Excuse Me Odisha

ଯାହା କହିବୁ ସତ କହିବୁ

Jyotish Tips: ପର୍ସରେ ରଖନ୍ତୁ ଏହି ଫୁଲ, ହୋଇଯିବେ କୋଟିପତି |

ସେୟାର୍ କରନ୍ତୁ

Jyotish Tips: କଣ ଆପଣ ମଧ୍ୟ ଚାହୁଁଛନ୍ତି କି ଆପଣଙ୍କ ଦରମା ଲଗାତାର ବଢୁ, ବ୍ୟାଙ୍କ ବାଲାନ୍ସ ରାତା ରାତି ବୃଦ୍ଧି ହୋଇଯାଉ? ଯଦି ହଁ ତେବେ ସେଥିପାଇଁ ଆପଣଙ୍କୁ ଜ୍ୟୋତିଷ ଙ୍କ କିଛି କଥାର ଧ୍ୟାନ ରଖିବାକୁ ହେବ | ଜ୍ୟୋତିଷ ରେ ଅନେକ ଏହିପରି ଟିପ୍ସ କୁହାଯାଇଛି ଯାହାକୁ ମାନିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ |

ଜ୍ୟୋତିଷ ରେ କୁହାଯାଇଛି ଏହି ଉପାୟ ବହୁତ ହି ସାଧାରଣ ଏବଂ ବିନା ଖର୍ଚ ବିଶିଷ୍ଟ ଅଟେ | ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଅନେକ ଖାସ ପରିଶ୍ରମ ବି କରିବାକୁ ପଡ଼ିବନି | ପଇସା ପାଇବା ପାଇଁ ଏହି ଉପାୟଗୁଡିକୁ ଆପଣ କେବେ ବି ଏବଂ କେଉଁଠି କରିପାରିବେ | ଜାଣନ୍ତୁ ଏହିପରି କିଛି ଉପାୟ ବିଷୟରେ –

ନିଜ ପର୍ସ ରେ ରଖନ୍ତୁ ପୂଜା ଫୁଲ-

ସକାଳ ସମୟରେ କୌଣସି ବି ଶୁଭ ମୁହୂର୍ତ୍ତ ରେ ଭଗବାନ ବିଷ୍ଣୁ ଙ୍କ ମନ୍ଦିରକୁ ଯାଆନ୍ତୁ | ସେହିଠାରେ ତାଙ୍କୁ ପ୍ରଣାମ କରନ୍ତୁ, ତାଙ୍କ ପାଖରେ ଗରିବୀ ଦୂର କରିବା ର ପ୍ରାଥନା କରନ୍ତୁ | ଏହା ପାରେ ତାଙ୍କ ଚରଣ ରେ ଚଢ଼ିଥିବା ଫୁଲ ନିଜ ସାଥିରେ ନେଇ ଆସନ୍ତୁ | ଏହି ଫୁଲର କିଛି ପାଖୁଡା କୁ ଛାଇରେ ଶୁଖେଇ ନିଜ ପର୍ସ ରେ ରଖି ନିଅନ୍ତୁ | ଯେପର୍ଯ୍ୟନ୍ତ ଆପଣଙ୍କ ପର୍ସ ରେ ଫୁଲ ପାଖୁଡା ରହିବ ଆପଣଙ୍କ ପର୍ସ କେବେ ଖାଲି ହେବ ନାହିଁ |

ପର୍ସ ରେ ରଖନ୍ତୁ 1ଟଙ୍କିଆ ମୁଦ୍ରା –

ପ୍ରତ୍ୟକ ଦୀପାବଳି ରେ ହିନ୍ଦୁ ଧର୍ମାଲମ୍ବି ମା ଲକ୍ଷ୍ମୀ, ସରସ୍ବତୀ ଏବଂ ଗଣେଶ ଙ୍କ ପୂଜା କରିଥାନ୍ତି |ସେହି ସମୟ ପୂଜା ରେ ଚାନ୍ଦି ଅଥବା ସୁନାର ମୁଦ୍ରା ମଧ୍ୟ ରଖାଯାଏ | ଯଦି ଏହିପରି ମୁଦ୍ରା ଆପଣଙ୍କ ପାଖରେ ମଧ୍ୟ ଅଛି ତେବେ ତାକୁ ଆପଣଙ୍କ ପର୍ସ ରେ ରଖି ଦିଅନ୍ତୁ | ଯଦି ଏହିପରି ମୁଦ୍ରା ମିଳୁନାହିଁ ଆପଣ କୌଣସି ଶୁଭ ଦିନ ନିଜ ପକେଟ ରୁ 1 ଟଙ୍କା ର ମୁଦ୍ରା ଭଗବାନ ଙ୍କ ଚରଣ ରେ ଚଢେଇ ଦିଅନ୍ତୁ | ଏହା ପାରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେହି ମୁଦ୍ରା କୁ ସେଇଠାରେ ରଖନ୍ତୁ | ଗୋଟିଏ ସପ୍ତାହ ପାରେ କୌଣସି ଭଲ ମୁହୂର୍ତ୍ତ ରେ ସେହି ମୁଦ୍ରା କୁ ଭଗବାନ ଙ୍କ ଆଶୀର୍ବାଦ ରୂପ ରେ ଉଠେଇକି ନିଜ ପର୍ସ ରେ ରଖି ନିଅନ୍ତୁ | ସେହି ମୁଦ୍ରା କୁ ପର୍ସ ରେ ରଖିବା ଆପଣଙ୍କ ପାଇଁ ସମୃଦ୍ଧି ନେଇକି ଆସିବ |

ନିଜ ଇଷ୍ଟଦେବ ଙ୍କ ଫୋଟୋ ରଖନ୍ତୁ-

ଯଦି ଆପଣ ମଧ୍ୟ ସୁଖ ସମୃଦ୍ଧି ଚାହୁଁଛନ୍ତୁ ତେବେ ଆପଣଙ୍କୁ ଆପଣଙ୍କର ଇଷ୍ଟଦେବ ଫୋଟୋ ନିଜ ପର୍ସ ରେ ରଖିବା ଉଚିତ |ପ୍ରତିଦିନ ଗୋଟିଏ ଥର ସେହି ଫୋଟୋ କୁ ପର୍ସ ରୁ ବାହାର କରି ତାକୁ ଦର୍ଶନ କରନ୍ତୁ | ସେହି ସମୟ ରେ ଇଷ୍ଟଦେବ ଙ୍କୁ ଘରର ସମସ୍ତ ସମସ୍ୟା କୁହନ୍ତୁ ଏବଂ ପ୍ରାଥନା କରନ୍ତୁ | ଏହି ଉପାୟ ଦ୍ୱାରା ମଧ୍ୟ ଗରିବୀ ଦୂର ହୋଇଥାଏ ଏବଂ ବ୍ୟକ୍ତି ର ଭାଗ୍ୟ ଚମକି ଉଠିଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *