Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଏହି ଦୁଇଟି ତରକାରୀ ପ୍ରସ୍ତୁତ କରନ୍ତୁ ନାହିଁ, ନଚେତ ଆପଣଙ୍କ ବ୍ରତ ଭାଙ୍ଗିବାର ସମ୍ଭାବନା ରହିଛି ଏବଂ ମାଆ ଦୁର୍ଗା ହେବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା। ଚୈତ୍ର ନବରାତ୍ରି ମାଆ ଦୁର୍ଗାଙ୍କୁ ସମର୍ପିତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିରେ କେଉଁ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ରତ ଓ ଉପବାସ ପାଳନ କରିବାର କିଛି ବିଶେଷ ନିୟମ ରହିଥାଏ। ଏହି ନିୟମ ଗୁଡ଼ିକୁ ପାଳନ କରିବା ନିହାତି ଆବଶ୍ୟକ ଅଟେ।

ମନୁଷ୍ୟକୁ ନିଜ ଅଭିଳାଷା ପୂରଣ କରିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ସେଥିପାଇଁ କୁହାଯାଏ, କୌଣସି ବ୍ୟକ୍ତି ପୂଜାପାଠ ନକଲେ ମଧ୍ୟ ତାର ମନରେ ଈଶ୍ବରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ରହିଥିଲେ, ସମସ୍ତ ମନସ୍କାମନା ପୂରଣ ହୋଇଥାଏ। କିନ୍ତୁ ଯଦି ମନରେ ଅଶାନ୍ତି ଭାବନା ଓ ଈଶ୍ବରଙ୍କ ପ୍ରତି ଅବିଶ୍ବାସ ରହିଥାଏ, ତାହେଲେ ସେହି ବ୍ୟକ୍ତିକୁ କେବେବି ସୁଖ ଅନୁଭୂତି ହୋଇ ନଥାଏ ଏବଂ ସେ ସାରା ଜୀବନରେ ଦୁଃଖକଷ୍ଟ ଭୋଗି ଥାଏ।

ଅଧିକାଂଶ ଲୋକେ ଠାକୁର ପୂଜା କରିବା ସମୟରେ କାନ୍ଦି ଥାଆନ୍ତି ଓ ଦୁଃଖ କରିଥାନ୍ତି। ତଥାପି ଭଗବାନ ତାଙ୍କ କଥା ଶୁଣନ୍ତି ନାହିଁ। ଈଶ୍ୱର ଆମକୁ ଏହି ପୃଥିବୀକୁ ପଠାଇଛନ୍ତି କର୍ମ କରି ସୁଖ ଦୁଃଖ ଭୋଗିବା ଏବଂ ଜୀବନକୁ କିପରି ଅତିବାହିତ କରି ଶିକ୍ଷା ପ୍ରାପ୍ତି କରିବା ପାଇଁ । ସୁଖକୁ ଅନୁଭବ କଲେ ସୁଖ ପ୍ରାପ୍ତି ହୋଇଥାଏ। କିନ୍ତୁ ଦୁଃଖକୁ ଭାବିଲେ ଶରୀର ସହିତ ମନ ମଧ୍ୟ କଷ୍ଟ ପାଇଥାଏ। ଏବେ ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ ଜିନିଷର ସେବନ କରିବା ଉଚିତ।

କୁହାଯାଏ କି ନବରାତ୍ରିରେ ସେଓ, ଅତା ଖାଇବା ଶୁଭ ହୋଇଥାଏ। କହିବାକୁ ଗଲେ ନବରାତ୍ରି ପୂଜାରେ ଏଗୁଡ଼ିକ ଭୋଗ ଲାଗି ହୋଇଥାଏ। କିନ୍ତୁ ବ୍ରତ କରୁଥିବା ବ୍ୟକ୍ତି ମାର୍କେଟରେ ମିଳୁଥିବା ପ୍ଲାଷ୍ଟିକ ବୋତଲରେ ଯୁସ ସେବନ କରିବା ଉଚିତ ନୁହେଁ। ବ୍ରତ ସମୟରେ ଆପଣ ସାବୁ ଖାଆନ୍ତୁ ନାହିଁ । କାରଣ ସାବୁ ସମ୍ପୂର୍ଣ୍ଣ ଭାବରେ ମଇଦାରୁ ତିଆରି ହୋଇଥାଏ। ଏହା ବଦଳରେ ଆପଣ ରୁଟି ବନେଇ ଖାଇ ପାରିବେ। ନବରାତ୍ରିରେ ଚାହାର ସେବନ କରନ୍ତୁ ନାହିଁ। ଆପଣ ଫଳ ରସ ସେବନ କରନ୍ତୁ। ଏହାସହିତ ଆପଣ ନବରାତ୍ରିରେ ଖୁବ୍ ଶୀଘ୍ର ଭୋଜନ କରିବା ପ୍ରତି ଧ୍ୟାନ ରଖନ୍ତୁ।

ଏବେ ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ନବରାତ୍ରିରେ ବିବାହିତ ମହିଳା ମାନେ ସମ୍ପୂର୍ଣ କଳା କିମ୍ବା ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ। କଳସ ସ୍ଥାପନା ଓ ଦେବୀ ଦୁର୍ଗାଙ୍କ ପୂଜାରେ ପାଣି ଓ ଜଟା ବିଶିଷ୍ଟ ନଡ଼ିଆ ଅର୍ପଣ କରନ୍ତୁ। ମାଆ ଦୁର୍ଗାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ, ଏହାଦ୍ବାରା ଦେବୀ ମାଆ ପ୍ରସନ୍ନ ହୋଇଥାନ୍ତି। ଧ୍ୟାନ ରଖନ୍ତୁ କି ଦେବୀଙ୍କ ପୂଜାରେ ଗୋଟା ଥିବା ଅରୁଆ ଚାଉଳ ଅର୍ପଣ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *