Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ଧନ ଉପାର୍ଜନ କରିବାକୁ ଚାହୁଁଥିଲେ, ଏହି ଫୁଲକୁ ସ୍ପର୍ଶ କରନ୍ତୁ, ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭାରତ ଦେଶରେ ଅନେକ ଚମତ୍କାର ବୃକ୍ଷଲତା ରହିଛି, ଯାହା ଯୁଗ ଯୁଗରୁ ମନୁଷ୍ୟର ଉପକାରରେ ଆସିଛି। ଏହି ବୃକ୍ଷଲତାରେ ରୋଗ ବ୍ୟାଧିକୁ ଦୂର କରିବା ପାଇଁ ଅନେକ ଜଡ଼ିବୁଟି ବ୍ୟବହାର କରାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଏଭଳି ଖାସ ଗଛ ରହିଛି, ଯେଉଁ ଗଛରେ ସୃଷ୍ଟି କର୍ତ୍ତା ବ୍ରହ୍ମା, ପାଳନ କର୍ତ୍ତା ବିଷ୍ଣୁ , ସଂଘାର କର୍ତ୍ତା ଭଗବାନ ଶିବ ରହିଛନ୍ତି।

ଆଜି ଆମେ ଯେଉଁ ବୃକ୍ଷ ବିଷୟରେ କହିବାକୁ ଯାଉଛୁ, ସେହି ବୃକ୍ଷ ଲୁପ୍ତ ହେବାକୁ ଯାଉଛି। ଏହି ବୃକ୍ଷ ଅତ୍ୟନ୍ତ ଶୁଭ ଅଟେ। ସେହି ଗଛ ହେଉଛି ପଳାଶ ଗଛ। ପ୍ରାଚୀନ କାଳରେ ପଳାଶ ଗଛରୁ ସୁନା ନିର୍ମାଣ କରା ଯାଉଥିଲା। ପଳାଶ ଗଛକୁ ପ୍ରୟୋଗ କରି ଖୁବ୍ ଶୀଘ୍ର ବେମାରୀରୁ ମୁକ୍ତି ମିଳି ଯାଇଥାଏ। ଆଜି ଆମେ ଆପଣଙ୍କୁ ପଳାଶ ଗଛର ଆୟୁର୍ବେଦ, ଧାର୍ମିକ ଓ ତାନ୍ତ୍ରିକ ପ୍ରୟୋଗ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ।

ବନ୍ଧୁଗଣ ଆଜିକାଲି ପଳାଶ ଗଛ ଲୁପ୍ତ ହେବାକୁ ଲାଗିଲାଣି। ଯଦି ଆପଣଙ୍କୁ କେଉଁ ସ୍ଥାନରେ ପଳାଶ ଗଛ ଦେଖିବାକୁ ମିଳୁଛି, ତାହେଲେ କିଛି ଖାସ ଉପାୟ କରନ୍ତୁ, ଯାହାଫଳରେ ଆପଣ ଶୁଭ ଫଳ ପ୍ରାପ୍ତି କରିବେ। କହିବାକୁ ଗଲେ ବୃକ୍ଷଲତା ଜଡ଼ିବୁଟି ଏହିସବୁ ବହୁତ ଉପକାରୀ ଅଟେ। କିନ୍ତୁ ଏହିସବୁ ବୁଝି ଆମେ ଏହା ବିଚାର କରିବା ଉଚିତ ନୁହେଁ କି ପ୍ରତ୍ୟେକ ଉଦ୍ଭିଦ ଓ ଶସ୍ୟ ଆମ ଶରୀର ପାଇଁ ହିତକାରକ ଅଟେ।

କାରଣ ଆଜିକାଲି ଚାଷ ଜମିରେ ବାରମ୍ବାର ଚାଷ ହେଉଥିବାରୁ ଶସ୍ୟରେ ପୋଷକ ତତ୍ୱ କମି ଯାଇଛି। ଯାହାଫଳରେ ଆମେ ଖାଦ୍ୟ ଖାଇଲେ ମଧ୍ୟ ତାହା ପେଟ ଭରି ଥାଏ, କିନ୍ତୁ ଶରୀରକୁ ପୋଷଣ ଯୋଗାଇ ନଥାଏ ଏବଂ ଅନେକ ରୋଗ ବ୍ୟାଧି ଆମ ଶରୀରକୁ ମାଡି ବସିଥାଏ।

ଯେଉଁ ମହିଳାମାନଙ୍କୁ ଗର୍ଭ ଧାରଣ ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଛି, ସେମାନେ ପଳାଶ ଗଛର ପତ୍ରକୁ ଛେଚି ତାର ରସ ପାନ କରିବା ଆବଶ୍ୟକ। ମାନ୍ୟତା ରହିଛି କି, ପଳାଶ ଗଛର ବୀଜର ପେଷ୍ଟ ପ୍ରସ୍ତୁତ କରି ମୁହଁ ଲଗାଇଲେ ଚେହେରାରେ ଚମକ ଆସିବା ସହିତ କୋମଳ ହୋଇଥାଏ। ପଳାଶ ଗଛର ଛାଲି ଗୋଟେ ଗ୍ଲାସ ପାଣିରେ ପକାଇ ରାତିରେ ରଖନ୍ତୁ। ତାପରଦିନ ସକାଳେ ଏହି ପାଣିକୁ ଛାଣି ପିଅନ୍ତୁ। ଏହାଦ୍ବାରା ଆପଣଙ୍କ ଶରୀରରେ ରକ୍ତ ପରିଷ୍କାର ରହିବ।

ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଓ ଶନି ଗ୍ରହ ଶୁଭ ସ୍ଥିତିରେ ନାହାନ୍ତି, ତାହେଲେ ଆପଣ ପଳାଶ ଗଛର କାଠକୁ ନେଇ ହୋମ କରିବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କର ଗ୍ରହ ଦୋଷ ସମାପ୍ତ ହୋଇଯିବ। ଯଦି ଆପଣ ନବ ଗ୍ରହକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତାହେଲେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ସ୍ନାନ କରୁଥିବା ଜଳରେ ଗୋଲାପ ଫୁଲ, ପଳାଶ ଫୁଲ, କେତକୀ ଫୁଲ ପକାଇ ସ୍ନାନ କରନ୍ତୁ। ଦେଖିବେ ସମସ୍ତ ଗ୍ରହ ଦୋଷ ଦୂର ହୋଇ ସୁଖ ଜୀବନ ଅତିବାହିତ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *