Excuse Me Odisha

ଯାହା କହିବୁ ସତ କହିବୁ

ଏଲୋବେରା ଫୁଲ ଛାଡ଼ିବେ ନାହିଁ, ସୁନା ରୁପା ଠୁ ବି ମୂଲ୍ୟବାନ, ତୁରନ୍ତ ତୋଳିନେବେ ଆପଣଙ୍କ ଇଶାରା ରେ ଦୁନିଆ ନାଚିବ |

ସେୟାର୍ କରନ୍ତୁ

ଏଲୋବେରା ଯାହାକୁ ଆମେ ସାଧାରଣ ଭାଷା ରେ ଘିଁ କୁଆଁରୀ ବି କହିଥାଉ | ଏହାର ବ୍ୟବହାର ସୌନ୍ଦର୍ଯ୍ୟ ପାଇଁ ହୋଇଥାଏ ଏବଂ ଏହାର ବହୁତ ଔଷଧୀୟ ଗୁଣ ବି ଅଛି | ଆଜି ଆମେ ଆପଣଙ୍କୁ ଏଲୋ ବେରା ର ପୁଷ୍ପ ର ମହାପ୍ରୟୋଗ ବିଷୟ ରେ କହିବୁ | ତେବେ ଆସନ୍ତୁ ଜାଣିବା ; ଏଲୋବେରା ସାଧାରଣତଃ ଚର୍ମ, କେଶ ଏବଂ ସୁନ୍ଦରତା ପାଇଁ ବ୍ୟବହାର କରାଯାଏ | ଯଦି ଏହାକୁ ଆପଣ ନିତ୍ୟ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଚର୍ମ ଜନିତ ସମସ୍ୟା ରୁ ମୁକ୍ତି ମିଳିଥାଏ | ତେବେ ଆସନ୍ତୁ ଜାଣିବା ଏହାର ଚମତ୍କାରୀ ଗୁଣ ବିଷୟରେ ;

1. ଯଦି ଯୁବ ଅବସ୍ଥା ରେ ଆପଣଙ୍କ ମୁହଁ ରେ ବ୍ରଣ ହୁଏ ତେବେ ଏଲୋବେରା ଜେଲ କୁ ଅମୃତ ଭଣ୍ଡା ସହ ମିଶେଇ ଲଗେଇବା ଦ୍ୱାରା ବ୍ରଣ ରୁ ମୁକ୍ତି ମିଳିଥାଏ ଏବଂ ସ୍କିନ ରେ ଗ୍ଲୋ ଆସିଥାଏ | ସେବିଙ୍ଗ କିମ୍ବା ୱାକ୍ସିଙ୍ଗ କରିବା ପରେ ଯେଉଁ ପୋଡା ଜଳା ହୁଏ ସେଥିରୁ ମଧ୍ୟ ଏହି ଜେଲ ମୁକ୍ତି ଦେଇଥାଏ |

2. ଅନେକ ଲୋକ ସୂର୍ଯ୍ୟ କିରଣ ରେ କାମ କରିବା ହେତୁ ସେମାନଙ୍କ ତ୍ୱଚା ଜଳିଯାଏ | ତେବେ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏଲୋବେରା ଜେଲ ସହ ନଡ଼ିଆ ତେଲ ମିଶେଇକି ଲଗେଇବା ଦ୍ୱାର ସ୍କିନ ଗ୍ଲୋ କରିଥାଏ | ଏଲୋବେରା ଜେଲ ଗୋଇଠି ଫଟା ସମସ୍ୟା ରୁ ମଧ୍ୟ ଆରାମ ଦେଇଥାଏ | ରାତିରେ ଶୋଇବା ସମୟ ରେ ଭେସେଲିନ ସହ ଏଲୋବେରା ଜେଲ ଲଗେଇବା ଦ୍ୱାର ଏହି ସମସ୍ୟା ରୁ ମୁକ୍ତି ମିଳିଥାଏ |

3.ଏଲୋବେରା କୁ ଆପଣ ଟୋନେର ପରି ମଧ୍ୟ ବ୍ୟବହାର କରିପାରିବେ | ଏଲୋବେରା ଜେଲ ସହ ଗୋଲାପ ଜଳ ମିଶେଇ ଚେହେରା ରେ ଲଗେଇବା ଦ୍ୱାରା ଚମକ ଆସିଥାଏ | ଆଣ୍ଠୁ, ଗୋଇଠି, ଓଠ କିମ୍ବା ଶାରୀରରେ କଳା ଦାଗ ଦୂର କରିବା ପାଇଁ ଆପଣ ଏଲୋବେରା ଜେଲ ବ୍ୟବହାର କରିପାରିବେ | ଏହା ସହ ବୟସ ବଢିବା ସହ ଚେହେରା ରେ ଭାଙ୍ଗ ପଡ଼ିଯାଏ ସେଥିରୁ ମଧ୍ୟ ମୁକ୍ତି ପାଇବା ପାଇଁ ଏଲୋବେରା ଜେଲ ବ୍ୟବହାର କରାଯାଏ |

4. ମୁଣ୍ଡ ବିନ୍ଧା, ବାତ୍ୱ ଜର, ଡାର୍କ ସର୍କଲ, କେଶ ଝାଡ଼ିବା, ଲିଭର ରେ ହେଉଥିବା ସମସ୍ୟା କୁ ମଧ୍ୟ ଏଲୋବେରା ଦୂର କରିଥାଏ | ଏହା ସହ ଏଲୋବେରା ଜେଲ କୁ ଜଣ୍ଡିସ ପରି ରୋଗକୁ ଠିକ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ | ଏଲୋବେରା ଜେଲ ଶାରୀରକୁ ଥଣ୍ଡା ରଖିଥାଏ, ଏଥିରେ ଥିବା ଆଣ୍ଟି ଅକ୍ସିଜେନ ଶାରୀରରେ ଥିବା ଡେଡ ସେଲ କୁ ଜୀବନ୍ତ କରିଥାଏ |

ଏଲୋବେରା ର ମହାପ୍ରୟୋଗ ;

ଯଦି ଆପଣଙ୍କ କୌଣସି ବିଲଡିଙ୍ଗ, ଘର କିମ୍ବା ପ୍ରୋପର୍ଟି ବିକ୍ରି ହେଉ ନାହିଁ ତେବେ ଏହି ଉପାୟ କରନ୍ତୁ | ମଙ୍ଗଳବାର କିମ୍ବା ଶନିବାର ଦିନ ରାତି ରେ ଗୋଟିଏ ନାଲି କପଡା ରେ ଏଲୋବେରା ରଖି ତାକୁ ଘରର ଈଶାଣ କୋଣ ରେ ରଖନ୍ତୁ | ଏହା ସହ ମୌଲି, ସିନ୍ଦୁର, ଚାଉଳ ଏବଂ ଟିକିଏ ମିଠା ବସ୍ତୁ ରଖନ୍ତୁ | ଏହା ପରେ ପରଦିନ ସକାଳେ ଏହି କପଡା କୁ ଭଲ ରେ ବାନ୍ଧି କୌଣସି ନଦୀରେ ପ୍ରବାହିତ କରିଦିଅନ୍ତୁ | ଏହା ପରେ ଆପଣଙ୍କ ସବୁ ସମସ୍ୟା କିଛି ଦିନ ମଧ୍ୟ ରେ ଦୂର ହେଇଯିବ |

ତେବେ ଯଦି ଆପଣଙ୍କ ଇଲୋବେରା ରେ ଫୁଲ ଫୁଟିଛି ତେବେ ଏହାକୁ ସମ୍ଭାଳିକି ରଖିଦିଅନ୍ତୁ | ଏହା ଆପଣଙ୍କୁ ସମସ୍ତ ସମସ୍ୟା ରୁ ମୁକ୍ତି ଦେବ | ଏଲୋବେରା ଫୁଲ ଆସିବା ର ଅର୍ଥ ଆପଣଙ୍କ ବାସ୍ତୁ ଠିକ ଅଛି, ଘରେ କୌଣସି ନକାରାତ୍ମକ ଶକ୍ତି ନାହିଁ, ଏବଂ ଏହା ସହ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି | କେବଳ ଏଲୋବେରା ଫୁଲ ଫିଟିଯିବା ହିଁ ଅତ୍ୟନ୍ତ ଫଳଦାୟୀ ହୋଇଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *