Excuse Me Odisha

ଯାହା କହିବୁ ସତ କହିବୁ

ନାଭି ଉପରେ ଏହି ଜିନିଷ ଲଗାନ୍ତୁ, ଖୁବ୍ ଶୀଘ୍ର ହେବ ଧନଧାନ୍ୟରେ ବୃଦ୍ଧି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାସ୍ତ୍ର ଅନୁସାରେ ନାଭିର ଅନେକ ରହସ୍ୟ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ନାଭି ସମ୍ବନ୍ଧୀୟ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ। ଶିଶୁଟି ଜନ୍ମ ହେବା ପୂର୍ବରୁ ସେହି ନାଭି ଦ୍ଵାରା ଖାଦ୍ୟ ଖାଇଥାଏ ଓ ଶ୍ଵାସ ନେଇଥାନ୍ତି। ଜନ୍ମ ପରେ ସେହି ନାଡ଼ିକୁ କାଟି ଦିଆଯାଇଥାଏ। ଏହା ଛୋଟ ହୋଇ ଭିତରକୁ ପଶି ଯାଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ହିନ୍ଦୁ ଧର୍ମରେ ନାଭିକୁ ଆମ ଜୀବନର ଉର୍ଜାର କେନ୍ଦ୍ର ବୋଲି ମାନା ଯାଇଛି। କୁହାଯାଏ କି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ଆତ୍ମା ୬ ମିନିଟ ପାଇଁ ତାର ନାଭିରେ ଅଟକି ରହିଥାଏ। ନାଭି ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ। ଆମର ସୂକ୍ଷ୍ମ ଶରୀର ନାଭିର କେନ୍ଦ୍ରରୁ ଜଡ଼ିତ ଅଟେ।

ଏହି ସଂସାରରେ ପ୍ରତ୍ୟେକ ଜୀବର ଜନ୍ମ ନାଭିରୁ ହୋଇଥାଏ। ଏହାକୁ ପାତାଳ ଲୋକ ମଧ୍ୟ କୁହାଯାଏ। ନାଭିକୁ ପାତାଳଲୋକ ମଧ୍ୟ କୁହାଯାଏ। ଅର୍ଥାତ୍ ନାଭି କେନ୍ଦ୍ରରୁ ହିଁ ସମ୍ପୂର୍ଣ୍ଣ ଜୀବନ ସଂଚାର ହୋଇଥାଏ। ଏହା ସାତଟି ଚକ୍ର ମଧ୍ୟରେ ଗଣା ଯାଇଥାଏ।

କହିବାକୁ ଗଲେ ଆମେ ନିଜ ନାଭି ଦ୍ଵାରା ରୋଗ ନିରୀକ୍ଷଣ କରି ପାରିବୁ। ଅଧିକ ସ ଲୋକେ ନାଭିରେ ସୋରିଷ ତେଲ ଲଗାଉ ଥିବାର ଆପଣ ମାନେ ଶୁଣି ଥିବେ। କିନ୍ତୁ ନାହିଁରେ ଘିଅ ଲଗାଇଲେ ପେଟର ଅଗ୍ନି ଶାନ୍ତ ହୋଇଥାଏ। ଯେଉଁ ଲୋକଙ୍କର ନାଭି ଅଧିକ ଭିତରକୁ ପଡ଼ିଥାଏ

ସେମାନେ ଅଧିକ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ଏବଂ ଏମାନେ ଖୁବ୍ ଶୀଘ୍ର ରାଗି ଯାଇ ଥାଆନ୍ତି। କିନ୍ତୁ ଯେଉଁ ଲୋକଙ୍କର ନାଭି ବାହାରକୁ ଅଳ୍ପ ବାହାରି ଆସିଥାଏ, ସେମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି ଏବଂ ଏମାନଙ୍କୁ ସର୍ବଦା ହସଖୁସିରେ ରହିବାକୁ ଭଲ ଲାଗିଥାଏ। ଆପଣ ସକାଳୁ ଉଠି ନିଜ ନାଭିରେ ନିମ ତେଲ ଲଗାନ୍ତୁ। ଦେଖିବେ ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *