Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ କୁକୁଡ଼ାର ଲେଗ ପିସ ଖାଆନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ , ନଚେତ …..

ସେୟାର୍ କରନ୍ତୁ

ପ୍ରାୟତଃ ଅନେକ ଲୋକ କୁକୁଡ଼ା ମାଂସ ଖାଇବାକୁ ତ ପସନ୍ଦ କରନ୍ତି ମାତ୍ର କିଛି ଲୋକ ସ୍ୱତନ୍ତ୍ର ଭାବରେ କୁକୁଡ଼ାର ଲେଗ ପିସ ଖାଇବାକୁ ପସନ୍ଦ କରନ୍ତି । ତେବେ ଲୋକଙ୍କ ବିଶ୍ୱାସ କରିବା କଥା ଯେ ମନୁଷ୍ୟ ବଞ୍ଚିବା ପାଇଁ ମାଂସ ନିହାତି ଖାଇବା ଉଚିତ । ମାତ୍ର ଧୀରେ ଧୀରେ ସମୟ ପରିବର୍ତ୍ତନ ସାଙ୍ଗକୁ ମନୁଷ୍ୟର ଆବଶ୍ୟକତା ମଧ୍ୟ ବଦଳି ଯାଇଛି । ଯେତେ ଜଣେ ବ୍ୟକ୍ତି ବଜାରକୁ କିଛି ଜିନିଷ କିଣିବାକୁ ଯାଇଥାଏ ସେତେବେଳେ ସେ କୁକୁଡ଼ାର ଲେଗ ପିସକୁ ହିଁ ଅଧିକ ପସନ୍ଦ କରିଥାଏ । ତେବେ ବର୍ତ୍ତମାନ ସମୟ ବଦଳି ଯାଇଛି ।

ମାତ୍ର କୁକୁଡ଼ା ମାଂସ ଖାଇବା ସହିତ ତା ସହିତ ଜଡ଼ିତ କିଛି ଉପକାର ଏବଂ ଅପକାର ବିଷୟରେ ମଧ୍ୟ ଜାଣି ରଖିବା ଉଚିତ । ମାଂସ ଖାଉଥିବା ଲୋକଙ୍କ ଅଧିକ ପସନ୍ଦ ଥାଏ କୁକୁଡ଼ା ମାଂସ । ମାତ୍ର ଆଜି ଆମେ ଆପଣଙ୍କୁ କୁକୁଡ଼ାର ଲେଗ ପିସ ବିଷୟରେ କହିବୁ । ଯାହା ବିଷୟରେ ପ୍ରାୟତଃ ୮୦ ପ୍ରତିଶତ ଲୋକ ଜାଣି ନାହାଁନ୍ତି । ମାତ୍ର କିଛି ଲୋକଙ୍କୁ ଏହି ବିଷୟରେ ଜଣା ଥାଇବି ସେମାନେ ସତର୍କ ରୁହନ୍ତି ନାହିଁ । ତେବେ ଚାଲନ୍ତୁ ସେହି ବିଷୟରେ ଜାଣିନେବା ଯାହା ପ୍ରତ୍ୟେକ ଲୋକ ନିଶ୍ଚୟ ଜାଣି ରଖିବା ଉଚିତ ।

କୁକୁଡ଼ା ଲେଗ ପିସରେ ଅଧିକ ମାତ୍ରାରେ ପ୍ରୋଟିନ ଏବଂ କ୍ୟାଲସିୟମ ରହିଥାଏ । ତେଣୁ ଯେଉଁ ବ୍ୟକ୍ତିଙ୍କର ଓଜନ ଅଧିକ କିମ୍ବା ଯେଉଁ ମାନେ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ସେମାନେ କୁକୁଡ଼ା ଲେଗ ପିସ ଖାଇବା ଉଚିତ ନୁହେଁ । ଏହାବ୍ୟତୀତ ଯେଉଁ ବ୍ୟକ୍ତି ହୃଦ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ସେମାନେ ମଧ୍ୟ ଏହାକୁ ହାତ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ହୃଦ ସମ୍ବନ୍ଧୀୟ ସମସ୍ୟା ବଢ଼ିଯାଏ । ତେବେ ଯେଉଁ ଲୋକ ମାନେ ଅଧିକ ଦୁର୍ବଳ କିମ୍ବା ନିଜର ଓଜନ ବଢ଼ାଇବାକୁ ଚାହୁଁଛନ୍ତି ସେମାନେ କୁକୁଡ଼ା ଲେଗ ପିସ ଖାଇବା ଉଚିତ ।

ଏହାଦ୍ବାରା ଓଜନ ବଢ଼ିଥାଏ । କାରଣ ଏଥିରେ ପ୍ରୋଟିନ ମାତ୍ରା ଅଧିକ ରହିଥାଏ । ଏହାଦ୍ବାରା ଶରୀରର ଅସ୍ଥି ମଜବୁତ ହୋଇଥାଏ । ଲେଗ ପିସରେ କ୍ୟାଲସିୟମ ମାତ୍ରା ଅଧିକ ଥିବା କାରଣରୁ ଅସ୍ଥି ମଜବୁତ ହୋଇଥାଏ । ତେଣୁ ଶରୀରରେ କ୍ୟାଲସିୟମ ମାତ୍ରାକୁ ବଢ଼ାଇବା ପାଇଁ ଏହା ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ଓଜନ ଅଧିକ କିମ୍ବା ହୃଦ ସମ୍ବନ୍ଧୀୟ ସମସ୍ୟା ଥିବା ଲୋକ ଏହାକୁ ଖାଇବା ଉଚିତ ନୁହେଁ । ନଚେତ ଶରୀରରେ ଅଧିକ ସମସ୍ୟା ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *