Excuse Me Odisha

ଯାହା କହିବୁ ସତ କହିବୁ

ଏହି ଜିନିଷ ଗୁଡ଼ିକୁ କେବେବି ଦାନ କରନ୍ତୁ ନାହିଁ, ନଚେତ ହୋଇଯିବେ ବ-ର୍ବାଦ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ବର୍ଣ୍ଣିତ ହୋଇଥିବା କିଛି ଖାସ ତଥ୍ୟ ବିଷୟରେ ଆଲୋଚନା କରିବା। ଯଦି ଆପଣ ମୁକ୍ତି ଚାହୁଁଛନ୍ତି, ତାହେଲେ ସମସ୍ତ ଅହଙ୍କାର, ବାସ୍ନା, ଭୋଗବିଳାସ ଆଦି ତ୍ୟାଗ କରନ୍ତୁ ଏବଂ ନମ୍ରତା, ଦୟା, ସହନଶୀଳତା, ପବିତ୍ରତାକୁ ଆପଣେଇ ନିଅନ୍ତୁ। ଯେଉଁ ଲୋକେ ନୀଚ ହୋଇଥାନ୍ତି, ସେମାନେ କୌଣସି କଥାକୁ ଅନ୍ୟମାନଙ୍କ ସାମ୍ନାରେ ଉଜାଗର କରି ଦେଇଥାନ୍ତି। ଏମାନେ ନିଜେ ହିଁ ନଷ୍ଟ ହୋଇ ଯାଇଥାନ୍ତି।

ଏହି ସାତ ପ୍ରକାର ଲୋକଙ୍କୁ ଶୋଇ ରହିଥିବାର ଦେଖିଲେ ତୁରନ୍ତ ଉଠାଇ ଦିଅନ୍ତୁ। ସେ ହେଉଛନ୍ତି – ବିଦ୍ୟାର୍ଥୀ, ଚାକର, ଭୋକରେ ବ୍ୟାକୁଳ ହେଉଥିବା ବ୍ୟକ୍ତି, ଭୟରେ ତ୍ରସ୍ତ ହୋଇଥିବା ବ୍ୟକ୍ତି, ଭଣ୍ଡାରି, ଦ୍ଵାରପାଳ। ଏହି ସାତ ପ୍ରକାର ଲୋକଙ୍କୁ ଶୋଇ ଥିବାର ଦେଖିଲେ ଉଠାନ୍ତୁ ନାହିଁ। ସେ ହେଉଛନ୍ତି – ସାପ, ରାଜା, ସିଂହ, ମହୁମାଛି, ବାଳକ, ଅନ୍ୟ ଘରର କୁକୁର, ମୁର୍ଖ ବ୍ୟକ୍ତି।

ଯେଉଁ ବ୍ରାହ୍ମଣ ବ୍ୟକ୍ତି ଧନ ପାଇଁ ବେଦକୁ ପଢ଼ି ଶୁଦ୍ର ଘରେ ଭୋଜନ ଗ୍ରହଣ କରେ, ଏଭଳି ବ୍ରାହ୍ମଣ ବିଷ ନଥିବା ସର୍ପ ପରି ହୋଇଥାନ୍ତି। ଦାରିଦ୍ର୍ୟତା ଧୀର ହୋଇ ଶୋଭା ଦେଇଥାଏ। ସ୍ଵଚ୍ଛତା ଠାରୁ ଖରାପ କପଡ଼ା ଭଲ ଲାଗିଥାଏ। ଭୋଜନ ଖରାପ ହୋଇଥିଲେ ମଧ୍ୟ ଗରମ କରିବା ପରେ ଭଲ ଲାଗିଥାଏ। କ୍ରୂର ବ୍ୟକ୍ତି ସୁଶୀଳ ବ୍ୟବହାର କରିବା ମଧ୍ୟ ଭଲ ଲାଗିଥାଏ। ଯେଉଁ ବ୍ୟକ୍ତିର ଦଣ୍ଡ ଦେବାର ଓ ଦୟା କରିବାର କ୍ଷମତା ନଥାଏ, ତା ଉପରେ କ୍ରୋଧ କରି କିଛି ମଧ୍ୟ ସୁଫଳ ମିଳେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *