Excuse Me Odisha

ଯାହା କହିବୁ ସତ କହିବୁ

୨୫ ଦିନ ପର୍ଯ୍ୟନ୍ତ ଶନିଙ୍କ ରାଶିରେ ରହିବେ ଶୁକ୍ର ଗ୍ରହ, ଏହାର ପ୍ରଭାବରେ ଏହି ରାଶିର ଲୋକେ ରାତାରାତି ହେବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶୁକ୍ର ଗ୍ରହ ଜାନୁଆରୀ ୨୨ ତାରିଖ ଦିନ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହିଦିନ ସନ୍ଧ୍ୟା ୪:୦୩ ମିନିଟରେ ନିଜ ମିତ୍ର ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ। ଶନି ଗ୍ରହ କୁମ୍ଭ ରାଶିର ଜାନୁଆରୀ ୧୭ ତାରିଖ ପାଖରୁ ଅବସ୍ଥାନ କରିଛନ୍ତି।

ଶୁକ୍ର ଗ୍ରହକୁ ଐଶ୍ୱର୍ଯ୍ୟ, ଧନ ପ୍ରାପ୍ତି, ସୁଖ ସୁବିଧାର କାରକ ଗ୍ରହ ମାନା ଯାଇଥାଏ। ଶୁକ୍ର ଗ୍ରହ ଜାନୁଆରୀ ୨୨ ତାରିଖ ଦିନ ରାଶି ପରିବର୍ତ୍ତନ କରି ସନ୍ଧ୍ୟା ୪:୦୩ ମିନିଟରେ ନିଜ ମିତ୍ର ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ। ଶନି ଗ୍ରହ କୁମ୍ଭ ରାଶିର ଜାନୁଆରୀ ୧୭ ତାରିଖ ପାଖରୁ ଅବସ୍ଥାନ କରିଛନ୍ତି। ଏହାଦ୍ବାରା ଦୁଇଟି ଗ୍ରହର ସଂଯୋଗ ହୋଇଥାଏ। ଶନିଙ୍କ ରାଶି କୁମ୍ଭରେ ଶୁକ୍ର ଗ୍ରହ ଜାନୁଆରୀ ୨୨ ତାରିଖ ଠାରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ରହିବେ। ଏହାପରେ ଫେବୃଆରୀ ୧୫ ତାରିଖ ଦିନ ରାତି ୮:୧୨ ମିନିଟରେ ଶୁକ୍ର ଗ୍ରହ ମୀନ ରାଶିକୁ ଗୋଚର କରିବେ। ଶୁକ୍ର ଗ୍ରହର ଏହି ରାଶି ପରିବର୍ତ୍ତନ ୫ ଗୋଟି ରାଶିର ଲୋକଙ୍କ ଜୀବନ ବଦଳାଇ ଦେବାର ସଂକେତ ମିଳୁଛି। ଯାହାଫଳରେ ଏହି ପାଞ୍ଚଟି ରାଶିର ଲୋକଙ୍କୁ ଚାକିରି, କ୍ୟାରିୟର, ପ୍ରେମ ସମ୍ବନ୍ଧ, ବ୍ୟବସାୟରେ ଲାଭ ପ୍ରାପ୍ତ ହେବ।

ମେଷ ରାଶି :-

କୁମ୍ଭ ରାଶିରେ ଶୁକ୍ର ଗ୍ରହର ଗୋଚର ହେଲେ, ଏହାର ଶୁଭ ପ୍ରଭାବ ଏହି ରାଶିର ଲୋକଙ୍କ ଉପରେ ପଡ଼ିବ। କ୍ୟାରିୟରରେ ଆଶାନୁରୂପ ସଫଳତା ହାସଲ କରିବେ। ଆର୍ଥିକ ଫାଇଦା ପ୍ରାପ୍ତ ହେବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ମିଥୁନ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ମିଥୁନ ରାଶିର ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବିଦେଶରେ ପାଠ ପଢିବାକୁ ଇଚ୍ଛା ରହିଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଳାଷା ପୂରଣ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ସିଂହ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। କ୍ୟାରିୟରରେ ଅଗ୍ରଗତି କରିବେ ଏବଂ ବ୍ୟବସାୟୀ ମାନେ ଆଶାନୁରୂପ ସଫଳତା ହାସଲ କରିବେ

ମକର ରାଶି:-

ଶୁକ୍ର ଗ୍ରହର ଗୋଚର ଯୋଗୁଁ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ପ୍ରେମ ଜୀବନକୁ ସୁଦୃଢ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ। ଘରର ଆର୍ଥିକ ସଙ୍କଟ ଦୂର ହୋଇଯିବ। ଆୟରେ ବୃଦ୍ଧି ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ହାସଲ କରିବେ।

କୁମ୍ଭ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *