Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ମହିଳା କେବେବି ମାଆ ବନି ପାରନ୍ତି ନାହିଁ, ଆପଣ ଆପଣ ଆଚାର୍ଯ୍ୟ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଏଭଳି ସ୍ତ୍ରୀ କେବେବି ମାଆ ହୋଇ ପାରନ୍ତି ନାହିଁ। ଯଦି ଆପଣଙ୍କର ମଧ୍ୟ ସନ୍ତାନ ନାହାନ୍ତି, ତାହେଲେ ଏହି ସୂଚନା ଆପଣଙ୍କ ପାଇଁ। ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କର କୀର୍ତ୍ତି ବିଷୟରେ ଜାଣିଥିବେ। ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ୱାନ, କୂଟନିତିଜ୍ଞ, ଅର୍ଥଶାସ୍ତ୍ରୀ ଥିଲେ। ସେ ତାଙ୍କ ବୁଦ୍ଧି ଓ ପାଣ୍ଡିତ୍ୟ ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜଗାଦିରେ ବସାଇ ଥିଲେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଅନେକ ଜୀବନ ପରିବର୍ତ୍ତନ କରିବାର ଉପଦେଶ ବର୍ଣ୍ଣନା କରି ଯାଇଛନ୍ତି। ଏହାକୁ ପ୍ରୟୋଗ କରି ମନୁଷ୍ୟ ନିଜ ଜୀବନକୁ ସହଜ ଓ ସରଳ କରି ପାରିବ।

କହିବାକୁ ଗଲେ ବିବାହିତ ପତି ଓ ପତ୍ନୀଙ୍କ ପାଇଁ ସବୁଠାରୁ ଦୁଃଖଦ ଘଟଣା ହେଉଛି ସନ୍ତାନ ନହେବା। ସନ୍ତାନରୁ ବଞ୍ଚିତ ହେବା ଦ୍ଵାରା ପରିବାରରେ ଦୁଃଖ ଓ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ପତି ଓ ପତ୍ନୀ ପିତା ମାତା ହେବାରୁ ବଞ୍ଚିତ ହୋଇଥାନ୍ତି। ଏହି ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ବିସ୍ତାର ରୂପରେ ବର୍ଣ୍ଣନା କରିଛନ୍ତି। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ପତି ବା ପତ୍ନୀ ତାଙ୍କ ପୂର୍ବ ଜନ୍ମରେ କୌଣସି ପଶୁପକ୍ଷୀ ମାନଙ୍କୁ କଷ୍ଟ ଦେଇଥିବେ, ତାହେଲେ ପରଜନ୍ମରେ ଆପଣଙ୍କୁ ସନ୍ତାନହୀନ ହେବାକୁ ପଡିପାରେ। ଯଦି କୌଣସି ପତି ପତ୍ନୀ କୌଣସି ପଶୁର ସନ୍ତାନକୁ ମାଂସ ହିସାବରେ ସେବନ କରନ୍ତି, ତାହେଲେ ତାଙ୍କୁ ପର ଜନ୍ମରେ ସନ୍ତାନରୁ ବଞ୍ଚିତ ହେବାକୁ ପଡ଼ିଥାଏ। ଯଦି କୌଣସି ପତିପତ୍ନୀଙ୍କ ମଧ୍ୟରେ ଜଣକର କର୍ମ ଖରାପ ରହିଥିବ, ତାହେଲେ ମଧ୍ୟ ସନ୍ତାନ ସୁଖ ପ୍ରାପ୍ତ ହୋଇ ନଥାଏ।

ଯଦି ଆପଣ ଏହି ଜନ୍ମରେ କୌଣସି ଶିଶୁକୁ ହଇରାଣ କରିଛନ୍ତି ବା କୌଣସି ପଶୁକୁ କଷ୍ଟ ଦେଇଛନ୍ତି, ତାହେଲେ ଆପଣଙ୍କୁ କେବେବି ଈଶ୍ବରଙ୍କ କୃପା ପ୍ରାପ୍ତ ହେବ ନାହିଁ। ଯଦି ଆପଣ ସନ୍ତାନ ସୁଖ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଘରକୁ ଆସୁଥିବା ପଶୁପକ୍ଷୀ ବା ପଶୁପକ୍ଷୀ ମାନଙ୍କ ସନ୍ତାନକୁ ଭୋଜନ କରାନ୍ତୁ। ଏହାସହିତ ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଭାବନା ରଖନ୍ତୁ ଏବଂ ନିଜ ମଧ୍ୟରେ ମାନବିକତା ରଖନ୍ତୁ। ଦେଖିବେ ଆପଣଙ୍କ ଉପରେ ଈଶ୍ବରଙ୍କ କୃପା ଦୃଷ୍ଟି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *