ଧି ଏବଂ ଧନ ପ୍ରାପ୍ତି ହେବାକୁ ଯାଉଛି । ଏହାବ୍ୟତୀତ ସାମାଜିକ ପ୍ରତିଷ୍ଠାତା ମଧ୍ୟ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତିର କୌଣସି ଅବସର ପ୍ରାପ୍ତ ହୋଇପାରେ । ଧନର ଅପାର ବୃଦ୍ଧି ସହିତ ଚାକିରୀରେ ମଧ୍ୟ ପ୍ରମୋସନ ହେବାକୁ ଯାଉଛି ।

୫ . ମେଷ ରାଶି:-

ଶ୍ରୀହନୁମାନଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଛି । ଆପଣ ଅତି କଠିନରୁ କଠିନ କାର୍ଯ୍ୟକୁ ଅତି ସହଜରେ କରି ସଫଳତା ଲାଭ କରିବାକୁ ଯାଉଛନ୍ତି । ଶ୍ରୀହନୁମାନଙ୍କ କୃପାରୁ ଅତ୍ୟଧିକ ଧନ ପ୍ରାପ୍ତି ହୋଇପାରେ । ଆପଣ ପରିବାରର ସଦସ୍ୟଙ୍କ ପାଇଁ ନୂଆ ନୂଆ ଜିନିଷ କିଣି ପାରନ୍ତି । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ ।

୬ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟାପାର ବାଣିଜ୍ୟରେ ଫାଇଦା ମିଳିବାକୁ ଯାଉଛି । ଆପଣଙ୍କ ସଫଳତା ଦେଖି ଆପଣଙ୍କ ଶତ୍ରୁ ମାନେ ଅଧିକ ଈର୍ଷା କରି ପାରନ୍ତି । ମାତ୍ର ଆପଣ ମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଶିକ୍ଷାର୍ଥୀ ମାନଙ୍କୁ ନିଜ ଗୁରୁଜନ ମାନଙ୍କ ଠାରୁ କୌଣସି ବଡ଼ ସମ୍ମାନ ମିଳିପାରେ । ଏହାସହିତ ପରୀକ୍ଷାରେ ସଫଳତାର ଯୋଗ ମଧ୍ୟ ବନୁଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *