Excuse Me Odisha

ଯାହା କହିବୁ ସତ କହିବୁ

ଭର୍ସଙ୍ଗା ପତ୍ର ହୋଇଥାଏ ଶନିଦେବଙ୍କ ଅତ୍ୟନ୍ତ ପ୍ରିୟ । ନିଶ୍ଚିତ ଜାଣି ନିଅନ୍ତୁ କିଛି ବିଶେଷ ଉପାୟ ।

ସେୟାର୍ କରନ୍ତୁ

ଭୁଶୁଙ୍ଗା ପତ୍ର ଯାହା କୁ ନିମ ପତ୍ର ବି କୁହା ଯାଏ । ଏହାକୁ ହରତ ରେ ଅଧିକ ମାତ୍ରା ରେ ବ୍ୟବହାର କରାଯାଇଥାଏ । ଏହି ଦୁଗନ୍ଧିତ ପତ୍ର ରୁ ନା କେବଳ ଖାଦ୍ୟ ରେ ସୁଗନ୍ଧ ଆସେ ଏହା ବହୁତ ଉପକାରୀ ମଧ୍ୟ। ଏହାକୁ ସମସ୍ତେ ଜାଣନ୍ତି କ ଏହାକୁ ସମସ୍ତେ ନିଜ ଘରେ ମଧ୍ୟ ଲଗାନ୍ତି । କିନ୍ତୁ ଏହାର ବଡ ବୃକ୍ଷ ଘରେ ରହିବା ବହୁତ ଅସୁବିଧା ଜନକ ହେଇଥାଏ ।ଏହା ଦ୍ୱାର ଘରେ ଧନ ସମ୍ପତ୍ତି ରେ ହାନୀ ଘଟେ ଆଉ ସମାର୍କ ରେ ହାନୀ ଘଟେ । ଏହା ଶନିଙ୍କ ବାଧାକୁ ଦୂର କରିଥାଏ । ଆଜି ଆମେ ଆପଣଙ୍କୁ ସେହି ପତ୍ରର ଗୁଣ ଏବଂ ଘର ପରିସରରେ ତାହାକୁ କିପରି ରଖିବା ଉଚିତ ସେହି ବିଷୟରେ କହିବୁ । ଯାହାଦ୍ୱାରା ଘରେ ଦୁର୍ଭାଗ୍ୟ ଆସିବ ନାହିଁ ।

ଆୟୁର୍ବେଦରେ ଭର୍ସଙ୍ଗା ପତ୍ରର ଗୁଣ ବିଷୟରେ ବର୍ଣ୍ଣିତ ହୋଇଛି । ଅନେକ ରୋଗ , କଟିଯିବା କିମ୍ବା ଛିଡ଼ିଯିବା ଭଳି ସମସ୍ୟା ପାଇଁ ଏହି ପତ୍ରକୁ ଉପଯୋଗ କରାଯାଏ । ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ହୋଇଥାଏ ଏବଂ ଏହାବ୍ୟତୀତ ଶନି ଦୋଷାକୁ ଦୂର କରିବା ପାଇଁ ଏହା ଲାଭକାରୀ ସିଦ୍ଧ ହୋଇଥାଏ ।

ଯେଉଁ ବ୍ୟକ୍ତିର ଭାଗ୍ୟରେ ଶନି ଗ୍ରହ ଦୋଷ ରହିଥାଏ ସେହି ବ୍ୟକ୍ତିକୁ ବିନା କୌଣସି ପରିଶ୍ରମରେ ଲାଭ ମିଳି ନଥାଏ । ଏପରି ବ୍ୟକ୍ତି ସବୁବେଳେ ଚିନ୍ତାରେ ରହିଥାଏ । ମାତ୍ର ଶନି ଗ୍ରହ ଦୃଢ଼ ଥିଲେ ସେହି ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳ ହୋଇଥାଏ । ଏହି ପତ୍ରର ବ୍ୟବହାର ତନ୍ତ୍ର କ୍ରିୟାକୁ କାଟିବା ପାଇଁ ବ୍ୟବହୃତ ହେଉଛି ।

ବ୍ୟକ୍ତିର ଶନି ଗ୍ରହ ଦୃଢ଼ ଥିଲେ ସେ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ । ତେଣୁ ଶନି ଗ୍ରହକୁ ଦୃଢ଼ କରିବା ପାଇଁ ଶନିବାର ଦିନ ଶନି ମନ୍ଦିରରେ ଲୁହା ବସ୍ତୁ ଚଢ଼ାଇବା ଉଚିତ । ଏହାବ୍ୟତୀତ ଭରସୁଙ୍ଗା ପତ୍ର ଖାଇବା ଦ୍ୱାରା ସେଥିରେ ଆଇରନ ଅଧିକ ଥାଏ ତେଣୁ ତାହାକୁ ଖାଇବା ଦ୍ୱାରା ଶନି ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଏହି ପତ୍ର ସ୍ୱାସ୍ଥ୍ୟ ଏବଂ କେଶ ପାଇଁ ଅତ୍ୟନ୍ତ ଉତ୍ତମ ହୋଇଥାଏ ।

ଯଦି ଆପଣ ପ୍ରତ୍ୟେକ ଦିନ ଏହି ପତ୍ର ସେବନ କରନ୍ତି ତେବେ ଆଖି ସମ୍ବନ୍ଧୀୟ ସମସ୍ୟା ହେବ ନାହିଁ । ତେଣୁ ସବୁ ତରକାରୀରେ ଏହାକୁ ବ୍ୟବହାର କରନ୍ତୁ । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କର ଶନି ଗ୍ରହ ଅତ୍ୟନ୍ତ ଦୃଢ଼ ଥାଏ ଏବଂ ସେମାନେ ଭରସୁଙ୍ଗା ପତ୍ର ଖାଇବାକୁ ଅତ୍ୟନ୍ତ ଭଲ ପାଆନ୍ତି । ଏହି ବ୍ୟକ୍ତି ମାନେ ଶନିବାର ଦିନ ଶନିଦେବଙ୍କୁ ପୂଜା କରି ଭରସୁଙ୍ଗା ପତ୍ର ଚଢ଼ାଇବା ଉଚିତ ।

ଯଦି ଘର ପରିସରରେ ଭରସୁଙ୍ଗା ପତ୍ର ଅଧିକ ଉଚ୍ଚ ହୋଇଯାଏ ତେବେ ଏହା ଘର ପାଇଁ ଅଧିକ ଅଶୁଭ ହୋଇଥାଏ । ଘରର ମୁରବୀଙ୍କ ଠାରୁ ଏହା ଅଧିକ ଉଚ୍ଚ ନହେବା ଉଚିତ ନଚେତ ଘର ଉପରକୁ ବିପଦ ଆସିଥାଏ । ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ । ମୁରବୀଙ୍କ ଚାକିରୀ ମଧ୍ୟ ଯାଇପାରେ । ଧନ ହାନୀ ଏବଂ ସମ୍ମାନ ହାନୀ ହୋଇଥାଏ । ବିଦ୍ୟାର୍ଥୀଙ୍କ ପାଠ ମନେ ରହେ ନାହିଁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ତିନି ଫିଟରୁ ଉଚ୍ଚ ଭରସୁଙ୍ଗା ଗଛ ଘରେ ରଖନ୍ତୁ ନାହିଁ । ଯଦି ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ ତେବେ ଭରସଙ୍ଗା ପତ୍ରକୁ ପେଶୀ ନାଭିରେ ଲଗାଇ ଶୁଅନ୍ତୁ । ଏହାଦ୍ବାରା ଆପଣଙ୍କ ଶନି ଗ୍ରହ ମଜବୁତ ହେବ ଏବଂ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *