Excuse Me Odisha

ଯାହା କହିବୁ ସତ କହିବୁ

ଘରୁ ଦାରିଦ୍ର୍ୟତା ଦୂର କରିବା ପାଇଁ ହଳଦୀ ଡବାରେ ମିଶାଇ ଦିଅନ୍ତୁ ଏହି ଗୋଟେ ଜିନିଷ। ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହିର ସ୍ବାଗତ ଜଣାଉଛୁ। ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ ଅଟେ। ଦେବଗୁରୁ ବୃହସ୍ପତି ପ୍ରସନ୍ନ ରହିଲେ ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ହଳଦୀର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ। କହିବାକୁ ଗଲେ ହଳଦୀର ଅନେକ ପ୍ରୟୋଗ ରହିଛି। ହଳଦୀ ମଧ୍ୟରେ ବିଶେଷ ଔଷଧୀୟ ଓ ଦୈବିକ ଗୁଣ ରହିଛି। ବିବାହିତ ଦମ୍ପତିଙ୍କୁ ବିବାହ ପୂର୍ବରୁ ହଳଦୀ ଲଗା ଯାଇଥାଏ, କାରଣ ତାଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ।

ହଳଦୀ ଦାନ କରିବା ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ବାରା ସ୍ବାସ୍ଥ୍ୟ ଉତ୍ତମ ରହିଥାଏ ଏବଂ ବୃହସ୍ପତି ଗ୍ରହ ସୁଦୃଢ ରହିଥାଏ। ଘରର ମୁଖ୍ୟ ଫାଟକ ସାମ୍ନାରେ ଏରୁଣ୍ଡି ବନ୍ଧରେ ହଳଦୀର ରେଖା ଟାଣିଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରି ନଥାଏ। ସ୍ନାନ କରୁଥିବା ସମୟରେ ପାଣିରେ ଅଳ୍ପ ହଳଦୀ ମିଶାଇ ଗାଧୋଇଲେ ଶାରୀରିକ ଓ ମାନସିକ ଶୁଦ୍ଧତା ମିଳିଥାଏ। ବ୍ୟବସାୟ ଓ ବାଣିଜ୍ୟରେ ଆଶାନୁରୂପ ସଫଳତା ପାଇବା ପାଇଁ ହଳଦୀର ପ୍ରୟୋଗ କାରିଗର ସାବ୍ୟସ୍ତ ହୋଇଥାଏ।

ସେଥିପାଇଁ ପ୍ରତ୍ୟେକ ପୂଜାକାର୍ଯ୍ୟ ଓ ଯଜ୍ଞରେ ହଳଦୀର ପ୍ରୟୋଗ ହୋଇଥାଏ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ଅଳ୍ପ ହଳଦୀ ମିଶାଇ ଅର୍ଘ୍ୟ ପ୍ରଦାନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯଦି ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି ବା ଶିକ୍ଷା କ୍ଷେତ୍ରରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି, ତାହେଲେ ଆପଣଙ୍କୁ ଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ଆବଶ୍ୟକ। ଗୁରୁ ଗ୍ରହ ପ୍ରସନ୍ନ ରହିଲେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ସବୁ ସମସ୍ୟାର ସମାଧାନ ଗୋଟେ ଟୋପା ହଳଦୀ।

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ତାହେଲେ ପ୍ରତ୍ୟେକ ଦିନ ହଲଗିର ଟିକା ଲଗାନ୍ତୁ।ଏଭଳି କରିବା ଦ୍ୱାରା ଆପଣ ଧୀରେ ଧୀରେ ବେମାରୀରୁ ମୁକ୍ତି ପାଇ ପାରିବେ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ସ୍ଥିତିରେ ରହିଛି, ତାହେଲେ କାର୍ଯ୍ୟ ବିଗିଡି ଯାଇଥାଏ। ବ୍ୟାପାରରେ ବୃଦ୍ଧି ହୋଇ ନଥାଏ। ତେଣୁ ଆପଣଙ୍କୁ ଗୋଟେ ହଳଦୀର ଖଣ୍ଡ ନେବା ଆବଶ୍ୟକ।

ଏହାକୁ ହଳଦିଆ ସୂତାରେ ବାନ୍ଧି ନିଜ ହାତରେ ବା ଗଳାରେ ପିନ୍ଧି ପାରିବେ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଗୋଟେ ଲୋଟାରେ ପାଣି ନେଇ ସେଥିରେ ଅଳ୍ପ ହଳଦୀ ମିଶାଇ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ସିଞ୍ଚନ କଲେ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ପରିବାର ଉପରେ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *