Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନେ ରୋଷେଇ ଘରେ ଏମିତି ରଖନ୍ତୁ ” ତାୱା ” ରାତା ରାତି ବଦଳିଯିବ ଭାଗ୍ୟ କାଙ୍ଗାଳ ବି ହେବେ ମାଲାମାଲ..

ସେୟାର୍ କରନ୍ତୁ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ଏମିତି ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହା ମନୁଷ୍ୟ ଜୀବନ ରେ ଭଲ କିମ୍ବା ଖରାପ ପ୍ରଭାବ ପକାଇଥାଏ | ବାସ୍ତୁ ଦୋଷ କେବଳ ଘରର ସଠିକ ଦିଗ କିମ୍ବା ସ୍ଥାନ ଯୋଗୁ ହୋଇନଥାଏ ବରଂ ଏହା ରୋଷେଇ ଘରେ ଥିବା ବାସନ ର ଅବସ୍ଥିତି ପାଇଁ ମଧ୍ୟ ହୋଇଥାଏ | ଏହି କାରଣ ରୁ ଶୁଭ ଅଶୁଭ ମଧ୍ୟ ହୋଇଥାଏ, ଏହା ଯୋଗୁ ଶାରୀରିକ, ମାନସିକ ଏବଂ ଆର୍ଥିକ ସମସ୍ୟା ର ସାମ୍ନା କରିବାକୁ ପଡିପାରେ |

ସେଥିପାଇଁ ବାସ୍ତୁ ଅନୁସାରେ ଘରର ବାସନ କୁ ମଧ୍ୟ ସଠିକ ବ୍ୟବହାର ଏବଂ ସଠିକ ସ୍ଥାନ ରେ ନରଖିବା ଦ୍ୱାରା ବହୁତ ସମସ୍ୟା ଉପୁଜିଥାଏ | ଆଜି ଆମେ ରୋଷେଇ ଘରେ ସବୁ ଠୁ ଅଧିକ ବ୍ୟବହାର ହେଉଥିବା ତାୱା ଏବଂ କଡେଇ ବିଷୟରେ କହିବୁ | ତେବେ ଆସନ୍ତୁ ଜାଣିବା ବାସ୍ତୁ କଣ କୁହେ –

” ତାୱା ” ଏବଂ ” କଢେଇ ” ବ୍ୟବହାର କରିବା ସମୟରେ ଏହି ବିଷୟର ଧ୍ୟାନ ରଖନ୍ତୁ –

1.ତାୱା ଏବଂ କଡେଇକୁ ସର୍ବଦା ସଫା କରି ରଖନ୍ତୁ, ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ବାସନ ଯେତେ ଚମକିଲା ରହିବ | ତାହା ଆପଣଙ୍କ ଭାଗ୍ୟ କୁ ମଧ୍ୟ ସେତିକି ଚମକେଇ ଦେବ |

2.ତାୱା ଏବଂ କଡେଇ ର ପବିତ୍ରତା ର ମଧ୍ୟ ଧ୍ୟାନ ରଖିବା ଉଚିତ, ଏହାକୁ ଅଇଁଠା କରି ରଖନ୍ତୁ ନାହିଁ | ଏହା ଦ୍ୱାରା ଆପଣଙ୍କୁ ବାସ୍ତୁ ଅନୁସାରେ ଆର୍ଥିକ ଏବଂ ବ୍ୟାପାର ରେ କ୍ଷତି ର ସାମ୍ନା କରିବାକୁ ପଡିପାରେ |

3. ବାସ୍ତୁ ଅନୁସାରେ କେବେ ବି ରୋଷେଇ ଘରେ ଭଙ୍ଗା ତାୱା କିମ୍ବା କଢେଇ ରଖନ୍ତୁ ନାହିଁ | ଏହା ଦ୍ୱାରା ଘରର ଉନ୍ନତି ରେ ବାଧା ସୃଷ୍ଟି ହୋଇଥାଏ | ତେବେ ଯଦି ଘରେ ଏହି ପରି ବାସନ କିମ୍ବା ତାୱା ଅଛି ତେବେ ତୁରନ୍ତ ହଟେଇ ଦିଅନ୍ତୁ |

4.ତାୱା କିମ୍ବା କଢେଇ କୁ କୌଣସି ଧାରୁଆ ଜିନିଷ ରେ ଘଷି ସଫା କରନ୍ତୁ ନାହିଁ | ଏହା ଦ୍ୱାରା ଘରକୁ ଦରିଦ୍ରତା ଏବଂ ଗରିବୀ ଆସିଥାଏ |ତେଣୁ ସବୁବେଳେ ତାୱା କିମ୍ବା କଢେଇ କୁ ପାଣି ରେ ଭିଜେଇ ରଖି ସଫା କରନ୍ତୁ |

5.ବାସ୍ତୁ ଅନୁସାରେ ତାୱା କିମ୍ବା କଢେଇ କୁ ନଧୋଇ କୌଣସି ରୋଷେଇ କରିବା ଉଚିତ ନୁହେଁ | ଅସନା ଏବଂ ମଇଳା ତାୱା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ଏବଂ ଏହା ଦ୍ୱାରା ରାହୁ ଗ୍ରହ ମଧ୍ୟ ସକ୍ରିୟ ହୋଇଯାଏ | ଏବଂ ମା ଅର୍ଣ୍ଣପୂର୍ଣ୍ଣା ମଧ୍ୟ କ୍ରୋଧିତ ହୋଇଯାନ୍ତି | ତେବେ ସର୍ବଦା ଏହାକୁ ଧୋଇକି ହିଁ ରୋଷେଇ କରିବା ଉଚିତ ହୋଇଥାଏ |

6.ବାସ୍ତୁ ଅନୁସାରେ ତାୱା ଏବଂ କଢେଇ କୁ ସବୁବେଳେ ଓଲଟେଇ ରଖିବା ଉଚିତ | ଏବଂ ସର୍ବଦା ଏହାକୁ ଅନ୍ୟଙ୍କ ନଜର ରୁ ଲୁଚେଇକି ରଖିବା ଉଚିତ | ଯଦି ଏହି ପରି ନକରନ୍ତି ତେବେ ଏହାର ସିଧା ପ୍ରଭାବ ଆପଣଙ୍କ ପରିବାର ଉପରେ ପଢିଥାଏ, ଭାଗ୍ୟ ଖରାପ ହୋଇଯାଏ | ଏବଂ ସବୁ କ୍ଷେତ୍ର ରେ ଅଶୁଭ ପରିଣାମ ମିଳିଥାଏ |

7.ଗରମ ତାୱା କୁ କେବେ ବି ପାଣି ରେ ପକାନ୍ତୁ ନାହିଁ କିମ୍ବା ଏହା ଉପରେ ପାଣି ଚଞ୍ଚନ୍ତୁ ନାହିଁ | ଏହା କରିବା ଦ୍ୱାରା ଗରିବି ଆସିଥାଏ ଏବଂ ଘରେ ସବୁବେଳେ ନକାରାତ୍ମକ ବାତାବରଣ ରହିଥାଏ | ଏହା ସହ ରାତିରେ ଅଇଁଠା ତାୱା ସେମିତି ରଖନ୍ତୁ ନାହିଁ ସର୍ବଦା ସଫା କରି ରଖନ୍ତୁ | ଏବଂ ଗ୍ୟାସ ଚୁଲା ଉପରେ ତାୱା ରଖିବା ଉଚିତ ନୁହେଁ | ଏହା ଯୋଗୁ ଜୀବନ ରେ ଅଶୁଭତା ଆସିଥାଏ |

8.ରୋଷେଇ ସରିବା ପରେ ତାୱା କୁ ସର୍ବଦା ଗ୍ୟାସ ଚୁଲା ର ଡାହାଣ ପଟେ ରଖିବା ଉଚିତ | ଡାହାଣ ପଟ ମା ଅର୍ଣ୍ଣପୂର୍ଣ୍ଣା ଙ୍କର ହୋଇଥାଏ ଏହା ଦ୍ୱାରା ଶୁଭ ହୋଇଥାଏ | କିନ୍ତୁ ବାମ ପଟେ ରଖିବା ଦ୍ୱାରା ଘରେ ଅଶାନ୍ତି ଆସିଥାଏ |

9. ବାସ୍ତୁ ଅନୁସାରେ ରୋଷେଇ କରିବା ପୂର୍ବରୁ ତାୱା କିମ୍ବା କଢେଇ କୁ ଗରମ ସେଥିରେ ଲୁଣ ପକେଇବା ଉଚିତ | ଏବଂ ଏହା ପରେ ରୋଷେଇ କରିବା ଉଚିତ ଏହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ |

10. ବନ୍ଧୁଗଣ ସର୍ବଦା ଗୋଟିଏ ରୁଟି ତାୱା କିମ୍ବା କଢେଇ ରେ ତିଆରି କରି ପଶୁ ପକ୍ଷୀ ଙ୍କୁ ଖାଇବାକୁ ଦେବା ଉଚିତ | ଏହା ଦ୍ୱାରା ଜୀବନ ରେ ଆପଣଙ୍କୁ ଉନ୍ନତି ମିଳିଥାଏ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *