Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଚନ୍ଦ୍ରଗ୍ରହଣ ବହୁତ ପ୍ରଭାବଶାଳୀ,ଆଜିଠାରୁ ଏହି ୬ ରାଶିର ଲୋକ ହେବେ କୋଟିପତି ! ଜାଣନ୍ତୁ ଏଥିରେ ଆପଣଙ୍କର ରାଶି ଅଛି ନା ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ 25 ଅକ୍ଟୋବର ରେ ଲାଗିଥିବା ସୂର୍ଯ୍ୟ ପରାଗ ପରେ ବର୍ତ୍ତମାନ 8 ନଭେମ୍ବର କୁ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି | ଯାହା ଲୋକଙ୍କ ମନରେ ଚିନ୍ତା ବଢ଼େଇ ଦେଇ ପାରେ | ଜ୍ୟୋତିଷ ରେ ଏହିପରି 15 ଦିନ ମଧ୍ୟ ରେ ଦୁଇଟି ଗ୍ରହଣ ଲାଗିବା କୌଣସି ବଡ ଅଶୁଭ ସଂକେତ ହୋଇଥାଏ | ଏବଂ ଜ୍ୟୋତିଷ ଅନୁସାରେ ଗ୍ରହ ନକ୍ଷତ୍ର ଙ୍କ ପରିବର୍ତ୍ତନ ପରି ଗ୍ରହଣ ର ପ୍ରଭାବ ମଧ୍ୟ ସମସ୍ତ ରାଶି ଉପରେ ଦେଖିବାକୁ ମିଳିବ | ଗ୍ରହଣ ପରର ସମୟ ବହୁତ ମହତ୍ୱପୂର୍ଣ ହୋଇଥାଏ | ଏହି ଗ୍ରହଣ ଯୋଗୁ ଅନେକ ରାଶି ଙ୍କର ଅଶୁଭ ହୋଇପାରେ କିନ୍ତୁଏହି 4 ରାଶି ହେବେ ରଙ୍କ ରୁ ରାଜା | ଏଥି ସହିତ ସୁଖ ସମୃଦ୍ଧି ଏବଂ ଧନ ରେ ମଧ୍ୟ ବୃଦ୍ଧି ଘଟିବ, ଆଜି ଆମେ ସେହି 4 ରାଶି ଭାଗ୍ୟଶାଳୀ ରାଶି ବିଷୟରେ କହିବୁ ଏବଂ ଏଥି ସହିତ ଗ୍ରହଣ ପ୍ରଭାବ ରୁ ବଂଚିବା ପାଇଁ କିଛି ଉପାୟ ମଧ୍ୟ ବତେଇବୁ |

ବନ୍ଧୁଗଣ ଲଗାତାର ଦୁଇଟି ଗ୍ରହଣ ଲାଗିବ ପ୍ରଥମ ଥର ନୁହେଁ ଏହା ମହାଭାରତ ସମୟ ରେ ମଧ୍ୟ ଲାଗିଥିଲା | ଯେଉଁଥି ପାଇଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ,ଏହି କାରଣ ରୁ ଏହାକୁ ବଡ ବିପଦ ଆସିବାର ସଂକେତ ବୋଲି ବିଶ୍ୱାସ କରାଯାଏ | ମଙ୍ଗଳବାର 8 ନଭେମ୍ବର 2022 ଲାଗୁଥିବା ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର ଏବଂ ପୂର୍ବ ୟୁରୋପ,ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା ଅଧିକାଂଶ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର ରେ ଦେଖିବାକୁ ମିଳିବ | ଏହି ଯୋଗୁ କିଛି ଦେଶ ରେ ଯୁଦ୍ଧ ମଧ୍ୟ ହୋଇପାରେ, ଗ୍ରହଣ ର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ | ଭାରତ ରେ ଏହା ରାଞ୍ଚି, ଗୋହଟି, କଲିକତା, ସିରିଗୁଡ଼ି ଏବଂ ପାଟଣା ରେ ଦେବ ଦୀପାବଳି ରେ ଦେଖାଯିବ |

କୁହାଯାଏ କି ସୁତକ କାଳ ଗ୍ରହଣ ର 9 ଘଣ୍ଟା ପୂର୍ବରୁ ହିଁ ଆରମ୍ଭ ହୋଇଯାଏ ଏବଂ ଏହି ସମୟ ରେ ଗର୍ଭବତୀ ମହିଳା ସାବଧାନ ରହିବା ଉଚିତ, ପୂଜା ପାଠ କରିବା ଅନୁଚିତ | କାରଣ ସୁତକ କାଳ କୁ ଶାସ୍ତ୍ର ରେ ଅଶୁଭ ବୋଲି କୁହାଯାଇଛି | ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଗ୍ରହଣ ର କଣ ପ୍ରଭାବ ପଡିବ? ଗ୍ରହଣ ଲାଗିବାର ସମୟ 8 ନଭେମ୍ବର ସନ୍ଧ୍ୟା 5:32 ରେ ଆରମ୍ଭ ହେବ ଏବଂ ଗ୍ରହଣ ର ସମାପ୍ତି ସନ୍ଧ୍ୟା 6:18 ମିନିଟ ରେ ହେବ | ଏବଂ ହାଣ୍ଡି ଛାଡ଼ ର ସମୟ ସକାଳ 9:21 ମିନିଟ ରୁ ହିଁ ଆରମ୍ଭ ହୋଇଯିବ ଏବଂ ଗ୍ରହଣ ଶେଷ ହେବା ପରେ ସୁତକ କାଳ ମଧ୍ୟ ସମାପ୍ତ ହୋଇଯିବ | ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶଳି 4 ରାଶି ବିଷୟରେ..

1. ତୁଳା ରାଶି :- ଏହି ଗ୍ରହଣ ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହେବ। କର୍ମକ୍ଷେତ୍ରରେ ଲାଭବାନ ହେବାର ସମ୍ଭାବନା ଅଛି। ଚାକିରିରେ ଆପଣଙ୍କର ପଦୋନ୍ନତି ବି ହୋଇପାରେ। ସହଭାଗିତା କାର୍ଯ୍ୟରେ ବି ମୋଟା ଅଙ୍କର ଲାଭ ମିଳିପାରେ । ଏହି ସମୟରେ ଆପଣ ନିଜ କର୍ମକ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ । ଆପଣଙ୍କର ଆର୍ଥିକ ଅବସ୍ଥା ବହୁତ ଉନ୍ନତି ହେବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ଚନ୍ଦ୍ର ଗ୍ରହଣ ବେଶ ଭଲ। ବିଦେଶରେ ଚାକିରି ସୁଯୋଗ ବି ମିଳିପାରେ।

2. ମେଷ ରାଶି :- ଏହି ଚନ୍ଦ୍ର ଗ୍ରହଣ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି। ଅନେକ ଦିନରୁ ପଡ଼ି ରହିଥିବା କାର୍ଯ୍ୟ ସରିଯିବ। ଗ୍ରହଣ ଲାଗିବା ସମୟରେ କରାଯାଇଥିବା ସମସ୍ତ କାମ ସଫଳ ହେବ। ଏହି ସମୟରେ କରାଯାଇଥିବା ସମସ୍ତ ଯାତ୍ରା ବି ଲାଭଦାୟୀ ହେବ। ଗ୍ରହଣ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଶୁଭ ଫଳ ଆଣିବ। ମେଷ ରାଶି ଲୋକମାନେ ଏହିଦିନ କୌଣସି ସମ୍ପତ୍ତିରେ ବିନିଯୋଗ କଲେ ଲାଭଦାୟକ ହେବ।

3.କନ୍ୟା ରାଶି :-ଏହି ଚନ୍ଦ୍ର ଗ୍ରହଣ କନ୍ୟା ରାଶି ପାଇଁ ମଧ୍ୟ ଶୁଭ ରହିଛି।ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ମହିଳାମାନେ ଲାଭବାନ ହେବେ ।ବ୍ୟବସାୟରେ ସଂଘର୍ଷ ପୂର୍ଣ୍ଣ ସ୍ଥିତି ହୋଇପାରେ । ମାନ ସମାନ ପ୍ରାପ୍ତ ହେବ । ମହିଳାମାନେ ଉନ୍ନତି କରିବେ | ଗ୍ରହଣ କାରଣରୁ ଆପଣଙ୍କର ସମୟ ଶୁଭ ରହିବ । ସମାଜରେ ମାନ ସମାନ ପ୍ରାପ୍ତ ହେବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ଆରମ୍ଭ କରିବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମହିଳା ସୁଖୀ ହେବେ । ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ ।

4.କୁମ୍ଭ ରାଶି :- ଏହି ଚନ୍ଦ୍ର ଗ୍ରହଣ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ | ଚନ୍ଦ୍ର ଗ୍ରହଣ ସମୟରେ ଯଥାସମ୍ଭବ ଭଗବାନଙ୍କ ଆରାଧନା କରନ୍ତୁ। ବ୍ୟବସାୟୀମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରନ୍ତୁ । ବ୍ୟବସାୟରେ ଭଲ ଫଳ ମିଳିବ। ପରିଶ୍ରମ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ପାରିବାରିକ କଳହ ଲାଗିପାରେ । ବାଦ ବିବାଦ ହୋଇପାରେ । ସ୍ଥିତି ଜଟିଳ ହେବ । ମହିଳା ଧର୍ମ ପରାୟଣ ହେବେ ।ଭଲ ବ୍ୟବହାର ପାଇଁ ବ୍ୟବସାୟରେ ଲାଭବାନ ହେବେ । ଧନ ଆଗମନର ସୂଚନା ରହିଛି । ସବୁ କ୍ଷେତ୍ରରେ ସଫଳ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *