Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୮ ଜାନୁଆରୀ ୨୦୨୩ , ରବିବାର : ବୃଷ,ବିଛା ଏବଂ ମକର ରାଶିର ଲୋକମାନେ ଆର୍ଥିକ ଶକ୍ତି ପାଇବେ, ପଢନ୍ତୁ ଆଜିର ରାଶିଫଳ

ସେୟାର୍ କରନ୍ତୁ

ମେଷ ରାଶି:- କୌଣସି ଆଇନଗତ ବିଷୟରେ ସାମ୍ନା କରିବାକୁ ପଡିପାରେ। ବନ୍ଧୁଙ୍କ ସହଯୋଗ ମିଳିବ। ମନ ଅଶାନ୍ତ ରହିବ। ଶାନ୍ତ ରୁହନ୍ତୁ। ମନରେ ନକରାତ୍ମକ ଚିନ୍ତାର ପ୍ରଭାବ ହୋଇପାରେ। ଚାକିରୀ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କ୍ରୋଧ ଅଧିକ ରହିବ। ପରିବାରରେ କଳହଭରା ପରିବେଶ ରହିବ। ଅନାଵଶ୍ୟକ କ୍ରୋଧ ଏବଂ ଝଗଡା ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ କଠିନର ସାମ୍ନା କରିବାକୁ ପଡିପାରେ। ଧାର୍ମିକ ଆୟୋଜନରେ ଅଂଶଗ୍ରହଣ କରିପାରନ୍ତି।

ବୃଷ ରାଶି:- ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ସଞ୍ଚିତ ଧନର ଅଭାବ ହୋଇପାରେ। ମାଙ୍କ ସହଯୋଗ ମିଳିବ।ମନ ପ୍ରସନ୍ନ ରହିବ। ଲେଖାଲେଖି-ବୌଦ୍ଧିକ କାର୍ଯ୍ୟରେ ସଫଳତା ମିଳିବ। ମାନ-ସମ୍ମାନ ପ୍ରାପ୍ତି ହେବ। ପରିଶ୍ରମ ଅଧିକ ହେବ। ରୋଜଗାରର ବୃଦ୍ଧି ହେବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। କାରବାରରେ ବିସ୍ତାର ହେବ କିନ୍ତୁ ଲାଭର ସମ୍ଭାବନା କମ ଅଛି।

ମିଥୁନ ରାଶି:- ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଚାକିରୀରେ ଅଫିସରଙ୍କ ସହଯୋଗ ମିଳିବ। ସ୍ଥିତି ପରିବର୍ତ୍ତନ ବି ହୋଇପାରେ। ଆତ୍ମବିଶ୍ବାସ ବହୁତ ରହିବ କିନ୍ତୁ ମନ ବହୁତ ଚିନ୍ତିତ ରହିପାରେ। ଵ୍ୟସ୍ତତା ଅଧିକ ରହିବ। ବ୍ୟବସାୟ ପାଇଁ ଯାତ୍ରା ଲାଭଦାୟକ ରହିବ। ମାନସିକ ଚିନ୍ତା ବୃଦ୍ଧି ପାଇପାରେ। ସଞ୍ଚିତ ଧନର କମି ହୋଇପାରେ। ମାଙ୍କ ସ୍ବାସ୍ଥ୍ୟର ଧ୍ୟାନ ଦିଅନ୍ତୁ।

କର୍କଟ ରାଶି:- ଭବନ ସୁଖର ବୃଦ୍ଧି ହୋଇପାରେ। କ୍ରୋଧରୁ ଦୂରେଇ ରୁହନ୍ତୁ। ବାଣୀରେ ମଧୁରତା ରହିବ। କୌଣସି ବି ପୌତୃକ ସମ୍ପତିରେ କାରବାରରେ ଧନ ଲାଭ ହୋଇପାରେ। କ୍ରୋଧ କରନ୍ତୁ ନାହିଁ। ବ୍ୟବଧାନ ଆସିପାରେ। ପାରିବାରିକ ଜୀବନ କଷ୍ଟକର ହୋଇପାରେ ଏବଂ ସଙ୍ଗୀତ ପ୍ରତି ଆଗ୍ରହ ବଢିବ। ଯାନର ସୁଖ ପ୍ରାପ୍ତ ହୋଇପାରେ।

ସିଂହ ରାଶି:- ଆୟରେ ବୃଦ୍ଧି ହେବ। ମାଙ୍କ ଠାରୁ ବସ୍ତ୍ର ଉପହାରରେ ମିଳିପାରେ। ଧର୍ମ-କର୍ମରେ ଆଗ୍ରହ ବଢିବ। କାରବାରକୁ ଆଗକୁ ବଢ଼ାଇବା ପାଇଁ ଆଗ୍ରହ ବଢିବ। କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ୱ ବଢିବ। ଵ୍ୟସ୍ତତା ଅଧିକ ରହିବ। କ୍ଷଣିକରେ ରାଗ କ୍ଷଣିକରେ ଶାନ୍ତ ମନ ଭାବ ଆସିବ। ପରିବାରରେ ମତଭେଦ ଠାରୁ ଦୂରେଇ ରୁହନ୍ତୁ। କୌଣସି ବନ୍ଧୁଙ୍କ ଠାରୁ ରୋଜଗାରର ଅବସର ମିଳିବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ପ୍ରତିକୂଳ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ।

କନ୍ୟା ରାଶି:- ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ବ୍ୟବଧାନ ଆସିପାରେ। ଚାକିରୀରେ ପରିବର୍ତନର ଯୋଗ ବନୁଅଛି। କାର୍ଯ୍ୟକ୍ଷେତ୍ରରେ ପରିଵର୍ତନର ଯୋଗ ବନୁଅଛି। ଆୟରେ ବୃଦ୍ଧି ହେବ। ଆତ୍ମବିଶ୍ୱାସ ଭରପୁର ରହିବ। ଅଫିସରଙ୍କ ସହଯୋଗ ମିଳିବ। ରୋଜଗାରର ମାର୍ଗ ପ୍ରଶସ୍ତ ହେବ। କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। ମାତାପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ନୂତନ ବ୍ୟବସାୟ ପାଇଁ ଯୋଜନା ସଫଳ ରହିବ।

ତୁଳା ରାଶି:- ଚାକିରୀରେ ଅଫିସରଙ୍କ ସହିତ ମତଭେଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବିପରୀତ ପରିସ୍ଥିତି ହୋଇପାରେ।ଘର ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ। ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢିବ। କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରୀରେ ପରିବର୍ତ୍ତନ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସଞ୍ଚିତ ଧନର ବ୍ୟୟ ହୋଇପାରେ। ଅନାଵଶ୍ୟକନ ଚାପରୁ ଦୂରେଇ ରୁହନ୍ତୁ। ଭାଇ ମାନଙ୍କର ସହଯୋଗ ମିଳିବ।

ବିଛା ରାଶି:- ଶିକ୍ଷା କ୍ଷେତ୍ରରେ ବ୍ୟବଧାନ ଆସିପାରେ। ପରିବାରର ସହଯୋଗ ମିଳିବ। ପିତାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ମାଙ୍କ ସାଥ ମିଳିବ। ଚାକିରୀ ଏବଂ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଵ୍ୟସ୍ତତା ଅଧିକ ରହିବ। କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। ଆୟରେ କମି ଏବଂ ଖର୍ଚ୍ଚ ଅଧିକ ହୋଇପାରେ। ମାନସିକ ଶାନ୍ତି ମିଳିବ କିନ୍ତୁ କିଛି ନକରାତ୍ମକ ଚିନ୍ତା ମନକୁ ଆସିବ। ଦୂର ଯାତ୍ରା କରିବାର ଯୋଗ ବନୁଅଛି।

ଧନୁ ରାଶି:- ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ମିଳିବ। ଯାତ୍ରାର ଯୋଗ ରହିଛି। ଆତ୍ମବିଶ୍ବାସ ଭରପୁର ରହିବ କିନ୍ତୁ ମନରେ ନକରାତ୍ମକ ଚିନ୍ତା ଭରପୁର ରହିବ। ଘର ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ। କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ମକର ରାଶି:- ଚାକିରୀରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଆୟରେ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। କୌଣସି ପୁରୁଣା ମିତ୍ରଙ୍କ ସହିତ ପୁନଃ ସମ୍ପର୍କ ହୋଇପାରେ। ଆତବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ପିତାଙ୍କ ଠାରୁ ଧନ ପ୍ରାପ୍ତ ହେବ। ସମ୍ପତିରେ ବିସ୍ତାର ହେବ। ପରିବାରରେ ସୁଖ ଶାନ୍ତି ବନିରହିବ।

କୁମ୍ଭ ରାଶି:- ଚାକିରୀରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ।ଆୟରେ ବୃଦ୍ଧି ହେବ। କୌଣସି ପୁରୁଣା ମିତ୍ରଙ୍କ ସହିତ ପୁନଃ ସମ୍ପର୍କ ହୋଇପାରେ। ଆତବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ପିତାଙ୍କ ଠାରୁ ଧନ ପ୍ରାପ୍ତ ହେବ। ସମ୍ପତିରେ ବିସ୍ତାର ହେବ। ପରିବାରରେ ସୁଖ ଶାନ୍ତି ବନିରହିବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ପିତାଙ୍କ ସହିତ ବୁଝାମଣାରେ ମତଭେଦ ହୋଇପାରେ।

ମୀନ ରାଶି:- ସନ୍ତାନ କଷ୍ଟ ହେବ। କୌଣସି ପୈତୃକ ସମ୍ପତି ପାଇଁ ବିବାଦର ସ୍ଥିତି ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ଯାତ୍ରାର କାର୍ଯ୍ୟକ୍ରମ ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହେବ। ମାନସିକ ଶାନ୍ତି ରହିବ କିନ୍ତୁ ଅନାଵଶ୍ୟକ ଝଗଡା କରନ୍ତୁ ନାହିଁ। ଧର୍ଯ୍ୟରେ କମି ରହିବ। କାର୍ଯ୍ୟକ୍ଷେତ୍ରରେ କଠିନର ସାମ୍ନା କରିବାକୁ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *