Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୨୬ ବଡ଼ ଗୁରୁବାର : ଚୁପଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ଗୋଟେ ମୁଦ୍ରା ! ହୋଇଯିବେ ମାଲାମାଲ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଦିନ ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ଵତୀ ପୂଜା ପାଳିତ ହୋଇଥାଏ। ଆମ ଜାଣତରେ ହେଉ ଅବା ଅଜାଣତରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଏହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଆଜିର ମହଙ୍ଗା ଦୁନିଆରେ ଆପଣ କଠିନ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ସଫଳତା ହାସଲ କରି ପାରନ୍ତି ନାହିଁ।

ଘରର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଆପଣଙ୍କୁ ଆଜି ଆମେ କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ଚିନ୍ତା ଦୂର ହୋଇଯିବ। ଗୋଟେ ଲାଲ କପଡ଼ାରେ ଗୋଟେ ମୁଦ୍ରା ଓ ଗୋଟେ ଲବଙ୍ଗ ରଖି ବାନ୍ଧି ଦିଅନ୍ତୁ ତାପରେ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପାଖରେ ରଖି ପୂଜାର୍ଚ୍ଚନା କରନ୍ତୁ। ତାପରେ ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ।

ଯଦି ଆପଣ ଋଣ ଭାରତରେ ବୁଡି ରହିଛନ୍ତି, ତାହେଲେ ଗୋଟେ ଲାଲ କପଡ଼ାରେ ଅଳ୍ପ ଅରୁଆ ଚାଉଳ ଏବଂ ଗୋଟେ ଏକ ଟଙ୍କା ମୁଦ୍ରା ରଖି ଏହାକୁ ବାନ୍ଧି ନିଜ ମୁଣ୍ଡ ଚାରି ପଟରେ ବୁଲାଇ ବାହାରେ ଅଶ୍ୱତ୍ଥ ଗଛ ମୂଳରେ ରଖି ଘରକୁ ଫେରି ଆସନ୍ତୁ। ଯଦି ଆପଣ ଅତ୍ୟନ୍ତ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ତାହେଲେ ଆପଣ ପ୍ରଥମେ ଗୋଟେ ମାଟିର କଳସ ନିଅନ୍ତୁ। ଏଥିରେ ସ୍ଵସ୍ତିକ ଚିହ୍ନ ଆଙ୍କି ପାଣି ଭରି ନିଅନ୍ତୁ। ତାପରେ ସେଥିରେ ଗୋଟେ ଏକ ଟଙ୍କା ମୁଦ୍ରା ପକାଇ ରଖନ୍ତୁ।

ଏଭଳି ପଞ୍ଚରୁ ଛଅ ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣ ଋଣ ଭାରରୁ ମୁକ୍ତି ପାଇଁ ଯିବେ। ଯଦି ଆପଣ ଠାକୁର ଘରେ ଗୋଟେ ମୁଦ୍ରା ରଖିବେ ରହିଲେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ। ନିଜ ପର୍ସରେ ସର୍ବଦା ଗୋଟେ କଏନ ରଖନ୍ତୁ, ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର କୃପା ବୃଦ୍ଧି ହୋଇଥାଏ। ପ୍ରତ୍ୟେକ ଶନିବାର ଦିନ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ, ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ। ଆପଣଙ୍କ ଉପରେ ଈଶ୍ବରଙ୍କ କୃପା ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *