Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କ ଠାରେ ଦେଖା ଯାଇଥାଏ ଏହି ସଙ୍କେତ । ଜାଣନ୍ତୁ କଣ କହନ୍ତି ଭଗବାନ ଶ୍ରୀକୃଷ୍ଣ

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ସ୍ତ୍ରୀ ଙ୍କୁ ଦେବୀର ମାନ୍ୟତା ଦିଆଯାଇଛି । ପ୍ରତ୍ୟେକ ପୁରୁଷର ଅର୍ଧାଙ୍ଗିନୀ ତାର ସ୍ତ୍ରୀ ହିଁ ହୋଇଥାଏ । ପୁରୁଷ ଜୀବନରେ ଉନ୍ନତିର କାରଣ ତାର ସ୍ତ୍ରୀ ହିଁ ହୋଇଥାଏ । ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି ଯେ ଯେଉଁ ସ୍ତ୍ରୀ ମଧ୍ୟରେ ସାତୋଟି ଖାସ ଲକ୍ଷଣ ଥାଏ ସେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ଏପରି ସ୍ତ୍ରୀ ଯେଉଁ ଘରକୁ ପ୍ରବେଶ କରିଥାଏ ସେହି ଘରର ସବୁ ଦୁଃଖ ସମସ୍ୟା ଦୂର ହୋଇଯାଏ । ଯାହାଦ୍ୱାରା ଘରୁ ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ଘର ସୁଖ ସମୃଦ୍ଧି ଏବଂ ବୈଭବରେ ଭରିଯାଏ । ସେହି ଘରର ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିଯାଏ ।

ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ ଯେ ସେହି ସ୍ୱତନ୍ତ୍ର ଲକ୍ଷଣ ଥିବା ସ୍ତ୍ରୀଙ୍କ ବିଷୟରେ ଯେଉଁ ମାନଙ୍କ ପାଇଁ ତାଙ୍କ ସ୍ୱାମୀ ଦରିଦ୍ର୍ୟରୁ ରାଜା ମଧ୍ୟ ହୋଇ ପାରନ୍ତି । ଏପରି ସ୍ତ୍ରୀ କାରଣରୁ ଘରେ ସୁଖ ସମୃଦ୍ଧି ପୁରି ଉଠେ ।

୧ . ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା :-

ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ସ୍ତ୍ରୀ ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ ତା ଉପରେ ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ । ଯେଉଁ ସ୍ତ୍ରୀ ସୂର୍ଯ୍ୟ ଉଦୟ ପରେ ବି ଶୋଇଥାଏ ସେ ପାପ କର୍ମଯୁକ୍ତ ସମତଳ ହୋଇଥାଏ । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ସ୍ତ୍ରୀ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ କରିଥାଏ । ସ୍ତ୍ରୀ ଙ୍କ ଏହି ଅଭ୍ୟାସ କାରଣରୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ ।

୨ . ଯେଉଁ ସ୍ତ୍ରୀ ନିତ୍ୟ ସ୍ନାନ କରି ଦେବପୂଜାରେ ନିଯୁକ୍ତ ହୋଇଥାଏ ଏବଂ ଧୂପ ଦୀପ ଲଗାଇଥାଏ , ସେହି ସ୍ତ୍ରୀ କାରଣରୁ ହିଁ ଘରକୁ ସୁଖ ଶାନ୍ତି ଆସିଥାଏ । ଯେଉଁ ସ୍ତ୍ରୀ ଏହିସବୁ କାମ କରି ନଥାଏ ସେ ପାପ କର୍ମ କରିଥାଏ । ଯାହାଦ୍ୱାରା ଘର ବର୍ବାଦ ହୋଇଯାଏ ।

୩ . ସ୍ୱଚ୍ଛତା ପ୍ରିୟ :-

ଯେଉଁ ସ୍ତ୍ରୀ ଘରେ ଥିବା ସତ୍ତ୍ୱେବି ଘରେ ଆପରିସ୍କାର ରହିଥାଏ , ଘରେ ବୁଢିଆଣି ଜାଲ ରହିଥାଏ , ଘର ସାମ୍ନାରେ ନାଳ ନର୍ଦମା ରହିଥାଏ । ସେହି ଘରକୁ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । ସେହି ଘରକୁ ସୁଖ ସମୃଦ୍ଧି ଆସିବ ନାହିଁ । ଏପରି ସ୍ତ୍ରୀ ଘରକୁ ଆସିଲେ ଘରକୁ ଦୁଃଖ କଷ୍ଟ ଆସିଥାଏ । ଯେଉଁ ସ୍ତ୍ରୀ ନିତ୍ୟ ରଙ୍ଗୋଲି କରି ଦେବଦେବୀଙ୍କୁ ଆହ୍ୱାନ କରିଥାଏ ସେହି ସ୍ତ୍ରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଏ ।

୪ . ଜଳ ଅର୍ପଣ କରୁଥିବା ସ୍ତ୍ରୀ :-

ଯେଉଁ ସ୍ତ୍ରୀ ନିତ୍ୟ ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟ ଦେବତା , ମାତା ତୁଳସୀ ଏବଂ ଦେବଦେବୀଙ୍କୁ ଜଳ ଅର୍ପଣ କରଥାଏ ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ । ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ସେହି ଘରେ କେବେବି କୌଣସି ପ୍ରକାରର ଅଭାବ ଦେଖା ଦିଏ ନାହିଁ ।

୫ . ସ୍ୱାମୀର ସେବା କରିବା :-

ଯେଉଁ ସ୍ତ୍ରୀ ନିତ୍ୟ ନିଜ ସ୍ୱାମୀର ଚରଣ ଛୁଇଁଥାଏ ଏବଂ ରାତିରେ ଶୋଇବା ପୂର୍ବରୁ ନିଜ ସ୍ୱାମୀର ଗୋଡ଼ ଦବାଇ ଥାଏ ସେହି ସ୍ତ୍ରୀ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ସେହି ସ୍ତ୍ରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ।

୬ . ମଧୁର ବଚନ କହୁଥିବା ସ୍ତ୍ରୀ :-

ଯେଉଁ ସ୍ତ୍ରୀ ସର୍ବଦା ମଧୁର ବଚନ କହିଥାଏ ସେହି ସ୍ତ୍ରୀ ସର୍ବଦା ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ । ଯେଉଁ ସ୍ତ୍ରୀ କଟୁ ବଚନ କହିଥାଏ ଏବଂ ସର୍ବଦା ସମସ୍ତଙ୍କୁ ଏଣୁତେଣୁ କହିଥାଏ ସେହି ସ୍ତ୍ରୀ କେବେବି ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇ ନଥାଏ । ସେହି ସ୍ତ୍ରୀ ଯେଉଁ ଘରେ ରହିଥାଏ ସେହି ଘରକୁ କେବେବି ସୁଖ ସମୃଦ୍ଧି ଆସେନାହିଁ ।

୭ . ସ୍ୱାଦିଷ୍ଟ ଭୋଜନ :-

ଯେଉଁ ସ୍ତ୍ରୀ ସର୍ବଦା ସ୍ୱାଦିଷ୍ଟ ଭୋଜନ ବନାଇ ଥାଏ ସେହି ସ୍ତ୍ରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ ଏବଂ ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *