Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ S ନାମର ଲୋକଙ୍କ ଜୀବନର ସତ୍ୟତା , ସ୍ଵଭାବ ହୋଇଥାଏ ଏପରି :-

ସେୟାର୍ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଖୁବ ବିଶେଷତ୍ୱ ରଖିଥାଏ । ଆଜିକାର ଲେଖାରେ ଆମେ S ନାମର ବ୍ୟକ୍ତି କିପରି ହୋଇଥାନ୍ତି ସେହି ବିଷୟରେ କହିବୁ । S ନାମର ଲୋକ ପ୍ରେମ ମାମଲାରେ ଟିକିଏ ଗମ୍ଭୀର ହୋଇଥାନ୍ତି । ଏମାନେ କାହାରି ପ୍ରେମରେ ଜଲଦି ପଡ଼ିବା ସହିତ ଖୁବ ସିରିଏସ ମଧ୍ୟ ହୋଇ ଯାଆନ୍ତି । ଏମାନେ ଯାହାକୁ ପ୍ରେମ କରନ୍ତି ସେମାନଙ୍କ ସହିତ ସଂଯୋଗ ଅଧିକ ରଖନ୍ତି । ଏହି କାରଣରୁ ଏମାନଙ୍କୁ ସଚ୍ଚା ପ୍ରେମ ମିଳିଥାଏ । ଏମାନେ ଖୁବ ବୁଦ୍ଧିମାନ ହୋଇଥାନ୍ତି ।

ନିଜ ବୁଦ୍ଧି ଦ୍ୱାରା ଏମାନେ ସବୁ ସମସ୍ୟାର ସମାଧାନ କରି ଦିଅନ୍ତି ।ଏମାନେ କମାଣ୍ଡ କରିବାକୁ ଇଚ୍ଛା କରନ୍ତି । ଏମାନେ ମିଜାଜରେ ଖୁବ ରହସ୍ୟମୟି ହୋଇଥାନ୍ତି । ଏମାନଙ୍କ କଥା ଏପରି ହୋଇଥାଏ ଯେ ଏମାନଙ୍କ ପ୍ରତି ଲୋକେ ଆକର୍ଷିତ ହୋଇଥାନ୍ତି । ନିଜ ପ୍ରେମ ପ୍ରତି ସଚେତନ ରହୁଥିବା ଏହି ଲୋକ ମାନେ ସନ୍ଦେହି ମଧ୍ୟ ହୋଇଥାନ୍ତି ।

ଏମାନଙ୍କ ଭାବନା ଏପରି ହୋଇଥାଏ ଯେ ଏମାନେ ନିଜ ପ୍ରେମକୁ କାହା ସହ ସେୟାର କରନ୍ତି ନାହିଁ । ସାମାଜିକ ଜୀବନରେ ଏମାନେ ହାସମୁଖ ଏବଂ ମିଳାମିଶା କରିଥିବା ବ୍ୟକ୍ତି ହୋଇଥାନ୍ତି । ପାର୍ଟି ଏବଂ ଉତ୍ସାବର ବେଶ ମଜା ଉଠାଇଥାନ୍ତି । ଏମାନେ ଖୁବ ରଚନାତ୍ମକ ହୋଇଥାନ୍ତି । କିଛିବି କାର୍ଯ୍ୟକୁ ଭିନ୍ନ ଅନ୍ଦାଜରେ କରିବାକୁ ପସନ୍ଦ କରନ୍ତି ।

ଏମାନେ ନିଜ ପ୍ରେମକୁ କାହା ସହ ସେୟାର କରନ୍ତି ନାହିଁ । ମାତ୍ର ତାଙ୍କର ଏହି ଗୁଣ ଅନ୍ୟ ମାନଙ୍କୁ ପସନ୍ଦ ଆସି ନଥାଏ । ଏମାନେ ସେକ୍ସ ପ୍ରତି ଖୁବ ଆଗ୍ରହୀ ହୋଇଥାନ୍ତି । ଏମାନେ ଖୁବ କ୍ରୋଧି ସ୍ୱଭାବର ହୋଇଥାନ୍ତି । S ଅକ୍ଷରର ବ୍ୟକ୍ତିଙ୍କ ସ୍ଵଭାବ ମାନବୀୟ ଗୁଣରେ ଭରି ରହିଥାଏ । ଏମାନଙ୍କ ଜୀବନରେ ପ୍ରେମର ବହୁତ ମହତ୍ତ୍ୱ ରହିଥାଏ ।

ଏମାନଙ୍କ ସ୍ଵଭାବ ନିଡର ହୋଇଥାଏ । ଏମାନଙ୍କୁ ବିଜ୍ଞାନ କଳା ଏବଂ ଗଣିତ କ୍ଷେତ୍ରରେ ଅଧିକ ସଫଳତା ମିଳିଥାଏ । ନିଜ ପରିଶ୍ରମ ବଳରେ ଏମାନେ ସବୁକିଛି ପାଇଥାନ୍ତି । ଟଙ୍କା ଏବଂ ସମୃଦ୍ଧିକୁ ସହଜରେ କାହାକୁ ଦିଅନ୍ତି ନାହିଁ । ଏମାନେ କଞ୍ଜୁସ ହୋଇଥାନ୍ତି ଏବଂ ବହୁତ ଲୋକ ଦେଖାଣିଆ କରିଥାନ୍ତି । ଏଥିପାଇଁ ଏମାନଙ୍କୁ ପାର୍ଟି ସମାରୋହକୁ ଯିବାକୁ ପସନ୍ଦ ଥାଏ ।

ଏମାନେ ସ୍ୱଭାବର ଖରାପ ନଥାନ୍ତି ମାତ୍ର କିଛି ଗୁଣ ଖରାପ କରି ଦେଇଥାଏ । କୌଣସିବି କାମ କରବାକୁ ଏମାନେ ନିଜର ସବୁ କ୍ଷମତା ଲଗାଇ ଦିଅନ୍ତି । ଏମାନେ ଖୁବ ସ୍ୱାଭିମାନୀ ହୋଇଥାନ୍ତି । କାହାରି ସାହାଯ୍ୟ ନେବା ଏମାନଙ୍କୁ ପସନ୍ଦ ଆସି ନଥାଏ । ନିଜକୁ କାବୁ କରିବାକୁ ଏମାନଙ୍କର କ୍ଷମତା ଥାଏ । ଏହି ନାମର ଲୋକେ ଖୁବ ଆକର୍ଷିତ ହୋଇଥାନ୍ତି । କେବଳ ସେତିକି ନୁହେଁ ଏମାନଙ୍କ କହିବାର ଅନ୍ଦାଜରେ ଲୋକେ ଆକର୍ଷିତ ହୋଇଥାନ୍ତି ।

ଏମାନେ ଜୀବନର ସବୁ କାର୍ଯ୍ୟରେ ସଫଳତା ହାସଲ କରି ନିଅନ୍ତି । ଏହି ନାମର ବ୍ୟକ୍ତି ନିଜ ଜୀବନରେ ଖୁବ ଚିନ୍ତିତ ରହନ୍ତି । ଏମାନଙ୍କୁ ପେଟ ସମ୍ବନ୍ଧୀୟ ରୋଗ , ଏସିଡିଟି ଗ୍ୟାସ ଆଦିର ଭୟ ରହିଥାଏ । ଆଲର୍ଜି ଏବଂ ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଏମାନଙ୍କୁ ପ୍ରଭାବିତ କରିଥାଏ । ଅନେକ ଥର ଏମାନଙ୍କୁ ଗୁପ୍ତ ରୋଗର ମଧ୍ୟ ସାମ୍ନା କରବାକୁ ପଡ଼ିଥାଏ । ଏମାନେ ଅଧିକତର ନିଜ କାମରେ ହିଁ ଧ୍ୟାନ ଦିଅନ୍ତି । ଯୁଆଡ଼େ ବି ଯାଆନ୍ତି ନିଜର ଛାପ ଛାଡ଼ିଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *