Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ପର୍ବରେ ଏହି ସ୍ଥାନରେ ପୋତି ଦିଅନ୍ତୁ ଗୋଟେ ଲୁହା କଣ୍ଟା, ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହୋଲିକା ଦହନ ଦିନ ମନସ୍କାମନା ପୂରଣ ହେବା ପାଇଁ ଅନେକ ଖାସ ଉପାୟ ଗୁଡ଼ିକ କରାଯାଇଥାଏ। ପୌରାଣିକ ଯୁଗରେ ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦକୁ ହେବେ ରକ୍ଷା କରିଥିଲେ, ସେବେଠାରୁ ହୋଲିକା ପର୍ବ ପାଳିତ ହୋଇ ଆସୁଛି।

କହିବାକୁ ଗଲେ ଯେଉଁଦିନ ହୋଲିକା ଦହନ, ସେହିଦିନ ବର୍ଷ ଶେଷ ହୋଇଥାଏ ଏବଂ ପୂର୍ଣ୍ଣିମା ଦିନ ନୂଆବର୍ଷ ଆରମ୍ଭ ହୋଇଥାଏ। ହୋଲି ପର୍ବ ଦିନ ଅନେକ ଖାସ ଉପାୟ କରାଯାଇଥାଏ।

ଏହିଦିନ ଆପଣଙ୍କୁ କିଛି ଖାସ କଥା ଉପରେ ମଧ୍ୟ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ହୋଲିକା ଦହନ ଦିନ ଅନ୍ୟମାନଙ୍କ ସହିତ କେବେବି ଅର୍ଥ ଆଦାନ ପ୍ରଦାନ କରନ୍ତୁ ନାହିଁ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ଯେଉଁ ବ୍ୟକ୍ତିଙ୍କର ଛଅ ଜଣ ପୁତ୍ର ରହିଛନ୍ତି, ସେମାନଙ୍କୁ କେବେବି ହୋଲିକା ଅଗ୍ନି ଜଳାଇବା ଉଚିତ ନୁହେଁ। ଏହିଦିନ ଧଳା ରଙ୍ଗର ଖାଦ୍ୟପଦାର୍ଥ ବା ଭୋଜନ ଗ୍ରହଣ କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ହୋଲିକା ଦହନ ଦିନ ଗୋବର ଘଷି ବା ଅନ୍ୟ କଥା ଜଳାଇ ପାରିବେ। ଏହିଦିନ ଅଗ୍ନିରେ ପବିତ୍ର ଜିନିଷ ଅର୍ପଣ କରିବାର ବିଧି ରହିଛି। ଯଦି ଆପଣ ନିଜ କ୍ୟାରିୟରକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତାହେଲେ ସୋରିଷ ନେଇ ହୋଲିକା ଅଗ୍ନିରେ ଅର୍ପଣ କରନ୍ତୁ। ହୋଲିକା ଅଗ୍ନି ଜାଳିବା ପୂର୍ବରୁ ମାଟିରେ କିଛି କଉଡ଼ି ନେଇ ପୋତି ଦିଅନ୍ତୁ।

ତାପରେ ହୋଲିକା ପର୍ବ ପାଳିତ ହେବା ପରେ ଏହି କଉଡ଼ିକୁ ବାହାର କରି ନିଜ ଘରର ଅଳ୍ପ ମାଟି ନେଇ କୌଣସି ପୋଖରୀ ବା ନଦୀରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *