Excuse Me Odisha

ଯାହା କହିବୁ ସତ କହିବୁ

୭୦୦ ବର୍ଷ ପରେ ପ୍ରଭୁ ହନୁମାନ ହେଲେ ପ୍ରସନ୍ନ, ଏହି ଚାରୋଟି ରାଶିର ଲୋକଙ୍କର ଭାଗ୍ୟ ବଦଳିବାକୁ ଯାଉଛି,ରାତାରାତି ହୋଇଯିବେ ମାଲାମାଲ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ମାନ୍ୟତା ଅନୁସାରେ ଦେବତା ମାନଙ୍କ ମଧ୍ୟରେ ପ୍ରଭୁ ହନୁମାନ ହିଁ ପ୍ରତ୍ୟେକ ଯୁଗରେ ଅମର ହୋଇ ରହିଛନ୍ତି। ଦେବୀ ଅଞ୍ଜନୀଙ୍କ ଔରସରୁ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। କୁହାଯାଏ କି ପ୍ରଭୁ ହନୁମାନ ଜନ୍ମ ହେବା ପରେ ତାଙ୍କୁ ଭାରି ଜୋରରେ ଭୋକ ଲାଗିଲା ଏବଂ ସେ ଆକାଶକୁ ଉଡ଼ି ଗଲେ ଓ ସୂର୍ଯ୍ୟଙ୍କୁ ଲାଲ ହେବାର ଦେଖି ତାଙ୍କୁ ଫଳ ଭାବରେ ଗିଳି ପକାଇଲେ।

ସେହିଦିନ ରାହୁ ସୂର୍ଯ୍ୟଙ୍କୁ ଗ୍ରାସ କରିବା ପାଇଁ ଆସିଥିଲା। କିନ୍ତୁ ପ୍ରଭୁ ହନୁମାନଙ୍କୁ ଦେଖି ସେ ଅନ୍ୟ କୌଣସି ରାହୁ ଭାବି ନେଲା। ତାପରେ ଦେବତାଙ୍କ ରାଜା ଇନ୍ଦ୍ର ପ୍ରଭୁ ହନୁମାନଙ୍କ ଉପରେ ବଜ୍ର ପ୍ରହାର କଲେ, ଯାହାଫଳରେ ହନୁମାନଙ୍କୁ ଆଘାତ ଲାଗିଲା ଓ ସେହିଦିନ ଠାରୁ ହନୁମାନ ନାମ ଆଜି ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଏହି ସମୟରେ ଧନୁ ରାଶିର ଏବଂ ମଙ୍ଗଳ ଗ୍ରହ ମକର ରାଶିରେ ଅବସ୍ଥାନ କରିଛନ୍ତି। ଆପଣଙ୍କୁ କହି ରଖୁଛୁ କି, ଶନି ଗ୍ରହ ଓ ମଙ୍ଗଳ ଗ୍ରହର ସଂଯୋଗ ୭୦୦ ବର୍ଷ ପରେ ବହୁତ ଶୁଭ ହେବାକୁ ଯାଉଛି। ଯାହାଦ୍ଵାରା ଚାରୋଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏମାନଙ୍କ ଜୀବନ ସୁଖଶାନ୍ତିରେ ଭରି ଯିବ ଏବଂ ଆର୍ଥିକ ଲାଭ ପ୍ରାପ୍ତ ହେବ। ତେବେ ଆସନ୍ତୁ ସେହି ଚାରୋଟି ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି :-

ଏହି ରାଶିର ଲୋକେ ବହୁତ ପ୍ରଭାବୀ ଏବଂ କୋମଳ ହୃଦୟର ହୋଇଥାନ୍ତି। ଏମାନେ ସବୁ ସମ୍ପର୍କକୁ ସୁଦୃଢ ରଖି ଥାନ୍ତି। ବ୍ୟବସାୟ କ୍ଷେତ୍ରରେ ଏମାନେ ଲାଭ ପ୍ରାପ୍ତ କରିବେ। ଆପଣଙ୍କୁ ନିଜ ସକାରାତ୍ମକ ଗୁଣ ପ୍ରଦର୍ଶନ କରିବା ଉଚିତ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରିବା ଆବଶ୍ୟକ। ଘରର ଆର୍ଥିକ ସଙ୍କଟ ଦୂର ହୋଇଯିବ।

ସିଂହ ରାଶି :-

କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ପାରିବାରିକ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣ କୌଣସି ଧାର୍ମିକ ସମାରୋହରେ ଯାଇ ପାରନ୍ତି। ଧ୍ୟାନ ରଖନ୍ତୁ କି, ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବା ଦ୍ୱାରା ଆପଣଙ୍କ ବଜେଟ ବିଗିଡି ଯାଇପାରେ। ଘରେ କୌଣସି ଲୋକଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ବାହାର ଲୋକେ ଆପଣଙ୍କ ପରିବାର ଭିତରେ ହସ୍ତକ୍ଷେପ ନକରିବା ପାଇଁ ଧ୍ୟାନ ଦିଅନ୍ତୁ।

କୁମ୍ଭ ରାଶି :-

ଆପଣଙ୍କୁ ଦାୟିତ୍ବହୀନ ହେବା ଉଚିତ ନୁହେଁ। ପରିବାରରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ଯଦି ଆପଣ କୌଣସି କଥାରେ ଚିନ୍ତିତ ରହିଛନ୍ତି, ତାହେଲେ ଅନୁଭବୀ ବା ଘରର ବରିଷ୍ଠ ବ୍ୟକ୍ତିଙ୍କ ସହିତ ପରାମର୍ଶ କରନ୍ତୁ। ଅଫିସରେ ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଛାତ୍ରଛାତ୍ରୀଙ୍କୁ ପାଠପଢା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି

ମକର ରାଶି :-

କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣ ଯୋଜନା ପ୍ରସ୍ତୁତ କରିବେ। କ୍ୟାରିୟର ସହିତ ଜଡିତ କିଛି ସମସ୍ୟାର ସମାଧାନ କରିବେ। ଘରେ କଳି ଝଗଡାରୁ ଦୂରେଇ ରୁହନ୍ତୁ। ସବୁ କ୍ଷେତ୍ରରେ ଧର୍ଯ୍ୟ ରଖନ୍ତୁ, ଦେଖିବେ ସଫଳତା ଆପଣଙ୍କ ପାଖ ଛାଡ଼ି ଯିବ ନାହିଁ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ପିତାମାତାଙ୍କ ଆଶୀର୍ବାଦ ନେଇ ସବୁ କାର୍ଯ୍ୟରେ ହାତ ଦିଅନ୍ତୁ, ଦେଖିବେ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *