Excuse Me Odisha

ଯାହା କହିବୁ ସତ କହିବୁ

ଅଟାରେ ଏହି ତିନୋଟି ଜିନିଷ ମିଶାଇ ବନାନ୍ତୁ ରୁଟି, ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ କରିବେ ଧନର ବର୍ଷା। ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପରିବାରରେ କିଛି ଏଭଳି ଲୋକ ରହିଥାନ୍ତି, ଯେଉଁମାନେ ସବୁ କାର୍ଯ୍ୟରେ ଗୁଣ କାଢି ଥାଆନ୍ତି। ବେଳେବେଳେ ପରିବାର ଲୋକେ ଅଧିକ ଅର୍ଥ ଉପାର୍ଜନ କଲେ ମଧ୍ୟ ଜୀବନ ସମସ୍ୟାରେ ଭରି ଯାଉଛି। ଆଜି ଆମେ ଆପଣଙ୍କୁ କିଛି ଏଭଳି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଗହମ ଅଟାରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆବଶ୍ୟକତା ପଡ଼ିଲେ ଅଟା ଚକଟିବା ଉଚିତ। ଶୀଘ୍ର ଶୀଘ୍ର ଅଟା ଚକଟିବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ। ତେଣୁ ଅଟା ଚକଟିବା ସମୟରେ କିଛି ଖାସ କଥା ଉପରେ ଧ୍ୟାନ ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ଅଟାରେ କେଉଁ ଜିନିଷ ମିଶାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଅଟାରେ ମିଶାନ୍ତୁ ଏହି ତିନୋଟି ଜିନିଷ, ଦେବୀ ଲକ୍ଷ୍ମୀ ହେବେ ପ୍ରସନ୍ନ :-

ଅଧିକାଂଶ ମହିଳା ମାନେ ସମୟ ବଞ୍ଚାଇବା ପାଇଁ ସକାଳେ ଅଟା ଚକଟି ରଖି ଦେଇଥାନ୍ତି ଏବଂ ତାହାକୁ ରାତିରେ ରୁଟି ପ୍ରସ୍ତୁତ କରିଥାନ୍ତି। ସନ୍ଧ୍ୟା ସମୟରେ ଏହି ରୁଟିକୁ ସେବନ କଲେ ଅନେକ ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିଥାଏ। ଏହାସହିତ ଆକାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

ସନାତନ ଧର୍ମ ଶାସ୍ତ୍ରରେ ଏଭଳି କରିବା ଅନିଷ୍ଟ ହେବାର କାରଣ ହୋଇଥାଏ ବୋଲି କୁହାଯାଇଛି। ଶାସ୍ତ୍ରରେ କୁହାଯାଇଛି କି, ଚକଟି ଥିବା ଅଟାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ନୁହେଁ। ଏହାଦ୍ବାରା ସେହି ରୁଟି ଶରୀର ପାଇଁ କ୍ଷତି ସାବ୍ୟସ୍ତ ହୋଇଥାଏ। ତେଣୁ ଅଟା ଚକଟି ସାରିବା ପରେ ନିଶ୍ଚିତ ଭାବରେ ସେଥିରେ ଆଂଗୁଳି ଲଗାଇ ଦେବା ଉଚିତ। ନଚେତ ସେଥିରେ ନକାରାତ୍ମକ ଶକ୍ତି ପ୍ରବେଶ କରିଯିବ, ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ।

ଦିନରେ ଚକଟି ଥିବା ଅଟାରେ ରାତିରେ ରୁଟି ପ୍ରସ୍ତୁତ କରି ଖାଇବା ଅତ୍ୟନ୍ତ ହାନିକାରକ ଅଟେ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଦୁଃଖ, ଦାରିଦ୍ର୍ୟତା ଆପଣଙ୍କ ପାଖ ଛାଡ଼ି ଯାଇ ନଥାଏ। ଧ୍ୟାନ ରଖିବେ କି ଚକଟି ଥିବା ଅଟାକୁ କେବେବି ଫ୍ରିଜ ମଧ୍ୟରେ ରଖିବେ ନାହିଁ। ଏଭଳି କରିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ସାଧାରଣତଃ ଅଟା ପ୍ରସ୍ତୁତ କରିବା ପାଇଁ ଆମେ ପାଣିର ବ୍ୟବହାର କରି ଥାଉ। କିନ୍ତୁ ଆପଣ କ୍ଷୀର ମଧ୍ୟ ନେଇ ପାରିବେ। ଏଭଳି କରିବା ଦ୍ଵାରା ଦେବୀ ଅନ୍ନପୂର୍ଣ୍ଣା ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ଆପଣ ରୁଟି ପ୍ରସ୍ତୁତ କରିବା ସମୟରେ ଏହା ଧ୍ୟାନ ରଖନ୍ତୁ କି, ପ୍ରଥମ ରୁଟି ଗାଈକୁ ଏବଂ ଶେଷ ରୁଟି କୁକୁର ପାଇଁ ମଧ୍ୟ ରଖନ୍ତୁ ଏବଂ ଖାଇବାକୁ ଦିଅନ୍ତୁ। ଏହାସହିତ ଆପଣ ରୁଟିକୁ ଛୋଟ ଛୋଟ ଟୁକୁଡ଼ା କରି ପକ୍ଷୀ ମାନଙ୍କୁ ମଧ୍ୟ ଖାଇବାକୁ ଦେଇ ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଯଦି ଆପଣଙ୍କ ଘରେ ସବୁଦିନ କଳିଝଗଡା ବା ଅଶାନ୍ତି ଲାଗି ରହୁଛି,ତାହେଲେ ପ୍ରତ୍ୟେକଦିନ ଗାଈକୁ ଓ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ, ଯାହାଫଳରେ ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *