Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗାଁରେ ସବୁଠାରୁ ମୋଟା ଦେଖାଯାଉଥିବା ଝିଅର ହିଁ ବିବାହ ହୋଇଥାଏ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ :-

ସେୟାର୍ କରନ୍ତୁ

ଗୋଟିଏ ଏମିତି ଗାଁ ଅଛି ଯେଉଁଠି ମୋଟି ମହିଳାଙ୍କର ହିଁ ବିବାହ ହୋଇଥାଏ । ଆଉ ତାହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆର ଏକ ସ୍ଥାନ ଏପରି ଅଛି ଯେଉଁଠି ମହିଳା ମାନେ ମୋଟା ହେବା ପାଇଁ ଖାସ ପ୍ରକାରର ଖାଦ୍ୟଭ୍ୟାସ ଆପଣେଇଥାନ୍ତି । ଯାହାଦ୍ୱାରା ବହୁତ ଶୀଘ୍ର ଶରୀରର ଓଜନକୁ ବୃଦ୍ଧି କରାଯାଇ ପାରିବ । କାରଣ ସେଠାରେ ପୁରୁଷ ମାନେ ମୋଟୀ ଝିଅଙ୍କ ହିଁ ଅଧିକ ପସନ୍ଦ କରନ୍ତି । ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ସେଠାକାର ଯେଉଁ ମହିଳାଙ୍କ ଓଜନ ଅଧିକ ହୋଇଥାଏ ତାଙ୍କୁ ଅଧିକ ସୁନ୍ଦର ମାନା ଯାଏ । ତାଙ୍କୁ ଐଶ୍ୱର୍ଯ୍ୟ ବୃଦ୍ଧି କରୁଥିବା ଖଜଣା ମାନା ଯାଇଥାଏ । ତେବେ ଚାଲନ୍ତୁ ସେହି କାରଣ ବିଷୟରେ ଜାଣିନେବା । ସାଧରଣତଃ ଆଫ୍ରିକାର ମହିଳା ମାନେ ନିଜ ଶରୀରକୁ ଅଧିକ ଆକର୍ଷକ ବନାଇବା ପାଇଁ ଗୋଟିଏ ଦିନରେ ଷୋହଳ ହଜାର କ୍ୟାଲୋରୀର ଖାଦ୍ୟ ସେବନ କରିଥାନ୍ତି । ସେହି ମହିଳାଙ୍କ ଉପରେ ଏପରି ଚାପ ପକାଯାଏ ଯେ ସେ ନିଜକୁ ଏତେ ମୋଟା ବନାଇବେ ଯେ ଲୋକଙ୍କ ନଜର ତାଙ୍କ ଉପରେ ସବୁବେଳେ ରହିବ ।

ସେହି ମହିଳାଙ୍କ ଉପରେ ଏହି ଚାପ ମଧ୍ୟ ଦିଆଯାଏ ଯାହାଦ୍ୱାରା ସେମାନେ ସ୍ୱତନ୍ତ୍ର ଖାଦ୍ୟଭ୍ୟାସ ଦ୍ୱାରା ନିଜକୁ ମୋଟା କରି ପାରିବେ । ସେଠାକାର ଲୋକଙ୍କ ଚିନ୍ତାଧାରା ଏହା ଯେ ଝିଅ ଅଧିକ ମୋଟା ହେଲେ ସମ୍ପନ୍ନତା ଆସିଥାଏ । ଯଦି କେହି ପୁଅ ମୋଟା ଝିଅକୁ ବିବାହ କରେ ତେବେ ତାର ବୈବାହିକ ଜୀବନ ଖୁସିର ବିତିବ । ଏହାବ୍ୟତୀତ ଘରେ ସୁଖ ଶାନ୍ତି ମଧ୍ୟ ବଜାୟ ରହିବ ।

ମିଳିଥିବା ସୂଚନା ଅନୁଯାୟୀ ଦୁଇ ମାସ ହୋଇଥାଏ ୱେଡିଙ୍ଗ ସିଜନ । ମୋନିଟୋରିଆରେ ଦୁଇ ମାସର ଏକ ୱେଡିଙ୍ଗ ସିଜନ ହୋଇଥାଏ ଯେଉଁଥିରେ ବାର ବର୍ଷର ଝିଅଙ୍କ ମୋଟା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର କ୍ଷୀର , ଅଧିକାଂଶ ଫ୍ୟାଟି ଫୁଡ଼ ଏବଂ ପରିଏଜ ଭଳି ଖାଦ୍ୟର ସେବନ କରିବାକୁ ଦିଆଯାଇଥାଏ । ଯାହାଦ୍ୱାରା ସେମାନଙ୍କ ଶରୀରର ଓଜନ ଦ୍ରୁତ ବେଗରେ ବଢ଼ି ପାରିବ । ଯାହାଦ୍ୱାରା ସେମାନଙ୍କ ଡିମାଣ୍ଡ ମଧ୍ୟ ଅଧିକ ବଢ଼ିଥାଏ । ତେଣୁ ସେଠାକାର ଝିଅ ମାନେ ଅଧିକ ଓଜନ ବଢ଼ାଇ ଥାନ୍ତି । ଯାହାଦ୍ୱାରା ଭଲ ପ୍ରସ୍ତାବ ଆସିଥାଏ ବୋଲି କୁହାଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *