Excuse Me Odisha

ଯାହା କହିବୁ ସତ କହିବୁ

A ନାମର ବ୍ୟକ୍ତିଙ୍କ ଜୀବନ ହୋଇଥାଏ ଏହିଭଳି । ଜାଣି ରଖନ୍ତୁ ବ୍ୟକ୍ତିତ୍ୱ , ସ୍ଵଭାବ , ସଫଳତା ଏବଂ ପ୍ରେମ ଜୀବନ ସମ୍ବନ୍ଧରେ ।

ସେୟାର୍ କରନ୍ତୁ

ସମସ୍ତଙ୍କ ଜୀବନରେ ନାମର ଅନେକ ମହତ୍ତ୍ୱ ରହିଥାଏ । A ରୁ Z ପର୍ଯ୍ୟନ୍ତ ନାମର ଲୋକେ ନିଜ ନିଜର ବିଶେଷତ୍ୱ ରଖିଥାନ୍ତି । ସବୁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରଭାବ ପକାଇ ଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ A ନାମର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ବ୍ୟକ୍ତିର ନାମରୁ ହିଁ ସେହି ବ୍ୟକ୍ତି ବିଷୟରେ ଅନେକ କିଛି ଜାଣିହୁଏ ।

A ନାମର ବ୍ୟକ୍ତିଙ୍କ ସ୍ଵଭାବ ଦୃଢ଼ ଇଚ୍ଛା ଶକ୍ତି ରହିଥାଏ । ଏମାନଙ୍କ ମଧ୍ୟରେ ପ୍ରବଳ ଆତ୍ମବିଶ୍ୱାସ ରହିଥାଏ । ଯାହାଦ୍ୱାରା ଲୋକେ ଏମାନଙ୍କୁ ଦେଖି ଏହା ଭାବିଥାନ୍ତି ଯେ ଏମାନେ ଅହଙ୍କାରୀ ହୋଇଥାନ୍ତି । ମାତ୍ର ଏମାନେ ଖୁବ ଭଲ ଏବଂ ସରଳ ସ୍ୱଭାବର ହୋଇଥାନ୍ତି ।

ଏମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ନିଜ ଜୀବନରେ ଖୁବ ଉନ୍ନତି କରନ୍ତି । A ନାମର ପୁରୁଷଙ୍କ ସ୍ତ୍ରୀ ଖୁବ ସୁନ୍ଦର ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । A ନାମର ବ୍ୟକ୍ତି ନିଜ ଜୀବନରେ କେବେ ହାର ମାନନ୍ତି ନାହିଁ ଏବଂ ସବୁ ପରିସ୍ଥିତିର ମୁକାବିଲା କରିଥାନ୍ତି । ଏମାନେ ବଡ଼ ବଡ଼ ସରକାରୀ ପଦକୁ ସୁଶୋଭିତ କରିଥାନ୍ତି ।

A ନାମର ବ୍ୟକ୍ତି ଖୁବ ଫିଟ ହୋଇଥାନ୍ତି । ଛୋଟ ମୋଟ ମୌସୁମୀ ରୋଗ ସହଜରେ ଏମାନଙ୍କ ଉପରେ ପ୍ରଭାବ ପକାଇ ପାରେ ନାହିଁ । ଏମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଖୁବ ଅଧିକ ଥାଏ । A ନାମର ଲୋକେ ଏତେ ଆକର୍ଷଣୀୟ ହୋଇଥାନ୍ତି ଯେ ପ୍ରଥମ ନଜରରେ ହିଁ ଅନ୍ୟକୁ ନିଜ ଦିୱାନା ବନାଇ ନିଅନ୍ତି ।

ପ୍ରେମ ମାମଲାରେ ଏମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି , ଅର୍ଥାତ ଯେତିକି ଚାହାଁନ୍ତି ତାଠାରୁ ଅଧିକ ପାଆନ୍ତି । ଏମାନେ ପ୍ରେମ ଏବଂ ସମ୍ପର୍କକୁ ଖୁବ ମହତ୍ତ୍ୱ ଦିଅନ୍ତି । ଏମାନଙ୍କର ପ୍ରେମ ପ୍ରତି ରୁଚି କମ ଥାଏ କିନ୍ତୁ ଯାହା ସହିତ ରହନ୍ତି ଜୀବନସାରା ରହନ୍ତି । ଏମାନେ ଖୁବ ଭାବୁକ ହୋଇଥାନ୍ତି ଏବଂ ନିଜ ମନର କଥା କାହା ସହିତ ଜଲଦି ସେୟାର କରନ୍ତି ନାହିଁ । ଏମାନେ ଅଧିକ ସାହସୀ ହୋଇ ନଥାନ୍ତି । A ନାମର ବ୍ୟକ୍ତିଙ୍କୁ ସଫଳତା ଏତେ ଜଲଦି ମିଳି ନଥାଏ ।

ଖୁବ କଷ୍ଟରେ ଏମାନେ ସଫଳତା ହାସଲ କରନ୍ତି । ମାତ୍ର ଯେତେବେଳେ ଏମାନଙ୍କୁ ସଫଳତା ମିଳିଯାଏ , ଏମାନେ ଅନ୍ୟ ଲୋକ ପାଇଁ ଉଦାହରଣ ସାଜିଥାନ୍ତି । ସବୁ ପରିସ୍ଥିତି ସହିତ ଲଢ଼ିବା ଭଳି କ୍ଷମତା ଏମାନଙ୍କର ଥାଏ । A ନାମର ଲୋକ ନିଜ ଲୋକଙ୍କୁ ଖୁବ ଭଲ ପାଆନ୍ତି ମାତ୍ର ଅଧିକ ରୋମାଣ୍ଟିକ ହେବା ଏମାନେ ପସନ୍ଦ କରନ୍ତି ନାହିଁ

ଏମାନେ ନିଜ ଫିଲିଙ୍ଗସ ସେୟାର କରନ୍ତି ନାହିଁ । ଏମାନଙ୍କ ପସନ୍ଦ ସବୁଠାରୁ ଅଲଗା ହୋଇଥାଏ । ଏମାନେ ସମସ୍ତଙ୍କୁ ସାଥିରେ ନେଇ ଚାଲିଥାନ୍ତି । A ନାମର ଲୋକଙ୍କୁ ବସ୍ତାବିକତା ପ୍ରତି ଅଧିକ ଭଲପାଇବା ଥାଏ । A ନାମର ଲୋକେ ସୁନ୍ଦରତାକୁ ଅଧିକ ପସନ୍ଦ କରନ୍ତି । ଏହି ନାମର ବ୍ୟକ୍ତିଙ୍କ ସହିତ ଧୋକା କରିବାର ଆଶା ରଖିବେ ନାହିଁ । ଏମାନେ ନିଜ ଦୁନିଆରେ ବେଶ ଖୁସିରେ ରହନ୍ତି । ଏମାନେ ଖୁବ ଧାର୍ମିକ ପ୍ରବୃତିର ହୋଇଥାନ୍ତି ।

ଧାର୍ମିକ କ୍ରିୟା ସହିତ ଜଡ଼ିତ ରହିବା କାରଣରୁ ଏମାନଙ୍କୁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଏମାନେ ଖୁବ ଶାନ୍ତ ହୋଇଥାନ୍ତି ମାତ୍ର ଥରେ କ୍ରୋଧ ଆସିଲେ ତାଙ୍କୁ ସାମ୍ନା କରିବା କଷ୍ଟକର ହୋଇଥାଏ । ଯେଉଁ ଲୋକମାନେ ଏମାନଙ୍କୁ ପସନ୍ଦ କରନ୍ତି ନାହିଁ ଏମାନେ ମଧ୍ୟ ସେମାନଙ୍କୁ ସହ୍ୟ କରି ପାରନ୍ତି ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *