Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୨୬ ବସନ୍ତ ପଞ୍ଚମୀ ଦିନ ଏହି ୩ ଟି ଜିନିଷ କାହାକୁ ବି ଦାନ କରନ୍ତୁ ନାହିଁ,ନଚେତ ପୁରା ପରିବାର ବର୍ବାଦ ହୋଇଯିବ

ସେୟାର୍ କରନ୍ତୁ

ଯଦି ଆପଣ ବସନ୍ତ ପଞ୍ଚମୀରେ ଦାନ କରୁଛନ୍ତି ତେବେ ଭୁଲରେ ବି ଏହିସବୁ ଜିନିଷର ଦାନ କରନ୍ତୁ ନାହିଁ । ନଚେତ ଓଲଟା ଆପଣଙ୍କ ପଛରେ ଦୁର୍ଭାଗ୍ୟ ଲାଗିଯିବ । ମାତା ସରସ୍ୱତୀ କ୍ରୋଧିତ ହୋଇଯିବେ । ପିତୃ କ୍ରୋଧିତ ହେବେ ଏବଂ ଘର ପରିବାର ନଷ୍ଟ ହୋଇଯିବ । ଅଜାଣତରେ ଏହିସବୁ ଜିନିଷର ଦାନ ଆଦୋୖ କରନ୍ତୁ ନାହିଁ । ଚଳିତ ବର୍ଷ ବସନ୍ତ ପଞ୍ଚମୀ ତିଥିର ଆରମ୍ଭ ଜାନୁଆରୀ ୨୫ ଦ୍ୱିପ୍ରହର ୧୨.୩୪ ରୁ ଆରମ୍ଭ ହେବ ।

ଏହାର ସମାପ୍ତି ଜାନୁଆରୀ ୨୬ , ସକାଳ ୧୦.୨୮ ରେ ହେବ । ତେଣୁ ବସନ୍ତ ପଞ୍ଚମୀ ପୂଜା ଜାନୁଆରୀ ୨୬ ରେ ସକାଳ ୦୭.୦୭ ରୁ ୧୨.୩୫ ପର୍ଯ୍ୟନ୍ତ କରାଯାଇ ପାରିବ । ଏହିଦିନ ନିଶ୍ଚିତ ଦାନ କରନ୍ତୁ । ଦାନ ନିତାନ୍ତ ଉପଯୋଗୀ ଅଟେ । ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟକୁ ନିଜ ଜୀବନକାଳ ମଧ୍ୟରେ ନିଶ୍ଚିତଭାବେ ୨ ଥର ଗୁପ୍ତ ଦାନ କରିବା ଉଚିତ ।

କିନ୍ତୁ କିଛି ଜିନିଷ ଅଛି ଯାହାକୁ ଦାନ କରିବା ଆଦୋୖ ଉଚିତ ନୁହେଁ । ଶିବ ମହାପୁରଣ ଅନୁଯାୟୀ ଏମିତି ୬ ପ୍ରକାରର ବସ୍ତୁ ଅଛି ଯାହାକୁ ଦାନ କରିବା ଦ୍ୱାରା ଓଲଟା ଦୁର୍ଭାଗ୍ୟ ଆସିଥାଏ । ବସନ୍ତ ପଞ୍ଚମୀ ଦିନ ଆପଣ ମାତା ସରସ୍ୱତୀଙ୍କ ସମ୍ବନ୍ଧୀୟ ଜିନିଷ ସ୍କୁଲ ପୋଷାକ , ପୁସ୍ତକ , ଖାତା ପେନସିଲ ଆଦି ଦାନ କରି ପାରିବେ । ଏହିସବୁ ଜିନିଷ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

ଏହାଦ୍ବାରା ମନୁଷ୍ୟ ବିଦ୍ୟା କ୍ଷେତ୍ରରେ ସଫଳତା ହାସଲ କରିଥାଏ । ଏହାବ୍ୟତୀତ ଶନିବାର ଦିନ ବିଶେଷ କରି ଲୁଣ ଦାନ କଲେ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯାଏ । ମାତ୍ର ଲୁଣ କେବେ ହାତରୁ ହାତକୁ ଦିଅନ୍ତୁ ନାହିଁ ଏବଂ ସାଧାରଣ ଲୁଣ ହିଁ ଦାନ କରନ୍ତୁ । ଏହି ଲୁଣ ସର୍ବଶ୍ରେଷ୍ଠ ହୋଇଥାଏ ।

ଦ୍ଵିତୀୟରେ ଯଦି ଆପଣ ଗୁଡ଼ ଦାନ କରନ୍ତି ତେବେ ଏହାଦ୍ବାରା ଆପଣଙ୍କ ସମ୍ପୂର୍ଣ୍ଣ ମଧୁର ହୋଇଥାଏ । ଗୁଡ଼ ଦାନ କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ । ତେବେ ତାହା କୌଣସି ପ୍ରକାରର ସମ୍ପର୍କ ହୋଇଥାଉ ନା କାହିଁକି । ଗୁଡ଼ ଦାନ କରିବା ଦ୍ୱାରା ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ମଧୁରତା ଆସିଥାଏ । ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇଥାଏ କିମ୍ବା ପରିବାରରେ ସଂପର୍କ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ସୋମବାର ଦିନ ଭଗବାନ ଶିବଙ୍କୁ ନିଶ୍ଚୟ ଗୁଡ଼ ଅର୍ପିତ କରନ୍ତୁ କିମ୍ୱା ଗାଈକୁ ଗୁଡ଼ ମିଶା ରୁଟି ଖାଇବାକୁ ଦିଅନ୍ତୁ । ସୋମବାର ଦିନ ତିଳ ଦାନ କରିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ।

ତାହା କୌଣସି କ୍ଷେତ୍ରରେ ହୋଇଥାଉ ନା କାହିଁକି । ଅନେକ ସମୟରେ ବ୍ୟକ୍ତି ଖୁବ ପରିଶ୍ରମ କରି ମଧ୍ୟ ଇଣ୍ଟରଭିଉରେ ଉତ୍ତୀର୍ଣ୍ଣ ହୋଇପାରେ ନାହିଁ । ତେଣୁ ଯଦି ଆପଣ ସୋମବାର ଦିନ ତିଳ ଦାନ କରନ୍ତି ତେବେ ଏହି ସମସ୍ୟା ଦୂରେଇ ଯିବ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସୁଧାର ଆସିବ । ଘିଅ ଦାନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯାଏ ।

ଯଦି ଘରର କୌଣସି ଛୋଟ ପିଲା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଛି ତେବେ ତାଙ୍କ ଦେହରୁ ଘିଅ ସ୍ପର୍ଶ କରାଇ ଦାନ କରି ଦିଅନ୍ତୁ । ଦେଖିବେ ଚମତ୍କାର ଭାବରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ଗାଈ ଘିଅ ଦାନ ସବୁଠାରୁ ଉତ୍ତମ ଏବଂ ପବିତ୍ର ହୋଇଥାଏ । ମହାଦେବଙ୍କୁ ଘିଅ ଅର୍ପିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ଏହାଦ୍ବାରା ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସୋମବାର ଦିନ କୌଣସି ପ୍ରକାରର ଶସ୍ୟ ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ତେବେ ସୋମବାର ଦିନ କୌଣସି ଗରିବଙ୍କୁ ଦାନ ଗହମ ଦାନ କରି ପାରିବେ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଜୟ ରହେ । ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ ଘରର ଅସ୍ଥାୟୀ ଭାବରେ ରହନ୍ତି । ଏହାବ୍ୟତୀତ ଭାଗ ଭଗବାନ ଶିବ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *