Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ନିଜ ପର୍ସରେ ରଖି ଦିଅନ୍ତୁ ଏହି ଖାସ ଜିନିଷ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ପରିବାରରେ ଭରି ରହିବ ସୁଖଶାନ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ସଂସାରରେ ଏଭଳି କୌଣସି ମନୁଷ୍ୟ ନାହାନ୍ତି, ଯାହାଙ୍କୁ ଧନର ଆବଶ୍ୟକତା ନାହିଁ। ଧନ ପ୍ରାପ୍ତି କରିବା ପାଇଁ କିଛି ଲୋକେ ସତ୍ ମାର୍ଗ ଆପଣେଇ ଥାଆନ୍ତି। ଆଉକିଛି ଲୋକେ ମୁଥ୍ୟା, କପଟ କରି ଧନ ପ୍ରାପ୍ତି କରିଥାନ୍ତି। ଆଉକିଛି ଲୋକଙ୍କ ପାଖରେ ଅର୍ଥ ବେଶୀ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରେ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ। ଯାହାଦ୍ଵାରା ଆପଣଙ୍କ ପର୍ସ କେବେବି ଖାଲି ହେବ ନାହିଁ।

ବାସ୍ତୁ ଶାସ୍ତ୍ରରେ କିଛି ଖାସ ଜିନିଷ ପର୍ସରେ ରଖିବାକୁ କୁହାଯାଇଛି।ଯାହାଫଳରେ ଆପଣଙ୍କ ପର୍ସ ସର୍ବଦା ପରିପୂର୍ଣ୍ଣ ରହିବ। ଆପଣ ଚାଉଳର କିଛି ଦାନା ନିଜ ପର୍ସରେ ରଖି ପାରିବେ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଏହାସହିତ ଆପଣ ନିଜ ପର୍ସରେ କଉଡ଼ି, ଗୋମୁଖି ଚକ୍ର ଆଦି ରଖି ପାରିବେ। ପର୍ସରେ ପିତାମାତା ଦେଇଥିବା ଆଶୀର୍ବାଦ ସ୍ୱରୂପ ଟଙ୍କା ବା ମୁଦ୍ରା ଆପଣ ରଖି ପାରିବେ। ରୁପାର ମୁଦ୍ରା ମଧ୍ୟ ନିଜ ପର୍ସରେ ରଖି ପାରିବେ।

ଏହାସହିତ ଆପଣ କିଛି ଖାସ ଉପାୟ କରି ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ। ଶୁକ୍ରବାର ଦିନ ଅଳ୍ପ ପାଣି ଗରମ କରି ସେଥିରେ ଦୁଇ ଚାରୋଟି ଅଳେଇଚ ଦାନା ପକାଇ ଫୁଟାନ୍ତୁ। ତାପରେ ଏହି ପାଣିକୁ ଥଣ୍ଡା କରି ଗୋଟେ କାଚ ପାତ୍ରରେ ଭରି ରଖନ୍ତୁ। ତାପରେ ଆପଣ ସ୍ନାନ କରୁଥିବା ସମୟରେ ସେହି ପାଣିରୁ ଦୁଇ ଚାରି ବୁନ୍ଦା ପାଣିରେ ମିଶାଇ ସ୍ନାନ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ଯଦି ବିବାହିତ ଦମ୍ପତ୍ତିଙ୍କର ବୈବାହିକ ଜୀବନରେ କୌଣସି ସମସ୍ୟା ଦେଖା ଦେଉଥିଲେ ବା ବାରମ୍ବାର କଳି ଝଗଡା ସୃଷ୍ଟି ହେଉଥିଲେ ଅଳେଇଚ ଗୁଣ୍ଡକରି ନିଜ ଜୀବନସାଥୀଙ୍କୁ କୌଣସି ମିଠା ଖାଦ୍ୟରେ ମିଶାଇ ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଜୀବନସାଥୀଙ୍କ ସହିତ ମତଭେଦ ଦୂର ହୋଇଯିବ ଏବଂ ସମ୍ପର୍କ ସୁଦୃଢ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *