Excuse Me Odisha

ଯାହା କହିବୁ ସତ କହିବୁ

S ନାମର ବ୍ୟକ୍ତିର ବ୍ୟକ୍ତିତ୍ୱ ହୋଇଥାଏ ଏମିତି । ପ୍ରେମ ସମ୍ବନ୍ଧ ଏବଂ କ୍ୟାରିଅରରେ ପାଇଥାନ୍ତି ସଫଳତା । ଜାଣି ନିଅନ୍ତୁ କିଛି ଖାସ ସ୍ଵଭାବ ।

ସେୟାର୍ କରନ୍ତୁ

ସମସ୍ତଙ୍କ ଜୀବନରେ ନାମର ଖୁବ ମହତ୍ତ୍ୱ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବିଶେଷତ୍ୱ ରଖିଥାନ୍ତି । ପ୍ରତ୍ୟେକ ନାମର କିଛି ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ । ପ୍ରତ୍ୟକ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ S ନାମର ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ , ସ୍ଵଭାବ ଏବଂ ଅନେକ କିଛି କହିବୁ । ସାଧରଣତଃ ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତି ବିଷୟରେ ଅନେକ କିଛି ଜାଣି ହୁଏ ।

S ନାମର ବ୍ୟକ୍ତି ପ୍ରେମ ମାମଲାରେ ଅଧିକ ଗମ୍ଭୀର ହୋଇଥାନ୍ତି । ଏମାନେ କାହାରି ପ୍ରେମରେ ବହୁତ ଜଲଦି ପଡ଼ିବା ସହିତ ଖୁବ ଗମ୍ଭୀର ମଧ୍ୟ ହୋଇଥାନ୍ତି । ଏମାନେ ଯାହା ପ୍ରେମରେ ବି ପଡ଼ନ୍ତି ତାଙ୍କୁ ବେଶ ଅଧିକ ଭଲ ପାଆନ୍ତି । ଏମାନଙ୍କର ଏହି ସ୍ଵଭାବ କାରଣରୁ ଏମାନଙ୍କୁ ସଚ୍ଚା ପ୍ରେମ ମିଳିଥାଏ ।

ଏପରି ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଯେଉଁଠାରୁ ବି ଜ୍ଞାନ ମିଳିଥାଏ ଏମାନେ ଆରୋହଣ କରିଥାନ୍ତି । ନିଜ ବୁଦ୍ଧିମତା ଦ୍ୱାରା ଏମାନେ ନିଜର ସବୁ ସମସ୍ୟାକୁ ଦୂର କରଥାନ୍ତି । ଏମାନେ କମାଣ୍ଡ କରିବାକୁ ମଧ୍ୟ ଇଚ୍ଛା ରଖିଥାନ୍ତି । S ନାମର ପୁଅ କିମ୍ବା ଝିଅ ଅତ୍ୟନ୍ତ ରାହସ୍ୟମୟୀ ହୋଇଥାନ୍ତି । ଏମାନଙ୍କ କଥା ଦ୍ୱାରା ଏମାନଙ୍କ ପ୍ରତି ସମସ୍ତେ ଆକର୍ଷିତ ନିଶ୍ଚିତ ଭାବରେ ହୋଇଥାନ୍ତି ।

ନିଜ ପ୍ରେମ ପ୍ରତି ସଚେତ ରହୁଥିବା ଏହି ଲୋକ ମାନେ ସନ୍ଦେହି ହୋଇଥାନ୍ତି । ଏହାର କାରଣ ହେଉଛି ଯେ ଏମାନେ ନିଜ ପ୍ରେମକୁ କାହା ସହିତ ସେୟାର କରିବାକୁ ଚାହାଁନ୍ତି ନାହିଁ । ସାମାଜିକ ଜୀବନରେ ଏମାନେ ହସମୁଖ ଏବଂ ମିଳନସାର ହୋଇଥାନ୍ତି । ପାର୍ଟି ଏବଂ ଉତ୍ସବର ଅତ୍ୟନ୍ତ ମଜା ଉଠାଇଥାନ୍ତି । ଏମାନେ ବହୁତ ରଚନାତ୍ମକ ହୋଇଥାନ୍ତି । କୌଣସିବି କାମକୁ ଭିନ୍ନ ଅନ୍ଦାଜରେ କରିବା ପସନ୍ଦ କରନ୍ତି ।

ଏମାନଙ୍କୁ ଭିଡ଼ରେ ଚାଲିବା ପସନ୍ଦ ନଥାଏ । ନିଜ ବୁଦ୍ଧିମାନି ଦ୍ୱାରା ସବୁ ସମସ୍ୟାକୁ ସମାଧାନ କରିଥାନ୍ତି । ସେକ୍ସ ପ୍ରତି ଏମାନଙ୍କର ଖାସ ଉତ୍ସାହ ରହିଥାଏ । ଏମାନେ ସାମାନ୍ୟ କ୍ରୋଧି ସ୍ୱଭାବର ହୋଇଥାନ୍ତି । S ନାମର ବ୍ୟକ୍ତି ମାନବୀୟ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ଜୀବନରେ ପ୍ରେମର ଅନେକ ମହତ୍ତ୍ୱ ରହିଥାଏ । ଏମାନଙ୍କ ସ୍ଵଭାବ ନିଡର ହୋଇଥାଏ । ଏମାନଙ୍କୁ ବିଜ୍ଞାନ , କଳା ଏବଂ ଗଣିତ କ୍ଷେତ୍ରରେ ଅଧିକ ସଫଳତା ମିଳିଥାଏ ।

ନିଜ ପରିଶ୍ରମ ବଳରେ ଏମାନେ ସବୁ କିଛି ଜିତି ନିଅନ୍ତି । ଟଙ୍କା ପଇସା ଏବଂ ସମୃଦ୍ଧି ହାସଲ କରିଥିବା ଏହି ବ୍ୟକ୍ତି ମାନେ ସହଜରେ ଏହା କାହାକୁ ଦିଅନ୍ତି ନାହିଁ । ଏମାନେ ଲୋକ ଦେଖାଣିଆ ମଧ୍ୟ କରିଥାନ୍ତି । ଏଥିପାଇଁ ଏମାନଙ୍କୁ ପାର୍ଟି ସମାରୋହକୁ ଯିବା ପସନ୍ଦ ହୋଇଥାଏ ।

କୌଣସି ବି କାମ କରିବାକୁ ଏମାନେ ନିଜର ପୁରା ସାମ୍ୟର୍ଥ ଲଗାଇ ଦିଅନ୍ତି । ଏହାସହିତ ଏମାନେ ଖୁବ ସ୍ୱାଭିମାନି ଏବଂ ନିଡର ହୋଇଥାନ୍ତି । ଅର୍ଥାତ ଏମାନଙ୍କୁ କାହାରି ସାହାଯ୍ୟ ନେବା ପସନ୍ଦ ଥାଏ । ନିଜ ଉପରେ କାବୁ ରଖିବାକୁ ଏମାନଙ୍କର ପୁରା କ୍ଷମତା ଥାଏ । ଏମାନଙ୍କ ପ୍ରତି ଲୋକେ ଖୁବ ଆକର୍ଷିତ ହୋଇଥାନ୍ତି । ଏମାନଙ୍କ କହିବାର ଶୈଳୀ ମଧ୍ୟ ଲୋକଙ୍କୁ ଏମାନଙ୍କ ଦିଗରେ ଆକର୍ଷିତ କରିଥାଏ ।

ଏମାନେ ଖୁବ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ଜ୍ଞାନକୁ ସମସ୍ତଙ୍କ ପ୍ରମୁଖରେ ରଖିଥାନ୍ତି । ଏମାନେ ଜୀବନର ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିଥାନ୍ତି । ଏହି ନାମର ଲୋକେ ଖୁବ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜ ଲକ୍ଷକୁ ପାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ।

ସେୟାର୍ କରନ୍ତୁ

One thought on “S ନାମର ବ୍ୟକ୍ତିର ବ୍ୟକ୍ତିତ୍ୱ ହୋଇଥାଏ ଏମିତି । ପ୍ରେମ ସମ୍ବନ୍ଧ ଏବଂ କ୍ୟାରିଅରରେ ପାଇଥାନ୍ତି ସଫଳତା । ଜାଣି ନିଅନ୍ତୁ କିଛି ଖାସ ସ୍ଵଭାବ ।

Leave a Reply

Your email address will not be published. Required fields are marked *