Excuse Me Odisha

ଯାହା କହିବୁ ସତ କହିବୁ

ଗୋଟେ ମୁଠା ଚାଉଳକୁ ନେଇ କରନ୍ତୁ ଏହି ଖାସ ଉପାୟ, ଖୁବ୍ ଶୀଘ୍ର ପରିବାର ଉପରେ ହେବ ଧନବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଯାଉଛୁ। ଯଦି ଆପଣଙ୍କ ମନବାଞ୍ଛା ପୂରଣ ହେଉ ନାହାନ୍ତି ବା ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ କିଛି ଖାସ ଉପାୟ ପ୍ରୟୋଗ କରିବାକୁ ପଡ଼ିବ। ଶାସ୍ତ୍ରରେ ମନୁଷ୍ୟର ଜୀବନକୁ ସହଜ ଓ ସରଳ କରିବା ପାଇଁ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଏକ ଖାସ ଉପାୟ ପାଇଁ ଯେଉଁ ସାମଗ୍ରୀ ବିଷୟରେ କହିବାକୁ ଯାଉଛୁ। ତାହା ହେଉଛି – ଚାଉଳ, ମୁଗ, ବେଲପତ୍ର।

ତେବେ ଚାଉଳର ୩୧ ଦାନା, ମୁଗର ୩୧ ଦାନା, ବେଲପତ୍ର ମଧ୍ୟ ୩୧ ଗୋଟି ଆବଶ୍ୟକ ଅଟେ। ଏହାକୁ ସୋମବାର ଦିନ ଶିବ ମନ୍ଦିର ଯାଇ ଦାନ କରିବା ଆବଶ୍ୟକ। ବେଲପତ୍ର ଭଗବାନ ଶିବଙ୍କର ଶିବଲିଙ୍ଗ ଉପରେ ଅର୍ପଣ କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ସବୁ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବା ସହିତ ବ୍ୟବସାୟରେ ଲାଭବାନ ହେବେ।

ଶାସ୍ତ୍ରରେ ଚାଉଳକୁ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ସୋମବାର ଦିନ ଆପଣ ଶିବ ମନ୍ଦିର ଯାଇ ଅସହାୟ ଲୋକଙ୍କୁ ଅନ୍ନର ଭୋଗ ବଣ୍ଟନ କରନ୍ତୁ, ଏହାଦ୍ବାରା ଗ୍ରହ ମାନଙ୍କର ଖରାପ ଦଶାରୁ ମୁକ୍ତି ମିଳିବ। ଏହାସହିତ ଭଗବାନ ଶିବଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *