Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ସହ ଖରାପ ସମୟ ଚାଲିଛି ତେବେ ଏହି ୬ଟି ଜିନିଷରୁ ନିଜକୁ ଦୁରେଇ ରଖନ୍ତୁ

ସେୟାର୍ କରନ୍ତୁ

ଶରୀରରେ ତେଲ ଲଗେଇବା ଦ୍ୱାରା,ଚିତାର ଧୂଆଁ ଲାଗିବା ଦ୍ୱାରା, ସ୍ତ୍ରୀ ପ୍ରସଙ୍ଗ କରିବା ଦ୍ୱାରା,ଚୁଟି କାଟିବା ଦ୍ୱାରା, ମଣିଷ ସେପର୍ଯ୍ୟନ୍ତ ଚଣ୍ଡାଳ ରହିଥାଏ ଅର୍ଥାତ ଅଶୁଦ୍ଧ ହିଁ ରହିଥାଏ, ଯେପର୍ଯ୍ୟନ୍ତ ସେ ସ୍ନାନ କରିନାହିଁ |

ନିକୃଷ୍ଟ ଲୋକ ଧନର କାମନା କରିଥାନ୍ତି,ମଧ୍ୟମ ଲୋକ ଧନ ଏବଂ ସାମ୍ମନ ଉଭୟ ଚାହିଁଥାନ୍ତି,ଏବଂ ଉତ୍ତମ ଲୋକ କେବଳ ସମ୍ମାନ ହିଁ ଚାହିଁଥାନ୍ତି, କାରଣ ମାନ ସମ୍ମାନ ସବୁ ପ୍ରକାରର ମହାତ୍ମା ମାନଙ୍କର ଧନ ଅଟେ |

ଆଖୁ, ଜଳ, ଦୁଧ, ମୂଳା, କନ୍ଦ, ପାନ, ଫଳ ଏବଂ ଔଷଧ ଆଦିର ସେବନ କରିକି ମଧ୍ୟ,ସ୍ନାନ ଦାନ ଆଦି କ୍ରିୟା କରାଯାଇ ପାରିବ |

ଦୀପର ପ୍ରକାଶ ଅନ୍ଧକାର କୁ ଖାଇଯାଏ,ଏବଂ ଅଙ୍ଗାରକୁ ଜନ୍ମ ଦେଇଥାଏ, ସେହିପରି ମନୁଷ୍ୟ ସଦେବ ଯେମିତି ଅନ୍ନ ଖାଇଥାଏ,ସେହିପରି ହିଁ ତାହାର ସନ୍ତାନ ହୋଇଥାଏ |

ହେ! ମତିମାନ ପୁରୁଷ ଧନ ଗୁଣବାନ କୁ ଦେ,ଅନ୍ୟକୁ ନୁହେଁ, ଦେଖ ସମୁଦ୍ରର ଜଳ ମେଘ ମୁହଁ କୁ ଯାଇ ସର୍ବଦା ମିଠା ହୋଇଯାଏ ଏବଂ ପୃଥିବୀର ଚର ଅଚର ଜୀବ ଙ୍କୁ ଜୀବନ ଦାନ ଦେଇ ଅନେକ କୋଟି ଗୁଣ ହୋଇ ପୁଣି ସମୁଦ୍ର କୁ ଚାଲିଯାଏ |

ଅପଚ ହେବା ଦ୍ୱାରା ପାଣି ଔଷଧ ଅଟେ, ପାଚିବା ଦ୍ୱାରା ବଳ ଦେଇଥାଏ, ଭୋଜନ ସମୟ ରେ ଟିକିଏ ଟିକିଏ ଜଳ ଅମୃତ ସମାନ ଅଟେ, ଭୋଜନ ଶେଷ ରେ ଜହର ସମାନ ଅଟେ |

ବିନା କ୍ରିୟା ରେ ଜ୍ଞାନ ବ୍ୟର୍ଥ ଅଟେ,ଜ୍ଞାନହୀନ ବ୍ୟକ୍ତି ମୃତକ ସମାନ ଅଟେ,ସେନାପତି ବିନା ସେନା ନଷ୍ଟ ହୋଇଯାଏ,ଏବଂ ପତି ବିନା ସ୍ତ୍ରୀ ନଷ୍ଟ ହୋଇଥାଏ |

ବୃଦ୍ଧ ସମୟ ରେ ସ୍ତ୍ରୀ ମରିଯିବା,ବନ୍ଧୁଙ୍କ ହାତକୁ ଧନ ଯିବା,ଏବଂ ଅନ୍ୟାଙ୍କ ଭରସା ରେ ଭୋଜନ ପ୍ରାପ୍ତ ହେବା ଏହି ତିନି ସ୍ଥିତି ପୁରୁଷ ଙ୍କ ପାଇଁ ଦୁଃଖଦାୟୀ ଅଟେ |

ବିନା ଯଜ୍ଞ କରି ବେଦ ପଢିବା ବ୍ୟର୍ଥ ଅଟେ, ବିନା ଦାନ କରି ଯଜ୍ଞ କରିବା ବ୍ୟର୍ଥ ଅଟେ, ବିନା ଭାବ ରେ ସିଦ୍ଧି ମିଳେ ନାହିଁ, ସେଥିପାଇଁ ପ୍ରେମ ହିଁ ଏହି ସବୁ ମାଧ୍ୟରେ ପ୍ରଧାନ ଅଟେ |

କାଠ, ପଥର, ଧାତୁ ସୁନା ରେ ବନିଥିବା ମୂର୍ତ୍ତି କୁ ସାକ୍ଷାତ ଭଗବାନ ମାନିକି ଯେଉଁ ବ୍ୟକ୍ତି ଯେଉଁ ଭାବ ରେ ମୂର୍ତ୍ତି କୁ ପୂଜା କରିଥାଏ, ତାକୁ ସେହି ପ୍ରକାରରେ ସିଦ୍ଧି ମିଳିଥାଏ |

ଦେବତା ନା ହିଁ କାଠରେ ଅଛନ୍ତି ଏବଂ ନା ହିଁ ପଥରରେ, ନା ହିଁ ମାଣିକ ରେ ତିଆରି ମୂର୍ତ୍ତି ରେ ନିଶ୍ଚୟ ହିଁ ସେ ଆପଣଙ୍କ ଭାବ ରେ ବିଦ୍ୟମାନ ଅଛନ୍ତି | ଅର୍ଥାତ ଆପଣଙ୍କ ଭାବ ହିଁ ଏହି ସବୁର କାରଣ ଅଟେ |

ଶାନ୍ତିର ବରାବାର କୋୖଣସି ତପ ନାହିଁ,

ସନ୍ତୋଷ ଠାରୁ ବଡ଼ କୋୖଣସି ସୁଖ ନାହିଁ,

ଲୋଭ ଠାରୁ ବଡ଼ ରୋଗ ନାହିଁ,

ଆଉ ଦୟା ଠାରୁ ବଡ଼ ଧର୍ମ କିଛି ନାହିଁ |

କ୍ରୋଧ ଯମରାଜଙ୍କ ସମାନ ଅଟେ,

ଲୋଭ ବୈତରଣୀ ନଦୀ ଅଟେ,

ବିଦ୍ୟା କାମଧେନୁ ଗାଈ ଅଟେ ଏବଂ,

ସନ୍ତୋଷ ଇନ୍ଦ୍ରଙ୍କ ନନ୍ଦନ ବନ ଭଳି ଅଟେ |( ଅର୍ଥାତ ଆପଣଙ୍କ ବିଦ୍ୟା ଏବଂ ସନ୍ତୋଷ ଏହି ପୃଥିବୀରେ ସ୍ୱର୍ଗ ସମାନ ଫଳ ଦେଇଥାନ୍ତି )

ଗୁଣ ରୂପର ଶୋଭା ବଢିଥାଏ,

ଶୀଳ କୂଳର ସୁଶୋଭିତ କରିଥାଏ,

ସିଦ୍ଧି ବିଦ୍ୟାର ଶୋଭିତ କରିଥାଏ,

ଆଉ ଭୋଗ ଧନର ଶୋଭା ବଢ଼େଇଥାଏ |

ଗୁଣହୀନ ବ୍ୟକ୍ତିର ସୁନ୍ଦରତା ବ୍ୟର୍ଥ,

ଦୁଷ୍ଟ ସ୍ଵଭାଵର ବ୍ୟକ୍ତିଙ୍କ କୂଳ

ଅପମାନିତ ହୋଇଥାଏ,

ଯଦି ସିଦ୍ଧି ବିନା ବିଦ୍ୟା ବ୍ୟର୍ଥ ହୋଇଥାଏ,

ଆଉ ଭୋଗ ବିନ ଧନ ବ୍ୟର୍ଥ ହୋଇଥାଏ |

ଭୂମିଗତ ଜଳ ସୁଦ୍ଧ ହୋଇଥାଏ,

ପତିବ୍ରତ ସ୍ତ୍ରୀ ପବିତ୍ର ହୋଇଥାଏ,

କଲ୍ୟାଣ କରୁଥିବା ରାଜା ପବିତ୍ର ହୋଇଥାନ୍ତି

ଏବଂ ସନ୍ତୋଷୀ ବ୍ରାହ୍ମଣ ପବିତ୍ର ହୋଇଥାନ୍ତି |

ଅସନ୍ତୋଷୀ ବ୍ରାହ୍ମଣ ନିନ୍ଦିତ ହୋଇଥାନ୍ତି,

ସେମିତି ଅସନ୍ତୋଷୀ ରାଜା | ଲଜ୍ଜ୍ୟାଶୀଳ ବେଶ୍ୟା ଏବଂ ନିର୍ଲଜ୍ଜ କୁଳୀନ ସ୍ତ୍ରୀ ନିନ୍ଦିତ ହୋଇଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *