Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ଏହି ଗଛ, କେବେବଛାଡ଼ନ୍ତୁ ନାହିଁ ଏହାର ମୂଳକୁ। ଜାଣନ୍ତୁ ସେହି ବିଷୟରେ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ, ତାହା ତାନ୍ତ୍ରିକ କାର୍ଯ୍ୟରେ ପ୍ରୟୋଗ କରାଯାଇଥାଏ। ଏହି ଗଛକୁ ନେଇ ଖାସ ଉପାୟ କଲେ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ସେହି ଗଛ ହେଉଛି ସହଦେବୀ ଗଛ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ଉପାୟ କରିବା ପାଇଁ, ଆପଣ ପ୍ରଥମେ ସହଦେବୀ ଗଛକୁ ପ୍ରଣାମ କରି ସେହି ଗଛର ମୂଳକୁ ଆଣନ୍ତୁ। ଏହି ମୂଳକୁ ଲାଲ କପଡ଼ାରେ ଗୁଡ଼ାଇ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ।

ରୋଷେଇ ଘରେ ସହଦେବୀ ଗଛର ଚେରକୁ ରଖିବା ଦ୍ଵାରା କେବେବି ଅନ୍ନର ଅଭାବ ହୋଇ ନାହିଁ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଗଛର ଚେରକୁ ନେଇ ମଥାରେ ତିଳକ ଲଗାଇଲେ ଶତ୍ରୁ ନାଶ ହୋଇଥାଏ। ଶତ୍ରୁ ଚାହିଁଲେ ମଧ୍ୟ ଆପଣଙ୍କର କିଛି ବିଗାଡି ପାରିବେ ନାହିଁ।

ସହଦେବୀ ଗଛର ମୂଳକୁ ଗଙ୍ଗା ଜଳରେ ଶୁଦ୍ଧ କରି ଠାକୁର ଘରେ ରଖିବା ଦ୍ଵାରା ପରିବାର ସୁଖଶାନ୍ତି ବିଦ୍ୟମାନ ହେବ। ଏହି ଗଛକୁ ଘରକୁ ଆଣିବା ପୂର୍ବରୁ ଧ୍ୟାନ ରଖନ୍ତୁ କି, ଏହାକୁ ଶୁଭ ତିଥି ଯେପରି ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ ତିଥି ଗୁଡିକରେ ଘରକୁ ଆଣନ୍ତୁ।

ସହଦେବୀ ଗଛର ମୂଳକୁ ଘରକୁ ଆଣି ଏହାକୁ ଭଲଭାବରେ ଶୁଖାଇ ପେଶି ନିଅନ୍ତୁ। ତାପରେ ଏହାର ତିଳକ ମୁଣ୍ଡରେ ଲଗାନ୍ତୁ। ଦେଖିବେ ଆପଣ ତିଳକ ଲଗାଇ ଯାହାଙ୍କ ପାଖକୁ ଯିବେ ସେ ବଶୀଭୂତ ହୋଇଯିବେ। ଏହି ଗଛକୁ ଜଳାଇ କାଜଲ ବନାଇ ଆଖିରେ ଲଗାଇଲେ ଆପଣ ପସନ୍ଦ କରୁଥିବା ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *