Excuse Me Odisha

ଯାହା କହିବୁ ସତ କହିବୁ

24 ନଭେମ୍ବର ଠାରୁ 24 ଘଣ୍ଟା ମଉଜ କରିବେ ଏହି ରାଶି ମାନେ, ମାର୍ଗୀ ଗୁରୁ କୃପା ବର୍ଷେଇବେ, ମିଳିବ ଖୁସିର ଖଜାନା..

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହର ଆମ ରାଶି ଉପରେ ବଡ ଗଭୀର ପ୍ରଭାବ ପଡିଥାଏ | ଯେତେବେଳେ କୌଣସି ଗ୍ରହ ନିଜ ରାଶି କିମ୍ବା ଚଳନ ବଦଳେଇ ଥାଏ ତ ତାହାର ଭଲ କିମ୍ବା ଖରାପ ପ୍ରଭାବ ଆମ ଜୀବନ ଉପରେ ବି ପଡିଥାଏ | ଦେବତାଙ୍କ ଗୁରୁ କୁହାଯାଉଥିବା ବୃହସ୍ପତି ଗ୍ରହ 24 ନଭେମ୍ବର କୁ ମୀନ ରାଶି ରେ ମାର୍ଗୀ ହେବକୁ ଯାଉଛନ୍ତି | ଏହା ପୂର୍ବରୁ ସେ 29 ଅକ୍ଟୋବର କୁ ମୀନ ରାଶି ରେ ଭକ୍ରୀ ହୋଇଥିଲେ | ଗୁରୁ ଙ୍କ ଭକ୍ରୀ ହେବା ଦ୍ୱାରା 4 ରାଶିର ଜାତକ ଙ୍କୁ ସବୁଠୁ ଅଧିକ ଲାଭ ମିଳିବ | ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି କଣ କଣ?

କର୍କଟ ରାଶି :ଗୁରୁ ଙ୍କ ମାର୍ଗୀ ହେବା କର୍କଟ ରାଶିର ଲୋକଙ୍କ ଭାଗ୍ୟ ଚମକି ଯିବ | ସେମାନଙ୍କୁ ସର୍ବଦା ଭାଗ୍ୟର ସାଥ ମିଳିବ | ଶତ୍ରୁ ଆପଣଙ୍କୁ ଡରିବାକୁ ଲାଗିବେ | ସମାଜ ରେ ଆପଣଙ୍କ ସମ୍ମାନ ବଢିବ | ଲୋକ ଆପଣଙ୍କୁ ସମ୍ମାନ କରିବେ | ପଇସା ମାମଲା ରେ ସ୍ଥିତି ଆପଣଙ୍କ ପକ୍ଷ ରେ ରହିବ | ଯଦି ପଇସା କେଉଁଠାରେ ଇଂଭେଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଉତ୍ତମ ହେବ | ପ୍ରପୋର୍ଟି ସହ ଜଡିତ ମାମଲା ର ଫଇସଲା ଆପଣଙ୍କ ପକ୍ଷ ରେ ରହିବ | ସନ୍ତାନ ତରଫ ରୁ କୌଣସି ଖୁସି ଖବର ମିଳିପାରେ | ସ୍ୱାସ୍ଥ୍ୟ ଭଲ ରହିବ | କୌଣସି ଶୁଭ କାର୍ଯ୍ୟ ରେ ଲମ୍ବା ଯାତ୍ରା ରେ ଯାଇପାରନ୍ତି |

ବିଛା ରାଶି :ଗୁରୁ ଗ୍ରହ ମାର୍ଗୀ ହେବାର ସିଧା ଲାଭ ବିଛା ରାଶିର ଲୋକଙ୍କୁ ମଧ୍ୟ ମିଳିବ | ସେମାନଙ୍କୁ ଚାକିରୀ ରେ ପ୍ରୋମସନ ମିଳି ପାରେ | କୌଣସି ଭଲ କମ୍ପାନୀ ରେ ଚାକିରର ଅଫର ମିଳିପାରେ | ସରକାରୀ ଚାକିରୀ ର ମଧ୍ୟ ଯୋଗ ବନୁଛି | ବିଜନେସ କରୁଥିବା ଲୋକ ଙ୍କୁ କୌଣସି ବଡ ଡିଲ ଫାଇନାଲ ହୋଇପାରେ | ଛାତ୍ର ଙ୍କ ପାଇଁ ମଧ୍ୟ ସମୟ ଉତ୍ତମ ରହିବ | ପରୀକ୍ଷା ରେ ଭଲ ଫଳ ମିଳିବ | ପ୍ରେମ ପ୍ରସଙ୍ଗ ରେ ସଫଳତା ମିଳିବ | ଆଗାମୀ କିଛି ମାସ ରେ ବିବାହ ର ଯୋଗ ବନି ପାରେ | ପୁରୁଣା ଦୁଃଖ କଷ୍ଟ ସମାପ୍ତ ହେବ | ନିଜ ଲୋକ ଙ୍କ ସାଥ ଏବଂ ସପୋର୍ଟ ମିଳିବ | ବିଦେଶ ଯାତ୍ରା ର ଯୋଗ ବନି ପାରେ |

କନ୍ୟା ରାଶି :ଗୁରୁ ଙ୍କ ସିଧା ଚାଲି ର ଭରପୁର ଲାଭ କନ୍ୟା ରାଶି କୁ ମିଳିବ | ସେମାନଙ୍କ ଆର୍ଥିକ ସ୍ଥିତି ରେ ଜବରଦସ୍ତ ପରିବର୍ତ୍ତନ ଆସିବ | ପଇସା ରୋଜଗାର କରିବାର ନୂଆ ସାଧନା ଖୋଲି ଯିବ | ବ୍ୟର୍ଥ ଖର୍ଚ ଉପରେ ଲଗାମ ଲାଗିବ | କେଉଁଠାରେ ଅଟକି ରହିଥିବା ଧନ ଫେରି ପାଇବେ | ଘର କିଣା ବିକା ର ଯୋଗ ବନି ପାରେ | ସନ୍ତାନ ଙ୍କ ତରଫ ରୁ ସୁଖ ଏବଂ ବିଳାସପୁର୍ଣ ଜୀବନ ମିଳିବ | ମାତା ପିତା ଙ୍କ ସ୍ୱାସ୍ଥ୍ୟ ଠିକ ରହିବ | କୌଣସି ପୁରୁଣା ବନ୍ଧୁ ଙ୍କ ସହ ସାକ୍ଷାତ ଲାଭ କାରୀ ହେବ | କୌଣସି ବିଶେଷ କାର୍ଯ୍ୟ ପାଇଁ ଯାତ୍ରା କରିବା ସଫଳ ହେବ | ବହୁତ ଦିନ ପରେ ବହୁତ ଖୁସି ଏବଂ ଚିନ୍ତାମୁକ୍ତ ରହିବେ |

ବୃଷ ରାଶି : ଗୁରୁ ଗ୍ରହର ମାର୍ଗୀ ହେବାର ଲାଭ ବୃଷ ରାଶି ର ଲୋକଙ୍କ ପାଇଁ ମଧ୍ୟ ଶୁଭ ହେବ | ସେମାନଙ୍କୁ ଚାକିରୀ ରେ ଉନ୍ନତି ମିଳିପାରେ |ବସ ଆପଣଙ୍କ କାର୍ଯ୍ୟରେ ତାରିଫ କରିପାରନ୍ତି | ବିଜନେସ କରୁଥିବା ଲୋକ ଙ୍କ ପାଇଁ ମଧ୍ୟ ଏହି ସମୟ ଭଲ ରହିବ | ଯଦି ଆପଣ କୌଣସି ନୂଆ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ସମୟ | ଯେଉ ଲୋକଙ୍କ ବିବାହ ହେଉନାହିଁ ତାଙ୍କୁ ଭଲ ଜୀବନ ସାଥି ମିଳିବ | ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ | ଭଗବାନ ଙ୍କ ଉପରେ ଆସ୍ଥା ବଢିବ |କୋର୍ଟ କଚେରୀ ମାମଲା ସମାପ୍ତ ହେବ |ଘରର ଆର୍ଥିକ ସ୍ଥିତି ମଜବୁତ ହେବ |

ଏହା ବ୍ୟତୀତ ଗୁରୁଙ୍କ ଭକ୍ରୀ ହେବାର ସିଧା ଲାଭ ମୀନ ଏବଂ ଧନ୍ୟ ରାଶିର ଲୋକଙ୍କୁ ମଧ୍ୟ ମିଳିବ | ଏହି କାରଣ ରୁ ବୃହସ୍ପତି ଗ୍ରହ ମୀନ ଏବଂ ଧନ୍ୟ ରାଶିର ସ୍ୱାମୀ ହୋଇଥାନ୍ତି | ଏମିତି ରେ ସେମାନଙ୍କ ଉପରେ ଗୁରୁଙ୍କ ବିଶେଷ କୃପା ସର୍ବଦା ବନି ରହିଥାଏ | ଅନ୍ୟପଟେ ଯେଉ ରାଶିଙ୍କ ଉପରେ ଗୁରୁ ଙ୍କ ଖରାପ ଦୃଷ୍ଟି ରହିଥାଏ ସେମାନେ ପ୍ରତ୍ୟେକ ଗୁରୁବାର ବିଷ୍ଣୁ ଭଗବାନ ଙ୍କ ପୂଜା ପାଠ କରିବା ଉଚିତ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *