Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଜଳିବା ପୂର୍ବରୁ କାଠରେ ଚୁପଚାପ ଲେଖି ଦିଅନ୍ତୁ ଏହି ଗୋଟିଏ ଶବ୍ଦ । ରାତାରାତି ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ପୌରାଣିକ ମାନ୍ୟତା ଅନୁଯାୟୀ ହିରଣ୍ୟକଶ୍ୟପ ହୋଲିର ଆଠ ଦିନ ପୂର୍ବରୁ ନିଜ ପୁତ୍ର ପ୍ରହ୍ଲାଦକୁ ମାରିବାକୁ ଅନେକ ଉପାୟ କରୁଥିଲା । ତେବେ ସେହି ଆଠ ଦିନ ଗ୍ରହ ମାନଙ୍କର ଭୟଙ୍କର ପ୍ରଭାବ ରହିଥାଏ । ଯେଉଁ କାରଣରୁ ଏହି ଆଠ ଦିନ କୌଣସି ଶୁଭ କାର୍ଯ୍ୟ ହୋଇପାରେ ନାହିଁ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ପାଳିତ ହେବ । ତେବେ ହୋଲି ଦିନ କିଛି ଏଭଳି ଜିନିଷ ଅଛି ଯାହାକୁ ସେବନ କରିନେବା ଉଚିତ । ଏହାକୁ ଗୁପ୍ତ ଭାବରେ କରିବା ଉଚିତ । ହୋଲିକା ଦହନ ପରେ ସେହି ପାଉଁଶକୁ ଟିକିଏ ସେବନ କରିବା ଉଚିତ ଏବଂ ତାହାକୁ ମଥାରେ ଲଗାଇବା ଉଚିତ । ଏହାଦ୍ବାରା ସବୁ ନକରାତ୍ମକତା ଦୂର ହୋଇଥାଏ ।

ଏହାଦ୍ୱାରା ଆପଣଙ୍କ ମଧ୍ୟରେ ସକାରାତ୍ମକତା ଜାଗ୍ରତ ହେବ ଏବଂ କାମ କରିବାକୁ ଆଗ୍ରହ ସୃଷ୍ଟି ହେବ । ଏହାଦ୍ବାରା ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ । ହୋଲି ଦିନ ଭୁଜିଆ ସେବନ କରନ୍ତୁ । କାରଣ ଏହା ସର୍ବଶ୍ରେଷ୍ଠ ଅଟେ । ଏପରି କୁହାଯାଇଛି ଯେ ପାଞ୍ଚଟି ଭୁଜିଆ ଏକା ସହିତ କୌଣସି ଗରିବକୁ ଖାଇବାକୁ ଦେଲେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ବଜାୟ ରହିଥାଏ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ହୋଲିକା ଦହନ ଦିନ ହୋଲିକା ମାତାଙ୍କୁ ଆଖୁ ଅର୍ପିତ କରି ଆଖୁ ନିଜେ ସେବନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ । ଜୀବନରେ କେବେବି ଧନର ଅଭାବ ଦେଖା ଦିଏନାହିଁ । କୌଣସି ଅଭାବ ରହେନାହିଁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇ ନଥାଏ ।

ହୋଲିକା ଦହନ ଅଗ୍ନିରେ ଭଙ୍ଗା ଆଖୁ ଅର୍ପିତ କରିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଉପରେ ହୋଲି ମାତାଙ୍କ ଅଭିଶାପ ଲାଗିବ । ଏହାଦ୍ବାରା ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିବ । ଶାସ୍ତ୍ର ଅନୁଯାୟୀ ହୋଲିକା ଅଗ୍ନିରେ ପବିତ୍ର ଜିନିଷ ହିଁ ଅର୍ପିତ କରିବା ଉଚିତ । ହୋଲିକା ଦହନ ପୂର୍ବରୁ ସବୁଜ ପତ୍ର ଥିବା ଆଖୁ ରଖି ଦିଅନ୍ତୁ ଏବଂ ତାହାକୁ ଦହନ ସମୟରେ ଅର୍ପିତ କରନ୍ତୁ । ହୋଲିକା ଦହନ ଅଗ୍ନିରେ ପାଣି ଥିବା ନଡ଼ିଆ ଅର୍ପିତ କରିବା ଉଚିତ ନୁହେଁ ବରଂ ଶୁଖିଲା ନଡ଼ିଆ ଅର୍ପିତ କରିବା ଉଚିତ । ଏହାକୁ ଅଗ୍ନିରେ ଅର୍ପିତ କରିବା ପୂର୍ବରୁ ପୁରା ପରିବାର ସଦସ୍ୟଙ୍କ ସ୍ପର୍ଶ ନିଶ୍ଚୟ କରାଇ ନିଅନ୍ତୁ । ଏହାଦ୍ବାରା ହୋଲିକା ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଜୀବନର ସବୁ ନକରାତ୍ମକତା ଦୂର ହୋଇଥାଏ ।

ହୋଲିକା ଦହନ ଦିନ ଘରେ ପ୍ରସ୍ତୁତ ହୋଇଥିବା କିଛିବି ଭୋଜନ ଆପଣ ହୋଲିକା ମାତାଙ୍କୁ ଅର୍ପିତ କରିବା ଉଚିତ । ମାତ୍ର ଭୁଜିଆ ତିନି ଅଙ୍କରେ ଅର୍ପିତ କରନ୍ତୁ ନାହିଁ । ହୋଲିକା ଦହନର ଗାଈ ଗୋବର ଟେଳା ଏବଂ ଜଳ ନିଶ୍ଚୟ ଅର୍ପିତ କରନ୍ତୁ । ହୋଲିକା ଦହନରେ କଞ୍ଚା ଚଣା , ପୁରା ଗହମ ନଡ଼ା ଅର୍ପିତ କରନ୍ତୁ । ଯଦି ଆପଣଙ୍କର ମାସିକ ଧର୍ମ ସମସ୍ୟା ରହିଛି ତେବେ ଆପଣ ଅନ୍ୟ କାହା ଜରିଆରେ ହୋଲିକା ଦହନ ପୂଜା କରାଇ ପାରିବେ । ଆପଣ ପୂଜାକୁ ପାଳନ କରି ପାରିବେ ମାତ୍ର ହୋଲିକା ଦହନ ପାଖକୁ ଯାଇ ପାରିବେ ନାହିଁ । ହୋଲିକା ଦହନର କଞ୍ଚା ଚାଉଳରେ ତିଆରି ପାମ୍ପଡ଼ ଏବଂ ଚାଉଳ ତିଆରି ଜିନିଷ ଅର୍ପିତ କରି ପାରିବେ ।

ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ହୋଲିକା ଦହନର ଚାଉଳ ତିଆରି ପାମ୍ପଡ଼ , ଭୁଜିଆ ଆଦି ଅର୍ପିତ କରନ୍ତୁ । ତା ପୂର୍ବରୁ ତାହାକୁ ସେବନ କରନ୍ତୁ ନାହିଁ । ପୂଜା ସରିବା ପରେ ତାହାକୁ ଆପଣ ଖାଇ ପାରିବେ । ଏପରି କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ ଏବଂ ଧନର ଆଗମନ ହୋଇଥାଏ । ମାତାଙ୍କୁ ଭୁଜିୟା ଲଗାଇବା ପରେ କନ୍ୟାଙ୍କୁ ନିଶ୍ଚୟ ଖୁଆନ୍ତୁ ଏବଂ ଦକ୍ଷିଣା ମଧ୍ୟ ଦିଅନ୍ତୁ । ଏହାଦ୍ବାରା ନବଦୁର୍ଗା ପ୍ରସନ୍ନ ହୁଅନ୍ତି । ଏହିଦିନ ଗାଈକୁ ମଧ୍ୟ ଭୁଜିଆ ଖୁଆନ୍ତୁ । ଗାଈକୁ ମିଠା ଭୋଜନ ଖୁଆଇବା ଦ୍ୱାରା ଅନେକ ଜନ୍ମର ପାପ ପୁଣ୍ୟରେ ପରିଣତ ହୋଇଯାଏ । ଏହାଦ୍ବାରା ସବୁ ଦେବଦେବୀଙ୍କୁ ଭୋଗ ଲାଗିଥାଏ । ଏହାଦ୍ବାରା ହୋଲି ମାତାଙ୍କ ଆଶୀର୍ବାଦ ବଜାୟ ରହେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *