Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଏହି ପାଞ୍ଚ ପ୍ରକାରର ପକ୍ଷୀ ଆସିବା ଦ୍ଵାରା ପରିବାର ଲୋକେ ହୋଇ ଯାଇଥାନ୍ତି କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଖାସ ପାଞ୍ଚଟି ପକ୍ଷୀ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯେଉଁ ପକ୍ଷୀ ଗୁଡ଼ିକ ଆପଣଙ୍କ ଛାତ ଉପରେ ଆଇ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କ ପରିବାର ପାଇଁ ଶୁଭ ହୋଇଥାଏ। ଏହି ପକ୍ଷୀ ଗୁଡ଼ିକ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବେ। ଶାସ୍ତ୍ର ଅନୁସାରେ, କିଛି ପକ୍ଷୀ ଅତ୍ୟନ୍ତ ଶୁଭ ହୋଇଥାନ୍ତି ଏବଂ ଆଉକିଛି ପକ୍ଷୀ ଅତ୍ୟନ୍ତ ଅଶୁଭ ହୋଇଥାନ୍ତି।

ପ୍ରଥମେ ହେଉଛି ନୀଳକଣ୍ଠ ପକ୍ଷୀ। ନୀଳକଣ୍ଠ ପକ୍ଷୀକୁ ଭଗବାନ ଶିବଙ୍କ ସହିତ ଯୋଡା ଯାଇଥାଏ। ଏହି ପକ୍ଷୀକୁ ଦେଖିବା ଦ୍ଵାରା ବ୍ୟକ୍ତିର ସମସ୍ତ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ। ଯଦି ନୀଳକଣ୍ଠ ପକ୍ଷୀ ଆପଣଙ୍କ ଘରର ଛାତ ଉପରେ ବସୁଛି, ତାହେଲେ ଆପଣ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ। ଦ୍ଵିତୀୟରେ ହେଉଛି କାଉ, ଶାସ୍ତ୍ରରେ କୁହାଯାଇଛି କି କାଉ ଯଦି ଆପଣଙ୍କ ପାଖରୁ ଖାଦ୍ୟ ନେଇ ପଳାଇ ଯାଇଥାଏ, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କର ଶୁଭ ସମୟ ଆସିବାକୁ ଯାଉଛି।

କାଉକୁ ଭୋଜନ କରାଇବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି। ତୃତୀୟରେ ହେଉଛି ପାରା। ଶାସ୍ତ୍ରରେ କୁହାଯାଇଛି କି, ଯଦି ପାରା ଆପଣଙ୍କ ଘରେ ବସା ବାନ୍ଧି ରହିଥାଏ, ତାହେଲେ ଏହା ବହୁତ ଅଶୁଭ ହୋଇଥାଏ। କିନ୍ତୁ ଘରକୁ ପାରା ଆସିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଚତୁର୍ଥ ପକ୍ଷୀ ହେଉଛି ପେଚା। ପେଚା ହେଉଛି ଦେବୀ ଲକ୍ଷ୍ମୀଙ୍କର ବାହନ। କିନ୍ତୁ ଯଦି ଆପଣଙ୍କ ଘରର ଛାତ ଉପରେ ବାରମ୍ବାର ପେଚା ଆସି ବସୁଛି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କୁ କୌଣସି ଅଶୁଭ ଘଟଣାର ସାମ୍ନା କରିବାକୁ ପଡିପାରେ। ରାତିରେ ଧଳା ରଙ୍ଗର ପେଚା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଚତୁର୍ଥ ପକ୍ଷୀ ହେଉଛି ମୟୂର। ଆଜିକାଲି ମୟୂର ବିଲୁପ୍ତ ହେବାକୁ ଲାଗିଲେଣି। କହିବାକୁ ଗଲେ ମୟୂର ହେଉଛି ଭଗବାନ କାର୍ତ୍ତିକଙ୍କ ବାହନ ଅଟେ। ଯଦି ଆପଣ କୌଣସି ବାହାର ସ୍ଥାନକୁ ଯାଉଛନ୍ତି ଏବଂ ମୟୂର ଦେଖୁଛନ୍ତି, ତାହେଲେ ଆପଣଙ୍କ ଯାତ୍ରା ସଫଳ ହେବ। ଯଦି ଆପଣ ନିଜ ଘରେ ମୟୂର ପର ରଖିବେ, ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ମୟୂର ପର ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ। ଏହାକୁ ପାଖରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *