Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ କହି ଦିଅନ୍ତୁ କେବଳ ଏହି ତିନୋଟି ଶବ୍ଦ,ଦେଖିବେ ଜୀବନରେ ଆଉ ଧନର ଅଭାବ ସବୁଦିନ ପାଇଁ ଦୁରେଇ ଯିବ !

ସେୟାର୍ କରନ୍ତୁ

ସମୟ ସମୟରେ ଏପରି ସମସ୍ୟା ଜୀବନରେ ଆସିଥାଏ ଯେତେବେଳେ ମନୁଷ୍ୟ କଣ କରିବ କିଛି ବୁଝି ପାରେ ନାହିଁ । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସବୁବେଳେ ନକରାତ୍ମକ ଚିନ୍ତାଧାରା ଆସିଥାଏ । ଚତୁଃପାଶ୍ୱର୍ରେ ନକରାତ୍ମକତା ଦେଖା ଦେଇଥାଏ । ଅନେକ ପରିଶ୍ରମ କରିବା ସତ୍ତ୍ୱେବି ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପୂରଣ କରି ପାରି ନଥାଏ । ସେତେବେଳେ ସେ କଣ କରିବ କିଛି ବୁଝି ପାରିନଥାଏ ଏବଂ ଭାଙ୍ଗି ପଡ଼ିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ କେବଳ ତିନୋଟି ଶବ୍ଦ ବିଷୟରେ କହିବୁ ଯାହାକୁ ଆପଣଙ୍କୁ ବିନା ପୂଜା ପାଠରେ କେବଳ ସକାଳୁ ଉଠି କହିବାକୁ ପଡ଼ିବ ।

ଏହାଦ୍ବାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ନକରାତ୍ମକତା ମଧ୍ୟ ଦୂରେଇ ଯିବ ।ଏହି ବିଷୟରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି । ସେହି ତିନୋଟି ଶବ୍ଦ ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ । ସେହି ମନ୍ତ୍ରକୁ ଉଚ୍ଚାରଣ କରିବା ମାତ୍ରେ ମହାଦେବ ସେହି ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । ଏହାବ୍ୟତୀତ ମନୁଷ୍ୟକୁ ସମସ୍ୟା ସହିତ ଲଢ଼ିବାକୁ ସାହସ ଏବଂ ସାମ୍ୟର୍ଥ ମଧ୍ୟ ମିଳିଥାଏ । କେବଳ ଭକ୍ତିପୂର୍ଣ୍ଣ ଭାବରେ ଏହି କିଛି ଶବ୍ଦ କହିବାର ଅଛି । ଯାହାଦ୍ୱାରା ମହାଦେବ ଆପଣଙ୍କର ସବୁ ମନସ୍କାମନା ପୂରଣ କରିବେ ।

ଏହି ଶବ୍ଦ କହିବା ଦ୍ୱାରା ବିନା ପୂଜାପାଠରେ ମଧ୍ୟ ଫଳ ମିଳିଥାଏ । ଆପଣ ପୁରୁଷ ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ କିମ୍ବା କୌଣସି ବିଦ୍ୟାର୍ଥୀ ହୁଅନ୍ତୁ ଏହି ଉପାୟକୁ କରି ପାରିବେ । ଏହି ମନ୍ତ୍ରର ଜପ ଦ୍ୱାରା ଆପଣ ମାନସିକ ରୂପରେ ମଧ୍ୟ ଦୃଢ଼ ହୋଇଯିବେ । ବିଦ୍ୟାର୍ଥୀ ମାନଙ୍କ ପରୀକ୍ଷାରେ ପରିଣାମ ମଧ୍ୟ ଭଲ ଆସିଥାଏ ଏବଂ ପାଠ ପଢ଼ାରେ ଉନ୍ନତି ଦେଖା ଦେଇଥାଏ । ଯଦି ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଖାସ ସଫାସୁତୁରା ପ୍ରତି ଧ୍ୟାନ ଦେବା ଉଚିତ । ସକାଳୁ ଜଲଦି ଉଠି ସ୍ନାନ କରି ପରିଷ୍କାର ପୋଷାକ ପିନ୍ଧି ଏହି ଉପାୟ କରି ନିଅନ୍ତୁ । ଯଦି ନବ ବିବାହିତା ମହିଳା ପ୍ରତିଦିନ ସକାଳୁ ଏହି ତିନୋଟି ଶବ୍ଦ ଆସ୍ଥାର ସହିତ କହେ ତେବେ ସେ ଭାଗ୍ୟଶାଳୀ ହୋଇଯାଏ ।

ନବ ବିବାହିତ ମହିଳାଙ୍କୁ ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ । ବୈବାହିକ ଜୀବନ ଖୁସିମୟ ହୋଇଥାଏ । ଏହି ଶବ୍ଦ ଦ୍ୱାରା ସର୍ବଦା ପ୍ରଗତି ହେବ , ଦୀର୍ଘାୟୁ ହେବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ । ଯଦି ବ୍ୟାପାରରେ କ୍ଷତି ହେଉଛି ତେବେ ବ୍ୟକ୍ତିକୁ ପ୍ରତ୍ୟେକ ଦିନ ସକାଳୁ ଏହି ତିନୋଟି ଶବ୍ଦ ଜପ କରିବା ଉଚିତ । ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହେବ । ସକାଳୁ ଉଠି ସର୍ବପ୍ରଥମେ ନିଜ ଇଷ୍ଟ ଦେବଙ୍କ ନାମ ଜପ କରିବା ଉଚିତ । କେବଳ ଆପଣଙ୍କୁ ସେହି ତିନୋଟି ଶବ୍ଦର ଭଲଭାବରେ ଜପ କରିବାକୁ ପଡ଼ିବ । ତେବେ ସେହି ତିନୋଟି ଶବ୍ଦ ହେଉଛି ” ଓଁ ଜୁଙ୍ଗ ସ ” । କେବଳ ଏହି ତିନୋଟି ଶବ୍ଦ ଜପ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *